Tuesday, September 30, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ ଶୀତରେ କିଭଳି ଦୂର କରିବେ ଅଳସପଣ ?

Sanchar Live by Sanchar Live
January 26, 2025
in ଜୀବନ ଶୈଳୀ
0
ଜାଣନ୍ତୁ ଶୀତରେ କିଭଳି ଦୂର କରିବେ ଅଳସପଣ ?
0
SHARES
4
VIEWS
FacebookTwitter

ଭୁବନେଶ୍ଵର : କ’ଣ ଆପଣଙ୍କୁ ଶୀତରେ ସାରାଦିନ ଅଳସୁଆ ଅନୁଭବ ହେଉଛି କି? ଅବଶ୍ୟ ପ୍ରାୟ ଲୋକ ଏହି ଋତୁରେ ଅଳସୁଆ ଅନୁଭବ କରିଥାନ୍ତି । କିଛି ଲୋକ ରେଜେଇ ବା କମ୍ବଳ ଭିତରୁ ବାହାରିବାକୁ ଇଚ୍ଛା କରି ନଥାନ୍ତି । ଯଦିଓ ବାହାରକୁ ଯିବାକୁ ବାଧ୍ୟ ହୋଇଥାନ୍ତି, ତେବେ ଗରମ ଚା’ କିମ୍ବା ସୁପ୍‌ ପିଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । କିନ୍ତୁ କେବେ ଭାବିଛନ୍ତି କି କେବଳ ଶୀତ ଋତୁରେ ଏପରି କାହିଁକି ହୁଏ? ଚାଲନ୍ତୁ ଜାଣିବା ଏହାର କାରଣ ଓ ଦୂର କରିବାର ଉପାୟ । ଶୀତଦିନେ ଅଳସ ଲାଗିବାର ଅନେକ କାରଣ ରହିଛି । ଯେପରିକି

ଭିଟାମିନ୍‌- ଡି’ର ଅଭାବ 

ସୂର୍ଯ୍ୟକିରଣ ଅଭାବରୁ ଶରୀରକୁ କମ୍‌ ଭିଟାମିନ୍‌-ଡି’ ମିଳିଥାଏ । ଭିଟାମିନ୍‌-ଡି’ର ଅଭାବ ଶରୀରକୁ ପ୍ରଭାବିତ କରିଥାଏ । ଏହାଦ୍ୱାରା ହର୍‌ମୋନଜନିତ ଅସନ୍ତୁଳନ ଦେଖିବାକୁ ମିଳିଥାଏ । ଶରୀରରେ ମେଲାଟୋନିନ୍‌ ହର୍‌ମୋନ୍‌ ବଢିଚାଲେ । ଫଳରେ ଅସ୍ୱସ୍ଥି ଅନୁଭବ ହୋଇଥାଏ । ମେଲାଟୋନିନ୍‌ ନିଦ ବଢାଉଥିବା ହର୍‌ମୋନ୍‌ । ଏହାର ମାତ୍ରା ବଢିବା ଦ୍ୱାରା ନିଦ, ଥକ୍କାପଣ ଓ ଅଳସ ବଢିଥାଏ । ଏହା କେବଳ ହାଡ଼କୁ ମଜବୁତ୍‌ କରିନଥାଏ ବରଂ ଶରୀରକୁ ଭରପୂର ଶକ୍ତି ଦେଇଥାଏ । ଭିଟାମିନ୍‌-ଡି’ର ଅଭାବ ଯୋଗୁ ଅସ୍ୱସ୍ଥି ଅନୁଭବ ହୋଇଥାଇପାରେ ।

କଫ ବଢିଲେ 

ଆୟୁର୍ବେଦ ଅନୁସାରେ ଶୀତଦିନେ ଶରୀରରେ କଫର ମାତ୍ରା ବଢିଯାଇଥାଏ । କଫ ବଢିବା ଯୋଗୁ ଶରୀର ଓଜନିଆ ଓ ଅଳସୁଆ ଲାଗେ । ଅଳସପଣ କ୍ରମଶଃ ମାନ୍ଦାରେ ପରିଣତ ହୁଏ । ତେଣୁ କୌଣସି କାମ କରିବାକୁ ଇଚ୍ଛା ହୋଇନଥାଏ ।

ଦୂର କରିପାରିବେ ଅଳସପଣ

-ଶୀତଦିନେ ହାଲ୍‌କା ଉଷୁମ ପାଣି ପିଇବାକୁ ଚେଷ୍ଟା କରନ୍ତୁ । ଶରୀର ଜଳାଭାବଠାରୁ ଦୂରେଇ ରହିବ । କିଛି ସମୟ ପାଇଁ ସୂର୍ଯ୍ୟକିରଣରେ ବସନ୍ତୁ ।

-ଡାଏଟ୍‌ରେ ଅଧିକରୁ ଅଧିକ ଶାଗ, ସବୁଜ ପନିପରିବା ଓ ଫଳମୂଳକୁ ସାମିଲ୍‌ କରନ୍ତୁ । ମଇଦା ଓ ବେସନ୍‌ଠାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ ।

-ତ୍ୱଚାକୁ ମଧ୍ୟ ପ୍ରାକୃତିକ ଉପାୟରେ ସ୍କ୍ରବ୍‌ କରନ୍ତୁ । ଏହାଦ୍ୱାରା ତ୍ୱଚାରେ ରକ୍ତ ସଞ୍ଚାଳନ ବଢିବା ସହ ସତେଜ ଅନୁଭବ ହୋଇଥାଏ ।

-ଏହି ଋତୁରେ ଅଧିକ ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍‌ ଅଳସୁଆ ଲାଗିବା ସ୍ୱାଭାବିକ୍‌ । 

Tags: alasaunfitwinter
ShareTweetShareSend
Sanchar Live

Sanchar Live

Next Post
ଜାଣନ୍ତୁ ଆଜିର ଦିନ ଆପଣଙ୍କ ପାଇଁ କିପରି କଟିବ

ଜାଣନ୍ତୁ ଆଜିର ଦିନ ଆପଣଙ୍କ ପାଇଁ କିପରି କଟିବ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଭୁବନେଶ୍ୱର ନାଲକୋ ଅଫିସରେ ସିବିଆଇ ରେଡ
  • ଜେରା ସମୟରେ ସତ ମାନୁନାହାନ୍ତି ବାବା ସ୍ବାମୀ ଚୈତନ୍ୟାନନ୍ଦ ସରସ୍ବତୀ
  • ପୋଲିସ ଏସଆଇ ଚାକିରିରେ ଜାଲିଆତି ଅଭିଯୋଗ
  • ଆଜି ଆସିପାରେ ବିହାରର ଚୂଡ଼ାନ୍ତ ଭୋଟର ତାଲିକା
  • ଆଜିଠୁ ଆରମ୍ଭ ହେଉଛି ମହିଳା ଦିନିକିଆ ବିଶ୍ବକପ୍

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.