Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଦୈନିକ ରାଶିଫଳ : ଆଜି ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ

Sanchar Live by Sanchar Live
January 10, 2025
in ଜୀବନ ଶୈଳୀ
0
ଦୈନିକ ରାଶିଫଳ : ଆଜି ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ
0
SHARES
34
VIEWS
FacebookTwitter

ମେଷ : ଦାନଧର୍ମରେ ଅଧିକ ରୁଚି ରହିବ । ଶୁଭ ଖବର ମିଳିବ । ଦିନଟି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ରହିବ, ଯାହା ଦ୍ୱାରା ଆପଣ ଆଗକୁ ବଢ଼ିବେ । ଛାତ୍ରଛାତ୍ରୀ ପାଠପଢ଼ାକୁ ନେଇ ଗୁରୁଜନଙ୍କ ସହ କଥା ହେବେ ।

ବୃଷ : ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ । ପରିବାରରେ ସୁଖ ସୁବିଧା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କିଛି ନୂଆ ଲୋକଙ୍କ ସହ ଜଡିତ ହେବେ ।

ମିଥୁନ : ବ୍ୟବସାୟିକ ଯୋଜନା ଉପରେ ସମ୍ପୂର୍ଣ୍ଣ ଦେବାକୁ ପଡିବ । ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ ରିବେ । ନୂଆ ସାଙ୍ଗ ଗଢ଼ିବେ । କୌଣସି ଶୁଭ କାମରେ ଯୋଗ ଦେବେ । ଭାବିଚିନ୍ତି କାମ କରିବା ଯୋଗୁ ଆପଣଙ୍କୁ ଲାଭ ମିଳିବ ।

କର୍କଟ : ପିଲାମାନଙ୍କ କଥାରେ ଖୁସି ରହିବେ ଏବଂ କିଛି କାମରେ ସଫଳ ହେବେ । ଆପଣଙ୍କୁ କୌଣସି ନୁତନ ପଦବୀ ମିଳିବ । ଦିନଟି ଆପଣଙ୍କର ଠିକ୍ ଠାକ୍ ରହିବ । ଖର୍ଚ୍ଚ କମ୍ କରିବାକୁ ପଡିବ, ନଚେତ୍ ସମସ୍ୟା ହୋଇପାରେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବେ ।

ସିଂହ : ବରିଷ୍ଠ ଲୋକଙ୍କ ସହ ମିଳିମିଶି କାମରେ ଆଗକୁ ବଢ଼ିବେ । କୌଣସି ଲୋକଙ୍କ ଉପଦେଶରେ ଦାୟିତ୍ୱର ସହ କାମ ପୂରା କରିବେ । କିଛି ସମୟ ଆନନ୍ଦ ରହିବେ ।

କନ୍ୟା : ଆପଣଙ୍କ ପଦବୀ ଓ ପ୍ରତିଷ୍ଠା ବଢ଼ିବା କାରଣରୁ ବହୁତ ଖୁସି ରହିବେ । ରାଜନୀତିରେ କିଛି ବଡ଼ ପଦବୀ ମିଳିପାରେ । ବ୍ୟବସାୟରେ କିଛି ନୂଆ ଉପାୟ ଭାବିବେ ।

ତୁଳା : ନୂଆ ସାଙ୍ଗ ଗଢ଼ିବେ । ନିଜ ଚିନ୍ତାଧାରାରେ ଏକ ନୂଆ ମୋଡ ଆଣିବେ । ପରିବାରର କୌଣସି ବ୍ୟକ୍ତିଙ୍କୁ ନିଜ ମନ କଥା କହିବା ପାଇଁ ସୁଯୋଗ ମିଳିବ । ଭାଇ ଓ ଭଉଣୀଙ୍କ ସହ ସମ୍ପର୍କ ଠିକ୍ କରିବେ ।

ବିଛା : ଆର୍ଥିକ ସ୍ଥିତି ଠିକ୍ ରହିବ । କିଛି କାମ ଯୋଗୁ ଉଚ୍ଚ ଅଧୀକାରୀଙ୍କ ମନ ଜିତିବେ । ଦିନଟି ଭଲରେ କଟିବ । ସେୟାର ମାର୍କେଟରେ କାମ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଆପଣଙ୍କୁ କୌଣସି କାର୍ଯ୍ୟରେ ସୁବିଧା ସୁଯୋଗ ମିଳିବ ।

ଧନୁ : ବେପାରିଙ୍କ ପାଇଁ ଦିନଟି ଭଲରେ କଟିବ । ବଡ଼ ଲୋକଙ୍କ ଠାରୁ ସାହାଯ୍ୟ ମିଳିବ । ଘର ସଜାଇବାରେ ଧ୍ୟାନ ଦେବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସମ୍ପୂର୍ଣ୍ଣ ରୁଚି ଦେବେ ।

ମକର : ବିଚାର କରି କାମ କରିବେ, ନଚେତ୍ ସମସ୍ୟା ହୋଇପାରେ । ବ୍ୟବସାୟକୁ ଆଗକୁ ବଢ଼ାଇବେ ଏବଂ ଆର୍ଥିକ ସ୍ଥିତି ସୁଦୃଢ଼ ରହିବ । ମା’ଙ୍କ ସହ ଠିକ୍ ଭାବେ କଥାବାର୍ତ୍ତା କରିବେ, ନହେଲେ ଝଗଡା ହେବାର ସମ୍ଭାବନା ରହିଛି ।

କୁମ୍ଭ : ଆଜି ଆପଣଙ୍କୁ କୌଣସି ପ୍ରକାର ବିବାଦରୁ ଦୂରେଇ ରହିବାକୁ ପଡିବ । ପରିବାରର ସାହାଯ୍ୟ ମିଳିବ । ଦାୟିତ୍ୱ ପୂରଣ କରିବେ । ଆପଣଙ୍କୁ ଆଶା ଠାରୁ ଅଧିକ ଧନ ମିଳିବ, ଯାହା ଦ୍ୱାରା ଖୁସି ରହିବେ ।

ମୀନ : ପ୍ରତିଯୋଗୀତାରେ ଭଳ ଫଳ ମିଳିବ । ପରିବାର ଲୋକଙ୍କ ପୂର୍ଣ୍ଣ ସମର୍ଥନ ମିଳିବ । ନିଜର ବ୍ୟବହାର ଠିକ୍ ରଖିବେ ଏବଂ କଥାବାର୍ତ୍ତାରେ ସଂଯମତା ରଖିବେ । କିଛି କାମକୁ ପୂରା କରିବା ପାଇଁ ଚେଷ୍ଟା କରିବେ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି  ଛତିଶଗଡ଼ ପୁଲିସ

ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ଅଟକ ରଖିଛି  ଛତିଶଗଡ଼ ପୁଲିସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରାତିରେ ବଢି ଯାଉଛି କି ବ୍ଲଡ୍‌ ସୁଗର୍‌? ଏହି ୬ ଟି ସଙ୍କେତରୁ କରନ୍ତୁ ଚିହ୍ନଟ…
  • ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟୀ ଫିଲ୍ମ ନିର୍ମାତା ମହେଶ ଜିରାୱାଲଙ୍କ ମୃତ୍ୟୁ
  • ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପଦାନ
  • ୧୩ ଦିନିଆ ବିଚାର ବିଭାଗୀୟ ହେପାଜତକୁ ଗଲେ ରାଜା ରଘୁବଂଶୀ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ
  • ବିହାର ନିର୍ବାଚନ ପୂର୍ବରୁ ନୀତିଶଙ୍କ ବଡ଼ ଘୋଷଣା, ବଢ଼ିଲା ଏମାନଙ୍କ ଭତ୍ତା

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.