Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୋଲିସ ସୁରକ୍ଷା ମାଗିଲେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ

Sanchar Live by Sanchar Live
January 9, 2025
in ଓଡିଶା
0
ପୋଲିସ ସୁରକ୍ଷା ମାଗିଲେ ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଲ ଦାସ
0
SHARES
18
VIEWS
FacebookTwitter

ସମ୍ବଲପୁର : ଉତ୍ତରାଞ୍ଚଳ ଆଇଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସ୍ବର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ । ଆଜି ସକାଳେ ଭାଲୁପାଲି ଠାରେ ଥିବା ବିଶାଳଙ୍କ ଏକ ହୋଟେଲକୁ ହଟାତ ଝାରସୁଗୁଡା ପୋଲିସ ପହଂଚିଥିଲେ । କାହାରିକୁ ଭିତରକୁ ଛାଡ଼ିନଥିଲେ । ଏହି ଘଟଣାକୁ ନେଇ  ବିଶାଳଙ୍କୁ ମଧ୍ୟ ଜଣାଇନଥିଲେ ବୋଲି ଅଭିଯୋଗ କରିଛନ୍ତି ବିଶାଳ ଦାସ ।ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପୋଲିସ ତା ଭିତରେ ରହିଥିଲା ।

ସେପଟେ ଏହି ଘଟଣାକୁ ନେଇ ଆଜି ରେଙ୍ଗାଲି ବିଧାୟକ ସମେତ, ଵିଶାଲ ଦାସ, ଝାରସୁଗୁଡା ଜ଼ିଲ୍ଲା ବିଜେଡି ସଭାପତି, ଓ ବିଜେଡି ନେତା ସଞ୍ଜିତ ମହାନ୍ତି ଆଇଜିଙ୍କ କାର୍ଯ୍ୟାଳୟକୁ ପହଞ୍ଚି ଆଇଜିଙ୍କୁ କାହିଁକି ହୋଟେଲରେ ପୋଲିସ ପଶିଲେ ବୋଲି ପ୍ରଶ୍ନ କରିଥିଲେ । ତେବେ ଏହି ଘଟଣା ପରେ ଵିଶାଲ ଦାସ କହିଛନ୍ତି ପୋଲିସକୁ ଦେଖିଲେ ଡର ଲାଗୁଛି  l ପୋଲିସ ସହ କିଛି ସାଦା ପୋଷାକ ଓ ହାଫ ପେଣ୍ଟରେ ମଧ୍ୟ କିଛି ଲୋକ ପ୍ରବେଶ କରିଥିଲେ ।

ଯାହାକୁ ନେଇ ଡର ଲାଗୁଛି କହିଥିଲେ ବିଶାଳ । ମତେ ଓ ମୋ ପରିବାରକୁ ପୋଲିସ ସୁରକ୍ଷା ଦିଆଯାଉ ବୋଲି କହିଛନ୍ତି ବିଶାଳ । ସେପଟେ ଆଇଜି କହିଛନ୍ତି ଝାରସୁଗୁଡାରେ ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି ତାରି ସର୍ଚ୍ଚ ପାଇଁ ପୋଲିସ ସେଠାକୁ ଯାଇଥିଲା ।

Tags: police securityVishal das
ShareTweetShareSend
Sanchar Live

Sanchar Live

Next Post
୩୧ତାରିଖ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ରାସନ କାର୍ଡ

୩୧ତାରିଖ ସୁଦ୍ଧା ଇ-କେୱାଇସି ନକଲେ କଟିଯିବ ରାସନ କାର୍ଡ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.