Thursday, November 5, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home ଓଡିଶା

ପ୍ରବାସୀ ଭାରତୀୟ ଦିବସ ପାଇଁ ପୁରୀରେ ବ୍ଯାପକ ବ୍ଯବସ୍ଥା

Sanchar Live by Sanchar Live
January 5, 2025
in ଓଡିଶା
0
0
SHARES
8
VIEWS
Facebook
Twitter

Related posts

ଭୂସ୍ଖଳନରେ ଆଉ ଯିବନି ଜୀବନ: ହେବନି ଧନଜୀବନ ହାନି

ଭୂସ୍ଖଳନରେ ଆଉ ଯିବନି ଜୀବନ: ହେବନି ଧନଜୀବନ ହାନି

November 4, 2026
ଆସନ୍ତା ୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ନବୀନ

ଆସନ୍ତା ୭ ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ନବୀନ

November 4, 2026

ସଂଚାର ବ୍ୟୁରୋ: ପ୍ରବାସୀ ଭାରତୀୟ ଦିବସ ପାଇଁ ପୁରୀରେ ବ୍ଯାପକ ବ୍ଯବସ୍ଥା । ୮ ତାରିଖରୁ ୩ ଦିନ ଧରି ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ପାଳନ ହେବ । ତେବେ ପର୍ଯ୍ଯଟକଙ୍କ ପ୍ରମୁଖ ଆକର୍ଷଣ ରହିବ ପୁରୀ । ଶ୍ରୀମନ୍ଦିର ସମେତ କୋଣାର୍କ, ଚନ୍ଦ୍ରଭାଗା, ଚିଲିକା ତଥା ରଘୁରାଜପୁର ଯିବେ ପ୍ରବାସୀ । ସୁରକ୍ଷା ଦୃଷ୍ଟିରୁ ପୁରୀ ପୋଲିସ ପକ୍ଷରୁ ଏ ନେଇ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ୪ ଅତିରିକ୍ତ ଏସପିଙ୍କ ସମେତ ୧୫ ଜଣ ଡିଏସପି, ୪୮ଜଣ ଇନ୍ସପେକ୍ଟର, ୧୬୩ ସବ୍ ଇନସ୍ପେକ୍ଟର ଓ ଅତିରିକ୍ତ ସବ୍ ଇନ୍ସପେକ୍ଟର ମୁତୟନ ରହିବେ । ଏହାଛଡ଼ା ତତ ୨୩ ପ୍ଲାଟୁନ ଫୋର୍ସ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ । ପୁରୀ ଦିଗବାରେଣୀ ଛକ ଠାରୁ ଲାଇଟ୍ ହାଉସ ଛକ ପର୍ଯ୍ଯନ୍ତ ନୋ ଭେହିକିଲ୍ ଜୋନ୍ କରାଯିବ । ଯାତ୍ରୀକା ଓ ନୀଳାଚଳ ଆଶୋକ ଠାରେ ଗାଡି ପାର୍କିଂ ନେଇ ବ୍ୟବସ୍ଥା ଗ୍ରହଣ କରାଯିବ । ସେହିପରି ବେଳାଭୂମିରେ ହେବାକୁ ଥିବା ସାଂସ୍କୃତିକ ମହୋତ୍ସଭ ସହ ଫୁଡ ଫେଷ୍ଟିଭାଲ, କାଇଟ ସୋ ଓ ପଲ୍ଲୀଶ୍ରୀ ମେଳାରେ ବ୍ୟାପକ ଫୋର୍ସ ମୃତୟନ ହେବେ। ଏନେଇ ଆଜି ରିଜର୍ଭ ପୋଲିସ ପଡିଆ ଠାରେ ପୁରୀ ଏସପି ସମୀକ୍ଷା କରିଛନ୍ତି ।

Tags: prabashi bharatiya samilanipuri

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଶୀତ ଦିନେ ଏମିତି କରନ୍ତୁ: ପାଖ ମାଡ଼ିବନି ରୋଗ
  • ଭୂସ୍ଖଳନରେ ଆଉ ଯିବନି ଜୀବନ: ହେବନି ଧନଜୀବନ ହାନି
  • କନିକା କପୁରଙ୍କ ବୈବାହିକ ଜୀବନରେ ଝଡ଼

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.