Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ଓସ୍କାର ୨୦୨୫ ଲିଷ୍ଟରୁ ବିଦା ହେଲା ଲାପତା ଲେଡିଜ, ଦର୍ଶକଙ୍କୁ ଲାଗିଲା ଝଟକା

Sanchar Live by Sanchar Live
December 18, 2024
in ମନୋରଞ୍ଜନ
0
ଓସ୍କାର ୨୦୨୫ ଲିଷ୍ଟରୁ ବିଦା ହେଲା ଲାପତା ଲେଡିଜ, ଦର୍ଶକଙ୍କୁ ଲାଗିଲା ଝଟକା
0
SHARES
12
VIEWS
FacebookTwitter

ସଂଚାର ବ୍ୟୁରୋ: ୨୦୨୫ରେ କିରଣ ରାଓଙ୍କ ଫିଲ୍ମ ଲାପତା ଲେଡିଜକୁ ଲାଗିଲା ଝଟକା  ।  ଆମୀର ଖାନଙ୍କ ପ୍ରଡକ୍ସନ୍ସରେ ତିଆରି ହୋଇଥିବା ଏହି ଫିଲ୍ମ ୯୭ ତ୍ତମ ଏକାଡେମୀ ଆୱାର୍ଡରେ ବେଷ୍ଟ ଇଣ୍ଟରନାସନାଲ ଫିଚର ଫିଲ୍ମ କେଟୋଗିରିରେ ଭାରତରେ ଅଫିସିଆଲ ଭାବରେ ପ୍ରବେଶ କରିଥିଲା ।  କିନ୍ତୁ ଦୁଃଖ ଖବର ହେଉଛି ଲାପତା ଲେଡିସ ଓସ୍କାର ଆୱାଡରୁ ବାହାରି ଯାଇଛି । ଏହି ଖବର ପାଇଲା ପରେ ଫାନ୍ସ ମାନେ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ମଙ୍ଗଳବାରରେ ଦିନ ଏକାଡେମୀ ଅଫ ମୋସନ ଫିଚର୍ସ ଆର୍ଟସ ଏଣ୍ଡ ସାଇନ୍ସ ଆଗାମୀ ରାଉଣ୍ଡ ପାଇଁ ୧୫ଟି ଫିଲ୍ମ କୁ ଚୟନ କରାଯାଇଛି । ଏଥିରେ କିରଣ ରାଓଙ୍କ ନିର୍ଦେଶନାରେ ତିଆରି ହୋଇଥିବା ଲାପତା ଲେଡିଜ ଲିଷ୍ଟରେ ନଥିଲା । ଯାହା ଫଳରେ ଫ୍ୟାନ୍ସ ଙ୍କୁ ଲାଗିଥିଲା ଝଟକା । ଆମୀରଙ୍କ ଫିଲ୍ମ କୁ ବାହାର କରାଯାଇ ଥିଲା ।

କିନ୍ତୁ ୟୁକେ ପକ୍ଷରୁ ଓସ୍କାର ୨୦୨୫ ରେ ପଠାଯାଇଥିବା ଦିନ୍ଦୀ ଭାଷାର ଫିଲ୍ମ ସନ୍ତୋଷ ଆଗାମୀ ରାଉଣ୍ଡ ପାଇଁ ସଟ ଲିଷ୍ଟରେ ସ୍ଥାନ ପାଇଛି । ଏହି ଫିଲିମକୁ ବ୍ରିଟିଶ ଇଣ୍ଡିଆନ ଫିଲ୍ନ ମେକର ସନ୍ଧା ସୁରୀ । ଓସ୍କାର ୨୦୨୫ର ବିଜେତା ମାର୍ଚ୍ଚ ୨ରେ ଘୋଷଣା କରାଯିବ ।

‘ଲାପତା ଲେଡିଜ୍’ ଫିଲ୍ମ ପରଦାକୁ ଚଳିତ ବର୍ଷ ମାର୍ଚ୍ଚ ୧ ତାରିଖରେ ଆସିଥିଲା । ଆମୀର ଖାନ ପ୍ରଡକ୍ସନ୍ସରେ ନିର୍ମିତ ଏହି ଫିଲ୍ମରେ ପ୍ରତୀଭା ରାଣ୍ଟା, ସ୍ପର୍ଶ ଶ୍ରୀବାସ୍ତବ ଏବଂ ନୀତାଂଶି ଗୋୟଲ ମୁଖ୍ୟ କଳାକାର ରୂପେ ଅଭିନୟ କରିଛନ୍ତି ।  ଏହି ଫିଲ୍ମର ଅଭିନେତା ରବି କିଶନ ଏବଂ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ।

ଆସାମର ନିର୍ଦ୍ଦେଶକ ଜାହାନୁ ବାରୁଆଙ୍କ ନେତୃତ୍ୱରେ ୧୩ ଜଣିଆ ଚୟନ କମିଟି ସର୍ବସମ୍ମତି କ୍ରମେ ଆମୀର ଖାନ ଏବଂ କିରଣ ରାଓଙ୍କ ଦ୍ୱାରା ନିର୍ମିତ ‘ଲାପତା ଲେଡିଜ୍’କୁ ଏକାଡେମୀ ପୁରସ୍କାରରେ ଶ୍ରେଷ୍ଠ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ ନିଷ୍ପତ୍ତି ନେଇଥିଲେ ।

Tags: lapata lediesoskar award
ShareTweetShareSend
Sanchar Live

Sanchar Live

Next Post
ନୂଆ ସରକାର ଉପରେ ବର୍ଷିଲେ ବରିଷ୍ଠ ନେତା ଛଗନ ଭୁଜବଳ

ନୂଆ ସରକାର ଉପରେ ବର୍ଷିଲେ ବରିଷ୍ଠ ନେତା ଛଗନ ଭୁଜବଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.