Wednesday, March 4, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

୪ ବାର ଗାର୍ଲଙ୍କୁ ଉଦ୍ଧାର କଲା ପୋଲିସ

Sanchar Live by Sanchar Live
August 6, 2024
in ଅପରାଧ
0
୪ ବାର ଗାର୍ଲଙ୍କୁ ଉଦ୍ଧାର କଲା ପୋଲିସ
0
SHARES
9
VIEWS
FacebookTwitter

ସଂଚାର ବ୍ୟୁରୋ: ମାଲିକ ଦେଉଥିଲା ନିର୍ଯାତନା । ଖାଇବାକୁ ଦେଉ ନଥିଲେ, କହିଲେ ଓଲଟା ମାଡ଼ ମାରୁଥିଲା । ଏପରିକି ଦରମା ମଧ୍ୟ ଦେଉ ନଥିଲେ । ଦରମା ମାଗି ମାଗି ଥକି ଯାଇଥିଲେ ବାର୍ ଗାର୍ଲ । ଟଙ୍କା ପାଇଁ ଜିଦ୍ ଧରିବାରୁ ବାର୍ ମାଲିକ ସେମାନଙ୍କୁ ତାଲା ପକାଇ ଦେଇଥିଲା । ଏମିତି ଘଟଣା ଦେଖିବାକୁ ମିଳିଛି ଧଉଳି ଥାନା ଲିଙ୍ଗିପୁର ଅଞ୍ଚଳରେ । ଖବର ପାଇ ପୁଲିସ୍ ୪ ଜଣ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି ।

ଏହି ଘଟଣା ପରେ ବାର୍ ମାଲିକ ଫେରାର ହୋଇଯାଇଛି । ପୁଲିସ୍ ବାର୍ ମ୍ୟାନେଜରଙ୍କୁ ଡାକି ଘଟଣା ବିଷୟରେ ଜଣାଇବା ସହ ତୁରନ୍ତ ସେମାନଙ୍କ ଦରମା ଦେବାକୁ କହିଛି । ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ । ଉଦ୍ଧାର ହୋଇଥିବା ୪ ଜଣ ବାର୍ ଗାର୍ଲକୁ ପୁଲିସ୍ ସୁଧାର ଗୃହରେ ଛାଡ଼ିଛି । ଯଦି ବାର୍ ମ୍ୟାନେଜର ଦରମା ନ ଦିଅନ୍ତି ତା’ ହେଲେ ସେମାନଙ୍କୁ ବିରୋଧରେ ବାର୍ ଗାର୍ଲ ଏତଲା ଦେବେ ବୋଲି କହିଛନ୍ତି ।

Tags: bar girlcrimeodisha
ShareTweetShareSend
Sanchar Live

Sanchar Live

Next Post
ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଚାଲିଛିପଦାଧିକାରୀ ବୈଠକ

ବିଜେପି ରାଜ୍ୟ ସଭାପତିଙ୍କ ଅଧ୍ୟକ୍ଷତାରେ ଚାଲିଛିପଦାଧିକାରୀ ବୈଠକ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ବନ୍ଦ ହେଲା ୮୦% ଜାହାଜ ଚଳାଚଳ: ଆକାଶଛୁଆଁ ହୋଇପାରେ ପେଟ୍ରୋଲ ଓ ଡିଜେଲ ଦର
  • ଆଜି ଆକାଶରେ ଦେଖାଯିବ ନାଲି ରଙ୍ଗର ଜହ୍ନ
  • ନଜର ପକାନ୍ତୁ ଆଜିର ରାଶିଫଳ ଉପରେ
  • ରାତି ଅଧରେ ୟୁଟ୍ୟୁବରଙ୍କୁ ହତ୍ୟା
  • କିଏ ଯିବ ସେମିଫାଇନାଲ ?ଆଜି ଭାରତ-ୱେଷ୍ଟଇଣ୍ଡିଜ୍ ମୁକାବିଲା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.