Saturday, September 12, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ଜେଲରୁ ମୁକୁଳିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲେଦା ଜିୟା

Sanchar Live by Sanchar Live
August 6, 2024
in ବିଦେଶ
0
ଜେଲରୁ ମୁକୁଳିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲେଦା ଜିୟା
0
SHARES
33
VIEWS
FacebookTwitter

ସଂଚାର ବ୍ୟୁରୋ:ଜେଲରୁ ମୁକୁଳିବେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖଲେଦା ଜିୟା । ରାଷ୍ଟ୍ରପତି ଶହାବୁଦ୍ଦିନ୍‌ ଦେଲେ ନିର୍ଦ୍ଦେଶ। ବ୍ୟାପକ ହିଂସାକାଣ୍ଡ ଯୋଗୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦେଶରୁ ପଳାୟନ କରିବା ପରେ ସ୍ଥିତି ଧୀରେ ଧୀରେ ଶାନ୍ତ ପଡୁଛି । ଆନ୍ଦୋନଳକାରୀମାନେ ସେମାନଙ୍କ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପ୍ରମୁଖ ବିରୋଧୀ ଦଳ ବିଏନ୍ପିର ଅଧ୍ୟକ୍ଷା ଖଲେଦା ଜିୟାଙ୍କୁ ଜେଲରୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଦିନ ନିର୍ଦ୍ଦେଶ ଦେଇଛନ୍ତି ।

ଦୁର୍ନୀତି ମାମଲାରେ ୭୮ ବର୍ଷୀୟା ଖଲେଦାଙ୍କୁ ଗିରଫ ପରେ ଜେଲ ପଠାଇ ଦିଆଯାଇଥିଲା । ଖଲେଦା ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଥିଲେ । ସେ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍ପି)ର ମୁଖ୍ୟ । ତାଙ୍କୁ ଭାରତ ବିରୋଧୀ ନେତା ବିବେଚନା କରାଯାଏ । ଏମିତି କି ଜେଲରୁ ମୁକୁଳିବା ପରେ ତାଙ୍କୁ ପୁନଃ ପ୍ରଧାନମନ୍ତ୍ରୀ ପଦରେ ନିଯୁକ୍ତି ମିଳିବା ନେଇ ଆଶା କରାଯାଉଛି ।

ସୋମବାର ରାଷ୍ଟ୍ରପତି ଶହାବୁଦ୍ଦିନ୍ ସେନା ମୁଖ୍ୟ ୱକାର-ଉଜ୍-ଜମାନ ଓ ଅନ୍ୟ ବିରୋଧୀ ଦଳ ନେତାଙ୍କ ସହ ବୈଠକ କରିଥିଲେ । ଖଲେଦା ଜିୟାଙ୍କୁ ଜେଲରୁ ମୁକ୍ତ କରିବା ନେଇ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ବେଗମ୍ ଖଲିଦା ଜିୟା ୧୯୯୧ ମାର୍ଚ୍ଚରୁ ୧୯୯୬ ମାର୍ଚ୍ଚ ଏବଂ ପୁନର୍ବାର ୨୦୦୧ ଜୁନ୍ରୁ ୨୦୦୬ ଅକ୍ଟୋବର ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ । ଗିରଫ ପରେ ଦୀର୍ଘଦିନ ଧରି ଜେଲରେ ରହିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପାଇଁ ତାଙ୍କୁ ବିଦେଶ ନେଇଯିବାକୁ ପରିବାର ଲୋକ ଚାହୁଁଥିଲେ । କିନ୍ତୁ ଅନୁମତି ମିଳି ନ ଥିଲା । ତେବେ ଜେଲରୁ ବାହାରିବା ପରେ ଢାକାସ୍ଥିତ ବାସଭବନରେ ତାଙ୍କର ଚିକିତ୍ସା କରାଯିବ । ସେ ଦେଶ ବାହାରକୁ ଯାଇପାରିବେ ନାହିଁ ।

ସେହିଭଳି ଦେଶରେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ମଙ୍ଗଳବାର ଠାରୁ ସ୍କୁଲ ଓ କଲେଜ ଖୋଲିବା ଲାଗି ନିଷ୍ପତ୍ତି ହୋଇଛି । ପୂର୍ବରୁ ସୋମବାରରୁ ବୁଧବାର ସ୍କୁଲ ଓ କଲେଜ ବନ୍ଦ ପାଇଁ ଘୋଷଣା ହୋଇଥିଲା।

Tags: bangladeshkhaleda jiya
ShareTweetShareSend
Sanchar Live

Sanchar Live

Next Post
ବଲାଙ୍ଗୀରରେ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ବଲାଙ୍ଗୀରରେ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କାହିଁକି ଭାଇରାଲ ୮୦ ଦଶକର ଫଟୋ? ଆପଣ ଵି ଏମିତି କରନ୍ତୁ…
  • କେନାଲରେ ଭାସିଯାଇ ଭାଇ-ଭଉଣୀ ମୃତ
  • BRICS ସମ୍ମିଳନୀ ପାଇଁ ଦିଲ୍ଲୀରେ ପହଞ୍ଚିଲେ ସି ଜିନପିଙ୍ଗ
  • ଆଜିଠୁ ୪ ଦିନ ବ୍ୟାଙ୍କ ଛୁଟି
  • ଓଡ଼ିଆ ସାମ୍ବାଦିକତାରୁ କମୁଛି Gen-Z ଙ୍କ ଆଗ୍ରହ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • September 2026
  • August 2026
  • July 2026
  • June 2026
  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.