Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

ୱାନ ନେସନ, ୱାନ ଇଲେକ୍ସନ ବିଲ୍ କୁ କ୍ୟାବିନେଟ ମଞ୍ଜୁରୀ

Sanchar Live by Sanchar Live
December 12, 2024
in ଭାରତ
0
ୱାନ ନେସନ, ୱାନ ଇଲେକ୍ସନ ବିଲ୍ କୁ କ୍ୟାବିନେଟ ମଞ୍ଜୁରୀ

Oplus_131072

0
SHARES
25
VIEWS
FacebookTwitter

ୱାନ ନେସନ, ୱାନ ଇଲେକ୍ସନ ବିଲ୍ କୁ ମିଳିଛି ଅନୁମୋଦନ । ଖୁବଶୀଘ୍ର ସଂସଦର ଶୀତକାଳୀନ ଅଧିବେଶନରେ ହୋଇପାରେ ଆଗତ । ଆସନ୍ତା  ସପ୍ତାହରେ ସଂସଦରେ ଉପସ୍ଥାପନା କରିପାରନ୍ତି ସରକାର । ଏହି ବିଲ୍ କୁ ନେଇ ସମସ୍ତ ରାଜନୈତିକ ଦଳର ମତାମତ ନିଆଯିବ । ଏହାପରେ ସଂସଦରେ ପାସ୍ କରାଯିବ । ଏହାପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତା କମିଟି ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା କ୍ୟାବିନେଟ ।

ସୂଚନା ମୁତାବକ, ୱାନ ନେସନ, ୱାନ ଇଲେକ୍ସନ ବିଲ୍‌ କୁ ଆସନ୍ତା ସପ୍ତାହ ଏହି ଶୀତ ଅଧିବେଶନରେ ଆଗତ କରାଯିବାର ସମ୍ଭାବନା ରହିଛି । ସର୍ବ ପ୍ରଥମେ ଜେପିସି କମିଟିର ଗଠନ କରାଯିବ  ଏବଂ ଏଥିରେ ସମସ୍ତ ଦଳର ମତ ଲୋଡାଯିବ । ଶେଷରେ  ଏହି ବିଧେୟକଟି  ସଂସଦରେ ଉପସ୍ଥାପନା କରାଯିବ ଆଉ ଏହାକୁ ପାସ୍‌ କରାଯିବ ।

ଏହାପୂର୍ବରୁ ବୁଧବାର (୧୧ ଡିସେମ୍ବର ୨୦୨୪) କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ‘ୱାନ ନେସନ, ୱାନ ଇଲେକ୍ସନ’ ପାଇଁ ବଡ଼ ଦାବି କରିଥିଲେ ଏବଂ ବାରମ୍ବାର ନିର୍ବାଚନ ଯୋଗୁ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ ।

ସୂଚନାଯୋଗ୍ୟ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ହୋଇଥିବା କମିଟି ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ମାର୍ଚ୍ଚ ମାସରେ କ୍ୟାବିନେଟ ସାମ୍ନାରେ ରିପୋର୍ଟ ଉପସ୍ଥାପନ ହୋଇଥିଲା ।

Tags: Centeral billone nation one election
ShareTweetShareSend
Sanchar Live

Sanchar Live

Next Post
ସଂସଦ ଅଧିବେଶନକୁ ପୁଣି ବିରୋଧୀଙ୍କ ବୟକଟ

ସଂସଦ ଅଧିବେଶନକୁ ପୁଣି ବିରୋଧୀଙ୍କ ବୟକଟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.