Monday, March 23, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ

Sanchar Live by Sanchar Live
December 8, 2024
in ଜୀବନ ଶୈଳୀ
0
ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ
0
SHARES
22
VIEWS
FacebookTwitter

ମେଷ : ଆପଣଙ୍କ ଦିନଟି ଭଲ ରହିବ । କୈଣସି କାମରେ ଲାଭ ମିଳିବ । ଛାତ୍ରଛାତ୍ରୀଙ୍କ ଧ୍ୟାନ ପଢ଼ାପଢ଼ିରେ ଦେବା ଜରୁରୀ । ଆଜି ଶୁଭ ଖବର ପାଇ ମନ ପ୍ରଫୁଲିତ ରହିବ  । ସ୍ୱାସ୍ଥ୍ୟ ଭଲ ରହିବ ।

ବୃଷ : ଆଜି ନିଜ ଉପରେ ଆତ୍ମ ବିଶ୍ବାସ ରଖିବେ । ଜୀବନସାଥୀଙ୍କୁ ମନର କଥା କହି ପାରନ୍ତି । ଆଜି କିଛି ଦାୟିତ୍ବ ପୂରା କରିବେ । ମନରେ ଅନେକ ସକାରାତ୍ମକ ଭାବନା ଆଣିବେ । ଭବିଷ୍ୟତ ବତଷୟରେ ଯାହା ଚିନ୍ତା କରୁଛନ୍ତି, ତାହା ପୂରା ହୋଇପାରେ । ନିଜ ଉପରେ ବିଶ୍ବାସ ରଖିଲେ ସବୁ ଠିକ୍ ହୋଇଯିବ ।

ମିଥୁନ : ଭାଗ୍ୟ ସାଥିରେ ରହିବେ । ପରିବାର ପାଇଁ ଚିନ୍ତିତ ରହିବେ । ଭାବି ଚିନ୍ତି କାମ କରନ୍ତୁ ନଚେତ୍ କିଛି ଅସୁବିଧାରେ ପଡିପାରନ୍ତି । ଘରେ କଳହ ସୃଷ୍ଟି ହୋଇପାରେ ।

କର୍କଟ : ଆପଣଙ୍କ ଦିନଟି ଆଜି ଭଲରେ କଟିବ । ପରିବାରରେ ସମସ୍ୟା ଥିଲେ ଦୂର ହେବ । କାମରେ ସଫଳତା ମିଳିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା ଜରୁରୀ । ଆଜି କିଛି ଗୁରୁତ୍ବ କାମ ପୂରା ହୋଇପାରେ ।

ସିଂହ :  ସ୍ୱାସ୍ଥ୍ୟ ଠିକ୍ ରହିବ । କାହାର ସହଯୋଗରେ ଆପଣ ସଫଳ ହୋଇପାରନ୍ତି । ବ୍ୟବସାୟ କରୁଥିବା ଲୋକମାନେ ଆର୍ଥିକ ଲାଭ ପାଇପାରନ୍ତି । ଘରେ ପିଲାମାନଙ୍କ ଉପରେ ଧ୍ୟାନ ଦେବା ବହୁତ ଜରୁରୀ । ନଚେତ୍ ସେମାନେ ଖରାପ ହୋଇପାରନ୍ତି । ମା’ଙ୍କ ସହ ବହୁତ ଖୁସି ରହିବେ ।

କନ୍ୟା : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣଙ୍କୁ ଏକ ପୁରସ୍କାର ମଧ୍ୟ ମିଳିପାରେ   । ଅଫିସ କାମରେ ଆଗକୁ ବଢ଼ିପାରିବେ । ଆଜି ସାଙ୍ଗମାନଙ୍କ ସହିତ ସମୟ କାଟିବେ ।

ତୁଳା : ହାର୍ଡୱେର ବ୍ୟବସାୟୀମାନଙ୍କ ପାଇଁ ଦିନଟି ଲାଭଦାୟକ ହେବ । ଆପଣ ଆପରଙ୍କ ଲଭମେଟଙ୍କ ସହ ଖୁସିରେ ସମୟ କାଟିବେ । ଆଜି ସାଙ୍ଗମାନଙ୍କ ସହିତ ବାହାରକୁ ଯାତ୍ରା କରିବେ ।

ବିଛା : ଆପର ଅଫିସରେ ସାଙ୍ଗମାନଙ୍କ ସହିତ ପାର୍ଟି କରିପାରିବେ । ବିବାହିତ ଜୀବନ ସୁଖୀ ହେବ । ଆଜି ଆପଣଙ୍କ ଚିନ୍ତାଧାରାରେ ଭୟଙ୍କରତା ଆସିବ । ଆଇନ କରୁଥିବା ଛତ୍ରମାନେ ନୂତନ ବିଷୟ ପ୍ରତି ବହୁତ ଆଗ୍ରହ ବଢ଼ିବ ।

ଧନୁ : ଆପଣ ନିଷ୍ପତ୍ତି ନେଇଥିବା କାର୍ଯ୍ୟରେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ । ଆପଣ ନୂତନ ଯୋଜନାଗୁଡିକର ସମ୍ପୂର୍ଣ୍ଣ ଲାଭ ପାଇବେ । ଆଜି ଏହି ରାଶିର ମହିଳାମାନଙ୍କ ପାଇଁ ଭଲ ରହିବ ।

ମକର : ଆଜି କିଛି ଚିନ୍ତାଓାରା ସହିତ ବ୍ୟବସାୟରେ ଅଗ୍ରଗତି କରିବା ଉପଯୁକ୍ତ ହେବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଫିଟ୍ ରହିବ । ଆପଣଙ୍କ ପଡୋଶୀ ଲୋକଙ୍କ ସହିତ ଆନ୍ତରିକତା ବଜାୟ ରଖନ୍ତୁ । ଆପଣ ଆଜି ସମସ୍ତ ଜିନିଷର ଧ୍ୟାନ ରଖନ୍ତୁ ।

କୁମ୍ଭ : ଆପଣ ଧାର୍ମିକ କାର୍ଯ୍ୟ କଳାପ ପ୍ରତି ଆଗ୍ରହୀ ହେବେ । ଆପଣ ପ୍ରତ୍ୟେକ ପରିସ୍ଥିତି ପାଇଁ ପ୍ରସ୍ତୁତ ହେବେ ଉଚିତ୍ । ଆପଣ ଶୀଘ୍ର ଆଗକୁ ଯିବାର ସୁଯୋଗ ପାଇବେ ।

ମୀନ : ଏହି ରାଶିର ଲୋକମାନେ ଆବଶ୍ୟକତାଠାରୁ ଅଧିକ କାହାକୁ ବିଶ୍ବାସ କରିବା ଉଚିତ୍ ନୁହେଁ । ପ୍ରତିଯୋଗିତାମୂଳକ ପରୀକ୍ଷାରେ ଆପଣ ଭଲ ଫଳାଫଳ ପାଇବେ । କଠିନ କାର୍ଯ୍ୟରେ ମଧ୍ୟ ଆପଣ ହାର ମାନିବ ନାହିଁ, ଆପଣ ପ୍ରଗତିର ନିକଟତର ଅଛନ୍ତି । ଆଜିର ଦିନଟକୁ ଜଗିରଖି ଚଳନ୍ତୁ  ।

Tags: horoscooerashifala
ShareTweetShareSend
Sanchar Live

Sanchar Live

Next Post
ଦୁଇଦିନ ହେଲା ଅଖିଆ ଅପିଆ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ

ଦୁଇଦିନ ହେଲା ଅଖିଆ ଅପିଆ ରହିଛନ୍ତି ମହାପ୍ରଭୁ ଲିଙ୍ଗରାଜ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ମେ ୨୯ ତାରିଖରେ OTET- ୨୦୨୬ ପରୀକ୍ଷା
  • ରାଜ୍ୟରେ କମୁଛି ମାଓବାଦୀଙ୍କ ସଂଖ୍ୟା
  • ବିରୋଧୀଙ୍କ ହଙ୍ଗାମା, ୪ଟା ଯାଏ ଗୃହ ମୁଲତବୀ
  • ଆଜି ପୁଣି କମିଲା ସୁନା ଦର, ଶୀଘ୍ର କିଣିନିଅ
  • ଜାଣନ୍ତୁ କେତେ ରୋଜଗାର କଲାଣି ଧୁରନ୍ଧର -୨

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.