Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଦୈନିକ ରାଶିଫଳ: ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ

Sanchar Live by Sanchar Live
December 1, 2024
in ଜୀବନ ଶୈଳୀ
0
ଦୈନିକ ରାଶିଫଳ: ଏହି ରାଶିର ଲୋକେ କର୍ମକ୍ଷେତ୍ରରେ କଠିନ ପରିଶ୍ରମର ପୂର୍ଣ୍ଣ ଫଳ ପାଇବେ
0
SHARES
3
VIEWS
FacebookTwitter

ମେଷ : ପରିବାର ସହିତ ସମୟ ବିତାଇବେ । ପିଲାମାନଙ୍କ ପାଇଁ ଦିନଟି ଭଲରେ କଟିବ । ନିଜ ଉପରେ ନିୟନ୍ତ୍ରଣ ରଖିବା ଯୋଗୁ ଅନେକ ସମସ୍ୟାର ସମାଧାନ ହୋଇପାରେ । ବ୍ୟବସାୟ କ୍ଷେତ୍ରରେ ଏକ ଅଘଟଣ ଘଟିପାରେ । ନିଜ କଥା ଉପରେ ନିୟନ୍ତ୍ରଣ ରଖିବା ଜରୁରୀ ନଚେତ୍ କାହା ସହ ଝଗଡା ହୋଇପାରେ ।

ବୃଷ : ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ଆପଣ ଆଜି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । କିଛି କାମ ପାଇଁ ଆଜି ଆରାମ ମିଳିବ । ସ୍ୱାସ୍ଥ୍ୟ ଠିକ୍ ରହିବ ।

ମିଥୁନ : କୌଣସି କାର୍ଯ୍ୟ ଯୋଗୁ ଲାଭବାନ ହୋଇପାରନ୍ତି । ପାରିବାରିକ ପରିବେଶ ଠିକ୍ ରହିବ । ଘରକୁ ଅତିଥି ଆସିପାରନ୍ତି । ପରିବାରରେ ଖୁସିର ଉତ୍ସ ହେବ । ସାଙ୍ଗମାନଙ୍କ ସହ ବାହାରକୁ ଯାତ୍ରା କରିବେ ।

କର୍କଟ : ପିଲାଙ୍କ ଶିକ୍ଷାକୁ ନେଇ ଆପଣ ଚିନ୍ତିତ ରହିପାରନ୍ତି । ଛାତ୍ରମାନଙ୍କ ମନ ପାଠପଢ଼ାରେ ଲାଗିନପାରେ । ଆର୍ଥିକ ଯୋଜନାରେ ପରିବର୍ତ୍ତନ କରାଯାଇପାରେ । ଯାହା ଭବିଷ୍ୟତରେ ଲାଭଦାୟକ ପ୍ରମାଣିତ ହୋଇପାରିବ । କୌଣସି କାମ ପାଇଁ ଚିନ୍ତିତ ରହିପାରନ୍ତି ।

ସିଂହ : ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିପାରେ । ସାଙ୍ଗଙ୍କ ସହ ଭେଟ ହୋଇପାରେ । ଆର୍ଥିକ ଲାଭ ମିଳିପାରେ । ମା’ଓ ବାପାଙ୍କ ସହ ବାହାରକୁ ବୁଲିବା ପାଇଁ ଯାଇପାରନ୍ତି । ଜୀବନ ସାଥି କୌଣସି କାର୍ଯ୍ୟରେ ସହଯୋଗ କରିପାରନ୍ତି ।

କନ୍ୟା : ଲଭମେଟଙ୍କ ପାଇଁ ଦିନଟି ଶୁଭ ରହିଛି । ପାରିବାରିକ ଜୀବନରେ ଖୁସି ମିଳିପାରେ । ମନ ଖୁସି ରହିପାରେ । କିଛି କରୁଥିବା କାର୍ଯ୍ୟ ଯୋଗୁ ଳାଭବାନ ହୋଇପାରନ୍ତି ।

ତୁଳା : ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି । ଆପଣ ନିଜ ସାଥୀଙ୍କ ସହିତ ଆପଣଙ୍କ ଘରର ସାଜସଜ୍ଜାରେ କିଛି ନୂଆ ଆଣିବାକୁ ଚିନ୍ତା କରିପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ରହିବ ଏବଂ ଯଦି ଆପଣ ପିଲାମାନଙ୍କ ପାଇଁ କିଛି ଇଚ୍ଛା କରୁଥିଲେ, ତେବେ ଏହି ଇଚ୍ଛା ମଧ୍ୟ ପୂରଣ ହୋଇପାରେ ।

ବିଛା : ଏହି ରାଶିର ଲୋକମାନେ ଆଜି ଆଳସ୍ୟ ଦ୍ୱାରା ଘେରି ରହି ପାରନ୍ତି । ଥଣ୍ଡା ହେତୁ ସ୍ୱାସ୍ଥ୍ୟ ଖରାପ ରହିପାରେ । ଆଜିର ଦିନଟିକୁ ଜଗିରଖି ଚଳିଲେ ଆପଣଙ୍କ ପାଇଁ ମଙ୍ଗଳମୟ ହେବ ।

ଧନୁ : ଆପଣଙ୍କ ବକ୍ତବ୍ୟ ମଧୁର ହେବା ଆବଶ୍ୟକ । ବାପାଙ୍କ ପରାମର୍ଶ ଉପଯୋଗୀ ହେବ । ଚାକିରି କରୁଥିବା ଲୋକମାନେ ପଦୋନ୍ନତି ପାଇ ଖୁସି ହେବେ ।

ମକର : ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ । ଭାବିଚିନ୍ତି କାମ କଲେ ଆପଣଙ୍କୁ ଲାଭ ମିଳିବ । ଆଜି ଘରକୁ ଅତିଥି ଆସିପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢ଼ାକୁ ନେଇ ଚିନ୍ତାରେ ରହିପାରନ୍ତି ।

କୁମ୍ଭ : ଦିନଟି ଭଲରେ କଟିବ । ବଡଲୋକଙ୍କ ଠାରୁ ସହଯୋଗ ମିଳିବ । କୌଣସି କାର୍ଯ୍ୟରେ ସଫଳତା ମିଳିବ । ଅଚାନକ ଆଶ୍ଚର୍ଯ୍ୟ ଖବର ମିଳିବ, ଯାହାକୁ ନେଇ ଆପଣ ବହୁତ ଖୁସି ହୋଇଯିବେ ।

ମୀନ : ଆଜି ଆପଣଙ୍କ ଆବଶ୍ୟକତା ପୂର୍ଣ୍ଣ ହେବ । କିଛି କାମ ପୂରା କରିବାକୁ ଚେଷ୍ଟା କରିବେ । ମନରେ ଅସନ୍ତୋଷ ଭାବ ରହିବ । ଯାତ୍ରା ଖର୍ଚ୍ଚ ବଢ଼ିପାରେ । ପାରିବାରିକ ଜୀବନ ସୁଖମୟ ରହିବ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଲ୍ୟାଣ୍ଡଫଲ କଲା ବାତ୍ୟା ଫେଙ୍ଗଲ

ଲ୍ୟାଣ୍ଡଫଲ କଲା ବାତ୍ୟା ଫେଙ୍ଗଲ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.