Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ବିବାହର ୧୫ଦିନରେ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

Sanchar Live by Sanchar Live
March 27, 2025
in ଅପରାଧ
0
ବିବାହର ୧୫ଦିନରେ ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ପ୍ରେମିକ ସହ ମିଶି ମହିଳା ଜଣକ ବିବାହର ୧୫ଦିନରେ ସ୍ୱାମୀକୁ ହତ୍ୟା କରିଛି । ବିବାହର ଚତୁର୍ଥୀରେ ଷଡ଼ଯନ୍ତ୍ର କରିଥିଲେ ଏବଂ ସ୍ୱାମୀକୁ ରାସ୍ତରୁ ହଟାଇବା ପାଇଁ ସୁପାରୀ କିଲରକୁ ସୁପାରୀ ଦେଇଥିଲେ । ହତ୍ୟା ପାଇଁ ଦୁଇ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଥିଲା । ୧ ଲକ୍ଷ ଟଙ୍କା ଆଉଭାନ୍ସ ମିଳିବା ପରେ ଯୁବକଙ୍କୁ ହତ୍ୟା କରିଥିଲେ ସୁପାରୀ କିଲର । ପୋଲିସକୁ ଯୁବକଙ୍କର ମୃତଦେହ ୧୯ ମାର୍ଚ୍ଚରେ ମିଳିଥିଲା । ଏହାପରେ ଅନେକ ତଦନ୍ତ ପରେ ଅସଲ କଥା ସାମ୍ନାକୁ ଆସିଥିଲା । ଏହାପରେ ସୋମବାର ଦିନ ପୋଲିସ ତାଙ୍କ ସ୍ତ୍ରୀ ଏବଂ ତା’ର ପୂରୁଣା ପ୍ରେମିକକୁ ଗିରଫ କରିଛି । ୧୯ ମାର୍ଚ୍ଚରେ ସହାର ଥାନା ଅନ୍ତର୍ଗତ ପଲିୟା ଗାଁରେ ଏକ ଯୁବକଙ୍କୁ ଲହୁଲୁହାଣ ଅବସ୍ଥାରେ ଗାଁ ଲୋକେ ଦେଖିଥିଲେ । ଏହାପରେ ସେମାନେ ପୋଲିସକୁ ଏହି ସୂଚନା ଦେଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଙ୍ଗେ ସଙ୍ଗେ ଗୁରୁତର ଯୁବକଙ୍କୁ ହସ୍ପିଟାଲ ପଠାଇଥିଲା । କିନ୍ତୁ ହସ୍ପିଟାଲରେ ଯୁବକଙ୍କର ମୃତ୍ୟୁ ଘଟିଥିଲା । ଏହି ଘଟଣା ଉପରେ ପୋଲିସ ପୁଙ୍ଖାନୁପୁଙ୍ଖ ଭାବେ ତଦନ୍ତ ଜାରି କରିଥିଲା । ପୋଲିସ ରାସ୍ତାର ସିସିଟିଭି ଚେକ୍ କରିଥିଲା । ଏଥିରେ ଦେଖିବାକୁ ମିଳିଥିଲା ଯେ, ଯୁବକ ଜଣଙ୍କୁ ଜଣେ ସନ୍ଦିଗ୍ଧ ବ୍ୟକ୍ତି ବାଇକରେ ବସାଇକି ନେଉଛନ୍ତି । ଏହାପରେ ସେହି ସନ୍ଦିଗ୍ଧ ବ୍ୟକ୍ତି ଏବଂ ମୃତ ଯୁବକଙ୍କର ସ୍ତ୍ରୀଙ୍କୁ ଜେରା ପାଇଁ ଥାନାକୁ ଡକାଯାଇଥିଲା । ଏହାପରେ ଏମାନେ ପୋଲିସ ସାମ୍ନାରେ ସବୁ ସତ କଥା ମାନିଥିଲେ । ଯୁବତୀ ଜଣକଙ୍କ ନାମ ହେଉଛି ପ୍ରଗତି ଏବଂ ତାଙ୍କ ପ୍ରେମିକ ଅନୁରାଗ ଯାଦବ । ଏମାନେ ୪ ବର୍ଷ ହେବ ଦୁହେଁ ଦୁହିଁଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଏମାନଙ୍କର ପ୍ରେମ ସଂପର୍କ ତାଙ୍କ ପରିବାର ସ୍ୱୀକାର କରିନଥିଲା । ଏହାପରେ ପରିବାର ଲୋକେ ଝିଅଙ୍କୁ ବିବାହ କରିଥିଲେ । ହେଲେ ବିବାହ ପରେ ଏହି ଦୁହେଁ ସାଙ୍ଗ ହୋଇ ବିବାହର ୧୫ ଦିନରେ ଯୁବତୀଙ୍କ ସ୍ୱାମୀଙ୍କୁ ମାରିଦେଇଛନ୍ତି । ଏହି ଘଟଣାରେ ବର୍ତ୍ତମାନ ପୋଲିସ ୩ ଜଣଙ୍କୁ ଗିରଫ କରିଛି । ଅନ୍ୟ ୩ ଜଣ ଅପରାଧୀ ଫେରାର ଅଛନ୍ତି । ଯେଉଁମାନଙ୍କୁ ପୋଲିସ ବର୍ତ୍ତମାନ ଖୋଜୁଛି ।

Tags: crimedelhi
ShareTweetShareSend
Sanchar Live

Sanchar Live

Next Post
କାହିଁକି ହୁଏ କିଡନୀ କ୍ୟାନସର? ଜାଣନ୍ତୁ କାରଣ ଓ ଲକ୍ଷଣ

କାହିଁକି ହୁଏ କିଡନୀ କ୍ୟାନସର? ଜାଣନ୍ତୁ କାରଣ ଓ ଲକ୍ଷଣ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.