Thursday, February 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଭାରତ

‘ମୋ ପୁଅକୁ ଦିଅ ଋଷିଆ କ୍ୟାନସର ଟୀକା’ : ପୁଅର ଚିକିତ୍ସା ଲାଗି ଋଷ ସରକାରକୁ ନିବେଦନ କଲେ ବାପା

Sanchar Live by Sanchar Live
November 16, 2025
in ଭାରତ
0
‘ମୋ ପୁଅକୁ ଦିଅ ଋଷିଆ କ୍ୟାନସର ଟୀକା’ : ପୁଅର ଚିକିତ୍ସା ଲାଗି ଋଷ ସରକାରକୁ ନିବେଦନ କଲେ ବାପା
0
SHARES
99
VIEWS
FacebookTwitter

ସଂଚାର ବ୍ୟୁରୋ: ଭାରତ ସରକାରକୁ ବାପାର ଆକୁଳ ନିବେଦନ । ମୋ ପୁଅ ଦେହରେ କରାଯାଉ ରୁଷିଆ କ୍ୟାନସର ଟୀକାର ପରୀକ୍ଷଣ। ଉତ୍ତରପ୍ରଦେଶ ଲକ୍ଷ୍ନୌର ମନୁ ଶ୍ରୀବାସ୍ତବଙ୍କ କ୍ୟାନସର ପୀଡ଼ିତ ୨୧ ବର୍ଷର ପୁଅ ଅଂଶ ଦେହରେ ଏହି ଟୀକାର ପରୀକ୍ଷଣ କରିବାକୁ ସେ ଅନୁରୋଧ କରିଛନ୍ତି। କ୍ୟାନସରରେ ପୀଡିତ ଅଂଶ ଶ୍ରୀବାସ୍ତବଙ୍କ ଜୀବନ ରକ୍ଷା ପାଇଁ ଏହି ଟୀକା ଦେବାକୁ ବାପା ମନୁ ଶ୍ରୀବାସ୍ତବ ରୁଷ ସରକାରଙ୍କ ନିକଟରେ ଆବେଦନ କରିଥିଲେ। ରୁଷରେ ନିର୍ମିତ କର୍କଟ ଟିକା ଭାରତରେ ଉପଲବ୍ଧ ନାହିଁ। ତେଣୁ ସେ ତାଙ୍କ ପୁଅ ଉପରେ ଏହାର ଟିକା ପରୀକ୍ଷଣ କରିବାକୁ ରୁଷ ସରକାରଙ୍କୁ ଅନୁରୋଧ କରିଥିଲେ। ପୁଅ ଅଂଶ ଶ୍ରୀବାସ୍ତବଙ୍କ କର୍କଟ ସ୍ଥିତି ଚତୁର୍ଥ ଷ୍ଟେଜରେ ଥିବାରୁ ସେ ଏହି ଟିକା ଦେବାକୁ ଅନୁରୋଧ କରିଥିଲେ।

ଅଂଶ ଏବେ ଭାରତର ଚିକିତ୍ସା ଚାଲିଛି। ତେବେ ଡାକ୍ତର ସମ୍ପୂର୍ଣ୍ଣ ସୁସ୍ଥ ହେବା ନେଇ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି। ସୁସ୍ଥ ହେବା ନେଇ କୌଣସି ନିଶ୍ଚିତତା ନଥିବାରୁ ରୁଷର ଏହି ଟୀକା ଦେବାକୁ ସେ ଅନୁରୋଧ କରିଛନ୍ତି। ପ୍ରସ୍ତାବ ରୁଷ ସରକାର ସ୍ଵାସ୍ଥ୍ୟ ମନ୍ତ୍ରାଳୟରେ ବିଚାରାଧୀନ ରହିଛି। ଭାରତ ସରକାରଙ୍କୁ ମଧ୍ୟ ଏନେଇ ଚିଠି ଲେଖିଥିଲେ ମନୁ ଶ୍ରୀବାସ୍ତବ। ତେବେ ଏହି ଟୀକା କେବଳ ରୁଷରେ କାର୍ଯ୍ୟକାରୀ ହେଉଥିବା କହିଛନ୍ତି ଭାରତ ସରକାର। ତେଣୁ ଭାରତ କିମ୍ବା ଅନ୍ୟ କୌଣସି ଦେଶ ଏପର୍ଯ୍ୟନ୍ତ ପରୀକ୍ଷଣ ପାଇଁ ଅନୁମୋଦନ ପାଇନାହିଁ।

ମନୁ ଶ୍ରୀବାସ୍ତବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ରୁଷ, ଦକ୍ଷିଣ କୋରିଆର ବରିଷ୍ଠ ଅଧିକାରୀମାନଙ୍କୁ ଚିଠି ଲେଖି ଏହି ଟୀକାର ପରୀକ୍ଷଣରେ ସାମିଲ କରିବାକୁ ଅନୁରୋଧ କରିଥିଲେ। ଆବେଦନର ଜବାବରେ ଗତ ଅକ୍ଟୋବର ୨୭ରେ ରୁଷ ସରକାରଙ୍କ ଠାରୁ ଏକ ଚିଠି ମିଳିଥିଲା। ରୁଷିଆ କର୍କଟ ଟିକା ସଫଳତାର ସହ ପ୍ରିକ୍ଲିନିକାଲ୍ ପରୀକ୍ଷଣ ସମାପ୍ତ କରିଥିବା କହିଥିଲେ ରୁଷ କର୍ତ୍ତୃପକ୍ଷ।ଏହି ଟୀକା କର୍କଟ ରୋଗ ଚିକିତ୍ସାରେ ବହୁତ ପ୍ରଭାବଶାଳୀ ପ୍ରମାଣିତ ହେଉଛି। ଟୀକା ଦ୍ଵାରା ଟ୍ୟୁମର ଆକାରରେ ହ୍ରାସ ଏବଂ ଟ୍ୟୁମର ଅଗ୍ରଗତିକୁ ୬୦ ରୁ ୮୦% ପର୍ଯ୍ୟନ୍ତ କମାଯାଇଥିବା ଦେଖିବାକୁ ମିଳିଛି। ଏହି ଟିକା ଯୋଗୁଁ ରୋଗୀଙ୍କ ବଞ୍ଚିବାର ହାର ବୃଦ୍ଧି ପାଇଛି।

Tags: Russia vaccinespecial report
ShareTweetShareSend
Sanchar Live

Sanchar Live

Next Post
ଆସନ୍ତା ୧୯ ବା ୨୦ରେ ବିହାରରେ ଗଠନ ହୋଇପାରେ ନୂଆ ସରକାର

ଆସନ୍ତା ୧୯ ବା ୨୦ରେ ବିହାରରେ ଗଠନ ହୋଇପାରେ ନୂଆ ସରକାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
  • ପୁଣି କମିଲା ସୁନା ଏବଂ ରୂପା ଦର
  • ଗାଡ଼ିରେ ପେଟ୍ରୋଲ ପକାଇବା ପୂର୍ବରୁ ଜାଣନ୍ତୁ ଆଜିର ଦାମ
  • ଗଞ୍ଜେଇ ଚାଲାଣର ନୂଆ ତରିକା, କୋବି ଭିତରେ….
  • ହ୍ବାଟସଆପରେ ମିଳିବ ରାଜସ୍ବ ସେବା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.