Saturday, November 7, 2026
  • About
  • Advertise
  • Careers
  • Contact
sanchar.live
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ
  • Login
No Result
View All Result
sanchar.live
Home Uncategorized

ଏହି ସବୁ ଲକ୍ଷଣକୁ କରନ୍ତୁନି ଅଣଦେଖା; ହୋଇପାରେ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ

Sanchar Live by Sanchar Live
February 21, 2025
in Uncategorized
0
0
SHARES
18
VIEWS
Facebook
Twitter

UTI ବା ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ମହିଳାଙ୍କ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏହାର ଅନେକ କାରଣ ଥାଇପାରେ। ସଂକ୍ରମଣର ମୁଖ୍ୟ କାରଣ ହେଉଛି ଯୋନୀ pHର ବ୍ୟାଘାତ, ସ୍ୱଚ୍ଛତାର ଅଭାବ କିମ୍ବା ପର୍ଯ୍ୟାପ୍ତ ପରିମାଣର ଜଳୀୟ ଅଂଶ ଅଭାବ। ଗର୍ଭାବସ୍ଥାରେ ମଧ୍ୟ ଏହି ସମସ୍ୟା ଅଧିକ ଦେଖାଯାଏ।

ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନ ହେଲେ କେତେକ ସାଧାରଣ ଲକ୍ଷଣ ଦେଖାଯାଏ, କଣ ସେହି ସବୁ ଲକ୍ଷଣ, ଜାଣନ୍ତୁ…

Related posts

ଦୀପାବଳି ପାଇଁ କଟକଣା, ଏଥର….

ଦୀପାବଳି ପାଇଁ କଟକଣା, ଏଥର….

October 31, 2026
କଡା ସୁରକ୍ଷାରେ ଚାଲିଛି ମତଦାନ

କଡା ସୁରକ୍ଷାରେ ଚାଲିଛି ମତଦାନ

October 15, 2026

ବାରମ୍ବାର ପରିସ୍ରା ଲାଗିବା କିନ୍ତୁ ନହେବା
ଯଦି ବାରମ୍ବାର ପରିସ୍ରା ଲାଗୁଛି, ଏବଂ ଯିବା ପରେ ହେଉନାହିଁ, ତେବେ UT ସଂକ୍ରମଣର ଶିକାର ହୋଇପାରନ୍ତି। ବାସ୍ତବରେ, ଯେତେବେଳେ ସଂକ୍ରମଣ ହୁଏ, ଜୀବାଣୁ ବ୍ଲାଡର ଚାରିପାଖରେ ଜମା ହୋଇ ପରିସ୍ରା ବାହାରକୁ ଯିବାକୁ ଦିଅନ୍ତି ନାହିଁ। ଯଦି ଏପରି ଲକ୍ଷଣ ଦେଖାଯାଉଛି, ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

ଜ୍ୱଳନ ଏବଂ କୁଣ୍ଡେଇ ହେବା
UTରେ ଜ୍ୱଳନ ଏବଂ କୁଣ୍ଡେଇ ହେବାକୁ ଅଣଦେଖା କରନ୍ତୁ ନାହିଁ। ବାରମ୍ବାର ଯଦି ଏହିପରି ହେଉଥାଏ, ତେବେ ଏହା ଇନଫେକ୍ସନର ଲକ୍ଷଣ ହୋଇପାରେ।

ତଳ ପେଟରେ ଯନ୍ତ୍ରଣା 
ତଳ ପେଟରେ ଯନ୍ତ୍ରଣା ପ୍ରକୃତରେ UT ସଂକ୍ରମଣ ହେତୁ ହୋଇପାରେ। ଏହି ଲକ୍ଷଣ ସାଧାରଣତଃ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନରେ ହିଁ ଦେଖାଯାଏ। ତେଣୁ ଏପରି ଲକ୍ଷଣ ଥିଲେ, ତୁରନ୍ତ ଡାକ୍ତରଙ୍କୁ ଜଣାନ୍ତୁ।

ମୂତ୍ରରେ ଫେଣ ଏବଂ ଦୁର୍ଗନ୍ଧ 
ମୂତ୍ରରେ ଫେଣ ଏବଂ ଦୁର୍ଗନ୍ଧ ଉଭୟ ୟୁରିନାରୀ ଟ୍ରାକ୍ଟ ଇନଫେକ୍ସନର ଲକ୍ଷଣ ହୋଇପାରେ। ଇନଫେକ୍ସନ ହେଲେ ପରିସ୍ରାରୁ ଦୁର୍ଗନ୍ଧ ଆସେ ଏବଂ ଫେଣଯୁକ୍ତ ପରିସ୍ରା ହୋଇଥାଏ। ପ୍ରାରମ୍ଭରୁ ଏହି ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ, ନଚେତ୍ ସଂକ୍ରମଣ ବ୍ଲାଡରରେ ପହଞ୍ଚିପାରେ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।

Tags: specialurine infection

POPULAR NEWS

  • ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    ଜଣା ପଡିଲା ସତ, ଜାଣନ୍ତୁ କେମିତି ତେଲ କଡେଇରେ ପଡିଲେ ହାଡୁ

    0 shares
    Share 0 Tweet 0
  • ଯଦି ଏବେ ଓଡ଼ିଶାରେ ଭୋଟ ହୁଏ, ଜିତିବ କିଏ ?

    0 shares
    Share 0 Tweet 0
  • ବେଙ୍ଗାଲୁରୁରେ ଓଡ଼ିଆ ଯୁବକଙ୍କୁ ନିର୍ମମ ହତ୍ୟା

    0 shares
    Share 0 Tweet 0
  • ଟୁଇନି ସିଟିରେ ପଲଙ୍କ ସେବାରେ ବାଂଲାଦେଶୀ ଯୁବତୀ

    0 shares
    Share 0 Tweet 0
  • ଅନୁଗୁଳରେ ଯୁବତୀଙ୍କୁ ଅସଦାଚରଣ ଓ ଧମକ ଅଭିଯୋଗରେ ଯୁବନେତା ଗିରଫ

    0 shares
    Share 0 Tweet 0
sanchar.live

We bring you the best Premium WordPress Themes that perfect for news, magazine, personal blog, etc.

Follow us on social media:

Recent News

  • ଓଡ଼ିଶାରେ ପ୍ରଥମ! ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’, ମହିଳାଙ୍କ ପାଇଁ ସରକାରୀ ଅଫିସରେ ମିଳିବ ସାନିଟାରୀ ପ୍ୟାଡ୍
  • ଦ୍ୱିତୀୟ ଦିନିକିଆ ପୂର୍ବରୁ ବଡ଼ ପଡିଲେ ଏହି ଖେଳାଳି
  • ଏମିତି ଜ୍ୱାଇଁ କାହାକୁ ନମିଳୁ…

Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Newsletter

  • About
  • Advertise
  • Careers
  • Contact

© 2026 Sanchar - Technology Partner OneByte.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In
No Result
View All Result
  • Home
  • Epaper
  • ରାଜନୀତି
  • ଓଡିଶା
  • ଭାରତ
  • ବିଦେଶ
  • କ୍ରୀଡ଼ା
  • ମନୋରଞ୍ଜନ
  • ଜୀବନ ଶୈଳୀ

© 2026 Sanchar - Technology Partner OneByte.