Thursday, February 5, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ

Sanchar Live by Sanchar Live
October 16, 2025
in ଓଡିଶା
0
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ
0
SHARES
33
VIEWS
FacebookTwitter

ସଂଚାର ବ୍ୟୁରୋ: ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ୭୯ ତମ ଜନ୍ମଦିବସ। ଝଡ଼ର ଇଗଲ, ସାଢେ ଚାରିକୋଟି ଓଡ଼ିଆଙ୍କ ପ୍ରିୟ ନେତା ତଥା ଜନସେବାରେ ନିରନ୍ତର ନିଜକୁ ନିୟୋଜିତ ରଖୁଥିବା ନବୀନଙ୍କ ଜନ୍ମଦିବସ। ୧୯୪୬ ମସିହା ଆଜିର ଦିନରେ କଟକରେ ଜନ୍ମଗ୍ରହଣ କରିଥିଲେ ବିଜେଡି ସୁପ୍ରିମୋ। ନିଜର ଲୋକାଭିମୁଖୀ ଯୋଜନା, ସମାଜର ବହୁଳ ଭାଗ ଲୋକଙ୍କ ଲାଗି ଦରଦ, ରାଜ୍ୟର ପ୍ରଗତିର ଲାଗି ନିରବଚ୍ଛିନ୍ନ ସଂଗ୍ରାମ ଯୋଗୁ ସେ କ୍ରମାଗତ ପାଞ୍ଚ ଥର ଅର୍ଥାତ ୨୦୦୦ ମାର୍ଚ୍ଚ ୫ ତାରିଖରୁ ୨୦୨୪ ଜୁନ ୫ ଯାଏ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇ ଦେଶରେ ସୃଷ୍ଟି କରିଛନ୍ତି ଇତିହାସ। ସ୍ବାସ୍ଥ୍ୟ ହେଉ ବା ଶିକ୍ଷା, କ୍ରୀଡ଼ା ହେଉ ବା ଗ୍ରାମୀଣ ବିକାଶ, ନାରୀ ସଶକ୍ତିକରଣ ହେଉ ବା ନିଷ୍ପେସିତ ବର୍ଗର ଉତଥାନ- ସବୁ କ୍ଷେତ୍ରରେ ନବୀନ ତୁଲାଇଥିଲେ ଦାୟିତ୍ବବାନ ଇନିଂସ। କେବଳ ରାଜନୀତି ନୁହେଁ ସାହିତ୍ୟ ରଚନା କରି ବିଶ୍ବରେ ଅର୍ଜନ କରିଛନ୍ତି ଖ୍ୟାତି। ଏସଏଚଜି ଜରିଆରେ ଲକ୍ଷ ଲକ୍ଷ ମହିଳାଙ୍କୁ ସ୍ବାବଲମ୍ବୀ କରିବା କ୍ଷେତ୍ରରେ ଦିଗଦର୍ଶକ ସାଜିଥିଲେ ନବୀନ। ନବଜାତ ହେଉ କି କିଶୋର, ଯୁବକ ହୁଅନ୍ତୁ ବା ବୟସ୍କ, ନାରୀ ହୁଅନ୍ତୁ ବା ପୁରୁଷ- ସମସ୍ତଙ୍କ ଲାଗି ଆଶାର ଆଶ୍ରା ପାଲଟିଥିଲେ ନବୀନ। ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ସଫଳ ମୁକାବିଲା କରିବା ସହ ସାରା ଦେଶରେ ରୋଲ ମଡେଲ ସେ ପାଲଟିଥିଲେ। ଜାତୀୟ ରାଜନୀତିରେ ବି ସେ ରଖିଯାଇଛନ୍ତି ଓଡ଼ିଶାର ମାନ। ରାଷ୍ଟ୍ରପତି ନିର୍ବାଚନ ହେଉ କି ସଂସଦରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା- ସବୁଠି ସ୍ବତନ୍ତ୍ର ପ୍ରାଧାନ୍ୟ ପାଏ ନବୀନଙ୍କ ନୀତି । ଷ୍ଟେଟ୍ସମ୍ୟାନ ନବୀନଙ୍କ ନିଷ୍ପତ୍ତି ସବୁ ଦଳ ପାଇଁ ସର୍ବମାନ୍ୟ ସାଜି ଆସିଛି । ସଂଘୀୟ ବ୍ୟବସ୍ଥାରେ ତାଙ୍କ ଓଡ଼ିଶା ମଡ଼େଲ ବିଭିନ୍ନ ସ୍ତରରେ ହୋଇଛି ପ୍ରଶଂସିତ। ରାଜ୍ୟରେ ସ୍ଥିର ଅର୍ଥନୀତି, ଅର୍ଥନୈତିକ ଅଭିବୃଦ୍ଧି, କୃଷିର ବିକାଶ କ୍ଷେତ୍ରରେ ତାଙ୍କର ଭୂମିକା ବି ଅବିସ୍ମରଣୀୟ ।

Tags: birthdayNaveen patnaikodisha
ShareTweetShareSend
Sanchar Live

Sanchar Live

Next Post
ଆଗକୁ ଆସୁଛି ଧନତେରସ, ଏହି ତିନି ରାଶିଙ୍କୁ ମିଳିବ ଖୁସି ଖବର

ଆଗକୁ ଆସୁଛି ଧନତେରସ, ଏହି ତିନି ରାଶିଙ୍କୁ ମିଳିବ ଖୁସି ଖବର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଟ୍ରାକ୍ଟର ଧକ୍କାରେ ବାଇକ୍ ଆରୋହୀ ମୃତ
  • ପୁଣି କମିଲା ସୁନା ଏବଂ ରୂପା ଦର
  • ଗାଡ଼ିରେ ପେଟ୍ରୋଲ ପକାଇବା ପୂର୍ବରୁ ଜାଣନ୍ତୁ ଆଜିର ଦାମ
  • ଗଞ୍ଜେଇ ଚାଲାଣର ନୂଆ ତରିକା, କୋବି ଭିତରେ….
  • ହ୍ବାଟସଆପରେ ମିଳିବ ରାଜସ୍ବ ସେବା

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.