Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଦିନିକିଆ

Sanchar Live by Sanchar Live
August 7, 2024
in କ୍ରୀଡ଼ା
0
ଆଜି ଭାରତ-ଶ୍ରୀଲଙ୍କା ଅନ୍ତିମ ଦିନିକିଆ
0
SHARES
0
VIEWS
FacebookTwitter

ସଂଚାର ବ୍ୟୁରୋ: ସିରିଜ୍ ବିଜୟ ଲକ୍ଷ୍ୟରେ ରହିବ ଶ୍ରୀଲଙ୍କା, ଭାରତ ଚାହିଁବ ବିଜୟୀ ହୋଇ ସିରିଜ ଡ୍ର କରିବ । ଭାରତ-ଶ୍ରୀଲଙ୍କା ତିନିଟିକିଆ ଦିନିକିଆ ସିରିଜର ଆଜି ଶେଷ ମ୍ଯାଚ । ସିରିଜ ବଞ୍ଚାଇବା ଲକ୍ଷ୍ଯରେ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ପ୍ରଥମ ମ୍ଯାଚ ଟାଇ ହୋଇଥିବାବେଳେ ଦ୍ବିତୀୟ ମ୍ଯାଚ ଭାରତ ହାରିସାରିଛି । ଏଣୁ ଆଜିର ମ୍ଯାଚ ଜିତି ସିରିଜ ବଞ୍ଚାଇବାକୁ ଟିମ୍ ଇଣ୍ଡିଆ ଉଦ୍ଯମ କରିବ । ଭାରତ ମ୍ୟାଚ୍ ଜିତି ଶୃଙ୍ଖଳାକୁ ୧-୧ରେ ଶେଷ କରି ଆତ୍ମସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ରହିବ । ଆଜିର ମ୍ଯାଚ ହାରିଲେ ଭାରତ ଦୀର୍ଘ ୨୭ ବର୍ଷ ପରେ ଶ୍ରୀଲଙ୍କାଠାରୁ ଦ୍ବିପାକ୍ଷିକ ଶୃଙ୍ଖଳା ପରାଜିତ ହେବ । ଶେଷ ଥର ପାଇଁ ଭାରତ ୧୯୯୭ରେ ଦିନିକିଆ ଶୃଙ୍ଖଳା ହାରିଥିଲା । ପ୍ରଥମ ଦୁଇ ଦିନିକିଆରେ ବୋଲରମାନେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବ୍ୟାଟର୍ ନିରାଶ କରିଛନ୍ତି। ଦ୍ବିତୀୟ ମ୍ୟାଚ୍ରେ ରୋହିତ ଶର୍ମା ଭଲ ଆରମ୍ଭ ଦେବା ସତ୍ତ୍ବେ କୋହଲି ଏହାକୁ ଆଗକୁ ନେଇପାରି ନଥିଲେ । ଉପଅଧିନାୟକ ଶୁବମନ ଗିଲଙ୍କ ସହିତ ଶିବମ ଦୁବେ ବି ଫାଇଦା ଉଠାଇ ପାରିନାହାନ୍ତି । କଲମ୍ବୋରେ ଆଜି ବର୍ଷାର ପୂର୍ବାନୁମାନ ରହିଥିଲେ ମଧ୍ୟ ମ୍ୟାଚ୍ ସମ୍ପୂର୍ଣ୍ଣ ଧୋଇଯିବା ଭଳି ପରିସ୍ଥିତି ଆସିବ ନାହିଁ ।

Tags: cricketindiaodisrilanka
ShareTweetShareSend
Sanchar Live

Sanchar Live

Next Post
କାହା ପାଇଁ ଶୁଭ, କାହା ପାଇଁ ଅଶୁଭ, ଜାଣନ୍ତୁ ଆଜିର ରାଶିଫଳ

କାହା ପାଇଁ ଶୁଭ, କାହା ପାଇଁ ଅଶୁଭ, ଜାଣନ୍ତୁ ଆଜିର ରାଶିଫଳ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.