Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଜାଣନ୍ତୁ କେମିତି କଟିବ ଆଜି?

Sanchar Live by Sanchar Live
November 23, 2024
in ଜୀବନ ଶୈଳୀ
0
ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?
0
SHARES
20
VIEWS
FacebookTwitter

ମେଷ : ଏହି ରାଶିର ଲୋକେ କିଛି ଚୁକ୍ତି ସ୍ୱାକ୍ଷର କରିବେ । ଜୀବନସାଥୀଙ୍କ ସହ ଝଗଡା ଦୂର ହେବ । କିଛି ନୂଆ କାମ ପାଇଁ ପ୍ଲାନ କରିବେ । ଚାକିରିରେ ପଦୋନ୍ନତି ମିଳିବ । ପିଲାମାନଙ୍କ ଠାରୁ ଖୁସି ମିଳିବ । ଅଫିସରେ ଅନେକ ଗୁରୁତ୍ୱପୂର୍ଣ୍ଣ କାମ କରିବେ ।

ବୃଷ : ଆଜି ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ । ଆପଣ ଅଧିକ ସମୟ ପରିବାର ଏବଂ ସାଙ୍ଗଙ୍କ ସହ ଅତିବାହିତ କରିବେ । ଆର୍ଥିକ ସ୍ଥିତି ସୁଦୃଢ଼ ହେବ । କୌଣସି ସାଙ୍ଗଙ୍କ ଠାରୁ ସହାୟତ ମିଳିବ ।

ମିଥୁନ : ମା’ ଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ଏଥିରେ ସୁଧାର ଆସିବ । ଆପଣଙ୍କୁ ଆଜି କାହାଠାରୁ ବ୍ୟବସାୟ ସମ୍ବନ୍ଧୀୟ ଭଲ ପରାମର୍ଶ ମିଳିବ, ଯାହା ଦ୍ୱାରା ଆପଣ ଲାଭବାନ ହେବେ । ଏହିପରି ଆପଣଙ୍କ ଦିନଟି ଭଲରେ କଟିବ ।

କର୍କଟ : ଆଜି ଆପଣଙ୍କୁ ପରିବାରରେ ସ୍ନେହ ଓ ସହଯୋଗ ମିଳିବ । ଆଜି ଆପଣ ବ୍ୟବସାୟ କିମ୍ବା ଅଫିସ କାମରେ ଯାତ୍ରା କରିପାରନ୍ତି । ଯାହା ଦ୍ୱାରା ପୁରା ଦିନ ଆପଣ ଖୁସି ରହିବେ । କିଛି ନୂଆ କାମ କରିବା ପାଇଁ ଚିନ୍ତା କରିବେ ।

ସିଂହ : ଆପଣଙ୍କ ପାଇଁ ଆଜିର ଦିନ ଭଲ ରହିବ । କୋର୍ଟ କଚେରୀ କାମରେ ସଫଳତା ମିଳିବ । ଅଫିସରେ ବରିଷ୍ଠ କର୍ମଚାରୀମାନେ ଆପଣଙ୍କ କାମରେ ଖୁସି ହେବେ । ଲଭମେଟଙ୍କ ପାଇଁ ଦିନଟି ଭଲ ରହିବ ।

କନ୍ୟା : ଆଜିର ଦିନଟି ସାମାନ୍ୟ ରହିବ । କୌଣସି ଧାର୍ମିକ ସ୍ଥାନକୁ ଯାଇ ପାରନ୍ତି । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ । ଚାକିରି ମିଳିବାର ସମ୍ଭାବନା ରହିଛି । ଗହଣା ବେପାରୀଙ୍କ ପାଇଁ ଦିନଟି ଲାଭଦାୟକ ହେବ ।

ତୁଳା : ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଦିନଟି ଶୁଭମୟ ହେବ । ଆପଣ ନିଜ କାମ କରିବା ପ୍ରକ୍ରିୟାରେ ପରିବର୍ତ୍ତନ ଆଣିବେ । ଯାହାଦ୍ୱାରା ଆପଣଙ୍କ ଭବିଷ୍ୟତରେ ଲାଭ ହେବ । ମିତ୍ର କୌଣସି କାମରେ ସାହାଯ୍ୟ କରିବେ ଯାହା ଦ୍ୱାରା ଆପଣ ବହୁତ ଖୁସି ହେବେ ।

ବିଛା : ଆଜି ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଆଧ୍ୟାତ୍ମିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଚାକିରିଆମାନଙ୍କ ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ରହିଛି ।

ଧନୁ : ଆଜି ଆପଣଙ୍କୁ ଧୈର୍ଯ୍ୟବାନ ହୋଇ କାମ କରିବାକୁ ପଡିବ । ଆଖି ବୁଜି କାହାକୁ ବିଶ୍ୱାସ କରିବେ ନାହିଁ ନଚେତ୍‌ କ୍ଷତିରେ ପଡିପାରନ୍ତି । ଆଜିର ଦିନଟକୁ ଜଗିରଖି ଚଳିବେ ।

ବିଛା : ଆଜି ଆପଣ ନିଜକୁ ଶକ୍ତିଶାଳୀ ଅନୁଭବ କରିବେ । ଆଧ୍ୟାତ୍ମିକ କାର୍ଯ୍ୟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ । ଚାକିରିଆମାନଙ୍କ ପଦ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ବ୍ୟବସାୟରେ ଭଲ ଲାଭ ମିଳିବାର ସମ୍ଭାବନା ରହିଛି ।

ଧନୁ : ଆଜି ଆପଣଙ୍କୁ ଧୈର୍ଯ୍ୟବାନ ହୋଇ କାମ କରିବାକୁ ପଡିବ । ଆଖି ବୁଜି କାହାକୁ ବିଶ୍ୱାସ କରିବେ ନାହିଁ ନଚେତ୍‌ କ୍ଷତିରେ ପଡିପାରନ୍ତି । ଆଜିର ଦିନଟକୁ ଜଗିରଖି ଚଳିବେ

ମକର : ସ୍ୱାସ୍ଥ୍ୟ ଦୃଷ୍ଟିରୁ ଆଜି ଦିନଟି ଟିକିଏ ଦୁର୍ବଳ ହେବ । ବଡମାନଙ୍କ ପରାମର୍ଶକୁ ଅନୁସରଣ କରିବା ଉଚିତ୍‌ । ଜୀବନସାଥୀ ଏବଂ ସନ୍ତାନର କ୍ୟାରିୟର ପାଇଁ ଏକ ଗୁରତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବେ ।

କୁମ୍ଭ : ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଲୋକମାନେ ଆପଣଙ୍କୁ ପ୍ରଶଂସା କରିବେ । ବ୍ୟବସାୟରେ ବଡ ଲାଭ ମିଳିବ । ପରିବାରରେ କୌଣସି ଶୁଭ କାମ ହୋଇପାରେ ।

ମୀନ : ବହୁତ ସମସ୍ୟାରୁ ମୁକ୍ତି ପାଇବେ । ପୁରୁଣା କଥାକୁ ଭୁଲି ନୂତନ ଜୀବନ ଆରମ୍ଭ କରିବେ । କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ । ଧନରେ ଘର ପରିପୂର୍ଣ୍ଣ ହେବ । ଦାମ୍ପତ୍ୟ ଜୀବନରେ ବହୁତ ଖୁସି ମିଳିପାରେ ।

Tags: horoscoperashifala
ShareTweetShareSend
Sanchar Live

Sanchar Live

Next Post
ଆଜି ପ୍ରଥମାଷ୍ଟମୀ, ପଢୁଆଁ ହେବେ ବଡ଼ଠାକୁର

ଆଜି ପ୍ରଥମାଷ୍ଟମୀ, ପଢୁଆଁ ହେବେ ବଡ଼ଠାକୁର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.