Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଆଜି ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ କରିବେ ପ୍ରେସ କନଫରେନ୍ସ

Sanchar Live by Sanchar Live
June 5, 2025
in କ୍ରୀଡ଼ା
0
ଆଜି ଟିମ୍ ଇଣ୍ଡିଆର ନୂଆ ଟେଷ୍ଟ ଅଧିନାୟକ କରିବେ ପ୍ରେସ କନଫରେନ୍ସ
0
SHARES
11
VIEWS
FacebookTwitter

ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଦୁଇ ସପ୍ତାହ ପରେ ଆରମ୍ଭ ହେବ । ଭାରତୀୟ ଦଳ ଏହି ଗସ୍ତରେ ଘରୋଇ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଜୁନ ୨୦ରୁ ସିରିଜ୍ ଆରମ୍ଭ ହେବ । ଏହା ବିଶ୍ୱ ଟେଷ୍ଟ ଚାମ୍ପିଅନଶିପ(ଡବ୍ଲ୍ୟୁଟିସି)ର ନୂଆ ଚକ୍ରରେ ଭାରତର ପ୍ରଥମ ସିରିଜ ହେବ ।  ଏହି ଗସ୍ତ ପାଇଁ ଭାରତୀୟ ଦଳ ଗୁରୁବାର ଅର୍ଥାତ ଆଜି ଇଂଲଣ୍ଡ ଅଭିମୁଖେ ଯାତ୍ରା କରିବ । ଏହା ପୂର୍ବରୁ ଟେଷ୍ଟ ଦଳର ନୂଆ ଅଧିନାୟକ ଶୁଭମନ ଗିଲ୍ ସାମ୍ବାଦିକ ସମ୍ମିଳନୀ କରିବେ । ଅଧିନାୟକ ଗିଲ୍ ଓ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ସମ୍ମୁଖୀନ ହେବେ ।  ଟେଷ୍ଟ ଅଧିନାୟକ ଭାବେ ଗିଲଙ୍କ ଏହା ପ୍ରଥମ ସାମ୍ବାଦିକ ସମ୍ମିଳନୀ ।

ବିସିସିଆଇ ଗୁରୁବାର ଭାରତୀୟ ଦଳର ଇଂଲଣ୍ଡ ଯାତ୍ରା କରିବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି । ଏଥିରେ ଗିଲ୍ ଓ କୋଚ୍ ଗମ୍ଭୀର ଯୋଗ ଦେବେ । ସାମ୍ବାଦିକ ସମ୍ମିଳନୀ ସନ୍ଧ୍ୟା ୭ଟା ୩୦ରେ ବିସିସିଆଇର ମିଡିଆ ସେଣ୍ଟରରେ ଆୟୋଜିତ ହେବ ।

ଏହା ବ୍ୟତୀତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସରକୁ ନେଇ ମଧ୍ୟ କୋଚଙ୍କୁ ପ୍ରଶ୍ନ ପଚରା ଯାଇପାରେ ।

ବିରାଟ କୋହଲି ଓ ରୋହିତ ଶର୍ମା ଗତ ମାସ ଆରମ୍ଭରେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି । ଉଭୟଙ୍କ ଅବସରକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି, କାରଣ ଅଷ୍ଟ୍ରେଲିଆ ଗସ୍ତ ପରେ ଦୁଇ ଖେଳାଳି ରଣଜୀ ଖେଳିଥିଲେ । ତେଣୁ କୁହାଯାଉଥିଲା ରୋହିତ ଓ ବିରାଟ ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତି କରୁଥିଲେ । ମାତ୍ର ଅପ୍ରତ୍ୟାଶିତ ଭାବେ ୫ ଦିନର ବ୍ୟବଧାନରେ ରୋହିତ ଶର୍ମା ଓ ବିରାଟ କୋହଲି ଅବସର ଘୋଷଣା କରିଥିଲେ । ଏବେ ଦୁଇ ବରିଷ୍ଠ ଖେଳାଳି କେବଳ ଦିନିକିଆ ଖେଳିବେ, କାରଣ ଟି-୨୦ ବିଶ୍ୱକପ୍ ଜିତିବା ପରେ ଉଭୟ ଏହି ଫର୍ମାଟରୁ ସନ୍ନ୍ୟାସ ନେଇ ସାରିଛନ୍ତି ।

Tags: bcciindiasubhamangill
ShareTweetShareSend
Sanchar Live

Sanchar Live

Next Post
ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ସରକାର

ଗୋଟିଏ ବର୍ଷରେ ୭.୫ କୋଟି ବୃକ୍ଷ ରୋପଣ କରିବେ ସରକାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.