Tuesday, February 24, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଆଜି ଚିତା ଲାଗି ଅମାବାସ୍ୟା

Sanchar Live by Sanchar Live
August 4, 2024
in ଓଡିଶା
0
ଆଜି ଚିତା ଲାଗି ଅମାବାସ୍ୟା
0
SHARES
0
VIEWS
FacebookTwitter

ଶ୍ରୀମନ୍ଦିରରେ ଆଜି ଚିତା ଲାଗି ଅମାବାସ୍ୟା । ଆଜି ମହାପ୍ରଭୁଙ୍କ ମସ୍ତକରେ ଝଟକିବ ରତ୍ନ ଖଚିବ ସୁବର୍ଣ୍ଣ ଚିତା । ନିଳାଦ୍ରୀ ବିଜେ ପରେ ଆଜି ରହିଛି ମହାପ୍ରଭୁଙ୍କର ଦୁଇଟି ବିଶେଷ ନୀତି। ଅମାବାସ୍ୟା ତିଥି ହୋଇଥିବାରୁ ଅମାବାସ୍ୟା ନାରାୟଣଙ୍କର ସାଗର ବିଜେ ନୀତି ସହିତ ରହିଛି ମହାପ୍ରଭୁଙ୍କ ଚିତ୍ତାଲାଗି ନିତି।

ଆଜି ଚିତାଲାଗି ଅମାବାସ୍ଯା । ଶ୍ରୀମନ୍ଦିରରେ ପାଳିତ ହେବ ସ୍ବତନ୍ତ୍ର ନୀତିକାନ୍ତି । ଶ୍ରାବଣ କୃଷ୍ଣ ଅମାବାସ୍ଯା ତିଥିରେ ଶ୍ରୀବିଗ୍ରହଙ୍କୁ ଲାଗିହେବ ରତ୍ନ ଚିତା । ଶ୍ରୀଜଗନ୍ନାଥଙ୍କୁ ହୀରା, ବଳଭଦ୍ରଙ୍କୁ ନୀଳା ଓ ସୁଭଦ୍ରାଙ୍କୁ ମାଣିକ୍ଯ ଚିତା ଲାଗି କରାଯିବ । ରଥଯାତ୍ରା ସମୟରେ ରତ୍ନଚିତା ଓଲାଗି କରାଯାଇ ସୋଲ ଚିତା ଧାରଣ କରି ଘୋଷଯାତ୍ରାରେ ଯାଇଥିଲେ ଶ୍ରୀଜୀଉ । ଘୋଷଯାତ୍ରା ସରିଥିବାରୁ ଆଜି ସୋଲ ଚିତା ବଦଳରେ ରତ୍ନ ଚିତା ଲାଗି କରିବେ ଶ୍ରୀବିଗ୍ରହ । ଅପରାହ୍ଣରେ ଭୋଗମଣ୍ଡପ ପରେ ଏହି ଗୁପ୍ତ ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଅପରାହ୍ଣ ୨ଟାରୁ ସଂଧ୍ଯା ୬ ଟା ଯାଏଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

Tags: chitalagi amabashyaOdisha culture
ShareTweetShareSend
Sanchar Live

Sanchar Live

Next Post
ଆଜି ବନ୍ଧୁତ୍ୱ ଦିବସ

ଆଜି ବନ୍ଧୁତ୍ୱ ଦିବସ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଦଣ୍ଡନାଚରେ ଅଶ୍ଳୀଳତାକୁ ନା
  • ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ଆଜି ଏହି ରାଶିକୁ ମିଳିବ ଖୁସି ଖବର
  • ବେଦାନ୍ତ ଆଲୁମିନିୟମର ଜ୍ଞାନ ଜ୍ୟୋତି କାର୍ଯ୍ୟକ୍ରମ ରାୟଗଡ଼ା ଏବଂ କଳାହାଣ୍ଡିରେ ଶିକ୍ଷାଦାନକୁ ସ୍ମାର୍ଟ କରିଛି
  • କେନ୍ଦ୍ରାପଡ଼ାରେ ଲଜ୍ଜା, ପୁଣି ଗୁରୁ ନାଁରେ କଳଙ୍କ !

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.