Saturday, August 2, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

ସତରେ କଣ ଭୋଟର ଲିଷ୍ଟରେ ନାହିଁକି ତେଜସ୍ବୀଙ୍କ ନାମ ? କାହିଁକି କହିଲେ ଏମିତି…

Sanchar Live by Sanchar Live
August 2, 2025
in ରାଜନୀତି
0
ସତରେ କଣ ଭୋଟର ଲିଷ୍ଟରେ ନାହିଁକି ତେଜସ୍ବୀଙ୍କ ନାମ ? କାହିଁକି କହିଲେ ଏମିତି…
0
SHARES
36
VIEWS
FacebookTwitter

ବିହାର ରାଜନୀତିରେ ଏବେ ସବୁଠୁ ଅଧିକ ଚର୍ଚ୍ଚିତ ବିଷୟ ରହିଛି ଏସଆଇଆର । ନିର୍ବାଚନ ଆୟୋଗ ଏସଆଇଆର ମାଧ୍ୟମରେ ଭୋଟର ଲିଷ୍ଟର ପ୍ରଥମ ଡ୍ରାଫ୍ଟ ଶୁକ୍ରବାର ଜାରି କରିଛି । ଆଉ ଏହାସହ ଭୋଟରମାନଙ୍କୁ ମଧ୍ୟ ଏକମାସର ସମୟ ଦେଇଛନ୍ତି ନିର୍ବାଚନ ଆଯୋଗ । ଯାହାଫଳରେ କି ଲୋକମାନେ ନିଜର ଅସୁବିଧା ସମ୍ପର୍କରେ ଜଣାଇପାରିବେ । ହେଲେ ଏତିକି ବେଳେ ଏସଆଇଆରର ପ୍ରଥମ ଡ୍ରାଫ୍ଟକୁ ନେଇ ବଡ଼ ଦାବି କରିଛନ୍ତି ବିହାରର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ।

ସେ କହିଛନ୍ତି ଯେ, ଏହି ପ୍ରଥମ ଡ୍ରାଫ୍ଟରେ ତାଙ୍କ ନାଁ ନାହିଁ । ସେ ତାଙ୍କ ନାଁ ଚେକ୍ କରିବାକୁ ଚେଷ୍ଟା କରିଥିଲେ ବି, ସେଠାରେ ରେକର୍ଡ ନାହିଁ ବୋଲି ତାଙ୍କୁ ମେସେଜ୍ ଆସିଥିଲା । ତେଣୁ ଭୋଟର ଲିଷ୍ଟରେ ନାଁ ନଥିବାରୁ, ସେ କେମିତି ନିର୍ବାଚନ ଲଢ଼ିବେ ବୋଲି ପ୍ରଶ୍ନ କରିଛନ୍ତି ତେଜସ୍ୱୀ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆୟୋଗ ୬୫ ଲକ୍ଷ ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କାଟିଛନ୍ତି । ହେଲେ ଏହି ଲୋକମାନଙ୍କୁ କଣ ଆୟୋଗ ନୋଟିସ୍ ଦେଇଛନ୍ତି କି? ନିର୍ବାଚନ ଆୟୋଗ ଯେଉଁ ଯେଉଁ ଲୋକଙ୍କ ନାଁ କାଟିଛନ୍ତି, ସେମାନଙ୍କୁ କଣ ସମୟ ଦେଇଛନ୍ତି କି? ଏହି ଡ୍ରାଫ୍ଟକୁ ଦେଖିବା ପରେ, ସଫା ସଫା ଜଣାପଡୁଛି ଯେ, ନିର୍ବାଚନ ଆୟୋଗ ଟାର୍ଗେଟ୍ ଅନୁସାରେ କାମ କରୁଛି । ମୋ ସହିତ କାମ କରୁଥିବା ଅନେକ ଲୋକଙ୍କ ନାମ ମଧ୍ୟ ଡ୍ରାଫ୍ଟରେ ନାହିଁ ବୋଲି ଦାବି କରିଛନ୍ତି ବିହାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ।

ତେଜସ୍ୱୀ ଯାଦବ ଏହାସହିତ ଦାବି କରିଛନ୍ତି ଯେ, ନିର୍ବାଚନ ଆୟୋଗ ବୁଥ୍ ସ୍ତରରେ ଡାଟା ଦିଅନ୍ତୁ । ଏବେ ଆୟୋଗ କେବଳ ବିଧାନସଭା କ୍ଷେତ୍ର ଅନୁସାରେ ନିଜର ଡାଟା ଦେଇଛନ୍ତି । ତେବେ ଯେଉଁ ୬୫ ଲକ୍ଷ ଭୋଟରଙ୍କ ନାମ କଟାଯାଇଛି, ତାଙ୍କ ଠିକଣା ସମ୍ପର୍କରେ ମଧ୍ୟ କୌଣସି ସୂଚନା ଦିଆଯାଇନାହିଁ । ତେଣୁ ସୁପ୍ରିମକୋର୍ଟ ଏହି ଘଟଣାରେ ହସ୍ତକ୍ଷେପ କରିବା ସହିତ ଏହାର ଜବାବ ମାଗନ୍ତୁ ବୋଲି ତେଜସ୍ୱୀ ଦାବି କରିଛନ୍ତି ।

 

Tags: Bihar politicsrjdtejashwi jadavvoter list
ShareTweetShareSend
Sanchar Live

Sanchar Live

Next Post
ବ୍ରହ୍ମପୁର ପୋଲିସର ଏନକାଉଣ୍ଟର

ବ୍ରହ୍ମପୁର ପୋଲିସର ଏନକାଉଣ୍ଟର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆପଣଙ୍କୁ ଠିକସେ ଦେଖା ଯାଉନି କି ? ଆପଣାନ୍ତୁ ଘରୋଇ ଉପଚାର
  • ଆଖି ବୁଜିଲେ ବଳଙ୍ଗା ପୀଡ଼ିତା, ଦୁଃଖ ପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ
  • ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲେ ବଳଙ୍ଗା ପୀଡ଼ିତା
  • ବ୍ରହ୍ମପୁର ପୋଲିସର ଏନକାଉଣ୍ଟର
  • ସତରେ କଣ ଭୋଟର ଲିଷ୍ଟରେ ନାହିଁକି ତେଜସ୍ବୀଙ୍କ ନାମ ? କାହିଁକି କହିଲେ ଏମିତି…

Recent Comments

No comments to show.

Archives

  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.