Wednesday, May 13, 2026
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ମଦ ପିଇ ମାତାଲ ହୋଇ ସ୍କୁଲ ବାରଣ୍ଡାରେ ଶୋଇଲେ ଶିକ୍ଷକ, ଭିଡିଓ ଭାଇରାଲ…

Sanchar Live by Sanchar Live
August 10, 2025
in ଓଡିଶା
0
ମଦ ପିଇ ମାତାଲ ହୋଇ ସ୍କୁଲ ବାରଣ୍ଡାରେ ଶୋଇଲେ ଶିକ୍ଷକ, ଭିଡିଓ ଭାଇରାଲ…
0
SHARES
55
VIEWS
FacebookTwitter

ସଂଚାର ବ୍ୟୁରୋ: ମଦ ପିଇ ମାତାଲ ହୋଇ ସ୍କୁଲ ବାରଣ୍ଡାରେ ଶୋଇଲେ ଶିକ୍ଷକ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଦିଣ୍ଡାପାଟ ଉଚ୍ଚ ବିଦ୍ୟାଳୟରେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ ମହାନ୍ତ ଆଜି ସ୍କୁଲକୁ ପାଠ ପଢ଼ାଇବାକୁ ଆସିଥିଲେ । ହେଲେ ପାଠ ନ ପାଢାଇ ସାର୍ ମଦ ନିଶାରେ ବିଦ୍ୟାଳୟ ବାରଣ୍ଡାରେ ଶୋଇପଡିଥିଲେ । ଶିକ୍ଷକ ଶୋଇଥିବା ଦେଖି ଛାତ୍ରଛାତ୍ରୀମାନେ ତାଙ୍କୁ ଉଠାଇଥିଲେ ମଧ୍ୟ ସେ ଉଠି ପାରି ନଥିଲେ । ଖବର ପାଇ ଅଭିଭାବକମାନେ ସ୍କୁଲକୁ ଆସି ଅସନ୍ତୋଷ ପ୍ରକାଶ କରିବା ସହ କିଛି ସମୟ ସ୍କୁଲ ସମ୍ମୁଖରେ ହୋହଲ୍ଲା କରିଥିଲେ । ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗନ୍ନାଥ‌ ମାହାନ୍ତଙ୍କ ଏପରି ଆଚରଣକୁ ଶିକ୍ଷକ ସଂଘ ଦୃଢ ନିନ୍ଦା କରିଛି ।

Tags: patanaviral video
ShareTweetShareSend
Sanchar Live

Sanchar Live

Next Post
ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ଆଜି ହେବ ପୋଷ୍ଟମର୍ଟମ

ନବରଙ୍ଗପୁର ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା : ଆଜି ହେବ ପୋଷ୍ଟମର୍ଟମ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସହିଦ ନଗର ସବର ସାହିରେ ଛୁରା ମାଡ଼
  • ଟେବୁଲ ଟପ୍ପର ହେବାକୁ RCB ର ଲକ୍ଷ୍ୟ, ଆଗରେ କୋଲକାତା
  • ମହଙ୍ଗା ହେଲା ସୁନା ଓ ରୁପା
  • ଆଜି ଏହି ରାଶିକୁ ମିଳିବ ଶୁଭଫଳ
  • ପାକିସ୍ତାନରେ ଫୁଟିଲା ବୋମା, ଚାଲିଗଲା ୯ ଜୀବନ

Recent Comments

  1. Swaraj kumar Parhi on ପରଲୋକରେ ସିଦ୍ଧାନ୍ତ ମହାପାତ୍ରଙ୍କ ମାଆ, ଶୋକପ୍ରକାଶ କଲେ କେନ୍ଦ୍ରମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ
  2. Kanhucharanpatra on କୁକୁଡ଼ା ଚାଷ ଉପରେ କଟକଣା ଜାରି କଲା ପୁରୀ ପ୍ରଶାସନ

Archives

  • May 2026
  • April 2026
  • March 2026
  • February 2026
  • January 2026
  • December 2025
  • November 2025
  • October 2025
  • September 2025
  • August 2025
  • July 2025
  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.