Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଜବାବ ଦାଖଲ ଲାଗି ସମୟ ନେଲେ ତପି ମିଶ୍ର

Sanchar Live by Sanchar Live
April 16, 2025
in ଓଡିଶା
0
ଜବାବ ଦାଖଲ ଲାଗି ସମୟ ନେଲେ ତପି ମିଶ୍ର

Oplus_131072

0
SHARES
10
VIEWS
FacebookTwitter

ଶିବ ତାଣ୍ଡବ ସ୍ତୋତ୍ରର ଓଡ଼ିଆ ଅନୁବାଦକୁ କେନ୍ଦ୍ର କରି କଟକ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ରୁଜୁ ମାମଲାରେ ପ୍ରତିପକ୍ଷ ୟୁଟ୍ୟୁବର୍‌ ତଥା ଅଭିନେତା ତପି ମିଶ୍ର ଜବାବ ଦାଖଲ ପାଇଁ ସମୟ ଲୋଡ଼ିଛନ୍ତି। ଅଦାଲତ ଏଥିପାଇଁ ଅନୁମତି ପ୍ରଦାନ କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୧ତାରିଖକୁ ଧାର୍ଯ୍ୟ କରିଛନ୍ତି । ଏଥିସହ ଏହି ମାମଲାରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ରହିତାଦେଶ ବଳବତ୍ତର ରହିଛି ।

ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ଗାନ କରି ତପି ମିଶ୍ର କପି ରାଇଟ୍‌ ଆଇନର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣି ରତ୍ନା ଫିଲ୍ମସ୍‌ ପକ୍ଷରୁ କଟକ ଜିଲ୍ଲା ଦୌରାଜଜ୍‌ଙ୍କ ଅଦାଲତରେ ମାମଲା ରୁଜୁ କରାଯାଇଛି । ଅଦାଲତ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ତପି ମିଶ୍ରଙ୍କୁ ନୋଟିସ୍‌ ଜାରି କରିଥିଲେ । ଏଥିସହ ଅନ୍ତରୀଣ ଆଦେଶରେ ବନସ୍ମିତା ପତିଙ୍କ ଦ୍ୱାରା ଲିଖିତ ଓଡ଼ିଆ ଶିବ ତାଣ୍ଡବ ସ୍ତୋତ୍ରକୁ ତପି ମିଶ୍ର ପ୍ରକାଶ ବା ପ୍ରସାରଣ କରିପାରିବେ ନାହିଁ ବୋଲି ରହିତାଦେଶ ଜାରି କରିଥିଲେ । ମଙ୍ଗଳବାର ଏହି ମାମଲାର ଶୁଣାଣି ହୋଇଥିଲା । ତପି ମିଶ୍ର ଜବାବ ଦାଖଲ କରିନପାରି ମହଲତ ଲୋଡିଥିଲେ । ଅଦାଲତ ଏଥିପାଇଁ ତାଙ୍କୁ ସମୟ ପ୍ରଦାନ କରିଛନ୍ତି ।

Tags: odishaollywoodtapi mishra
ShareTweetShareSend
Sanchar Live

Sanchar Live

Next Post
ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍  ବିଶ୍ବକର୍ମା ଜାତୀୟ କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଏସସି-ଏସଟି ହବ୍ କନକ୍ଲେଭ୍ ଓ ପିଏମ୍  ବିଶ୍ବକର୍ମା ଜାତୀୟ କର୍ମଶାଳାକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.