Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସମ୍ ଶିଶୁ ବିଭାଗରେ ସଫଳ ଅତ୍ସୋପଚାର, ୨ ବର୍ଷ ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା ଟ୍ୟୁମର ବାହାରିଲା

Sanchar Live by Sanchar Live
August 12, 2024
in ଓଡିଶା
0
ସମ୍ ଶିଶୁ ବିଭାଗରେ ସଫଳ ଅତ୍ସୋପଚାର, ୨ ବର୍ଷ ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା ଟ୍ୟୁମର ବାହାରିଲା
0
SHARES
19
VIEWS
FacebookTwitter

ସଂଚାର ବ୍ୟୁରୋ:: ସମ୍ ଶିଶୁ ବିଭାଗରେ ସଫଳ ଅତ୍ସୋପଚାର । ପୁଣି ଏକ ସଫଳତା ହାସଲ କରିଛି ସମ୍ ଶିଶୁ ବିଭାଗ ।  ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ଏକ ଜଟିଳ ସଫଳ ଅତ୍ସୋପଚାର ମାଧ୍ୟମରେ ଏକ ୨ ବର୍ଷର ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା ଟ୍ୟୁମର ବାହାର କରାଯାଇଛି । କଳାହାଣ୍ଡି ଜିଲ୍ଲାର ବାବି ଭୋଇଙ୍କର ୨ ବର୍ଷର ଶିଶୁ କନ୍ୟା ହୋଲିକା ଭୋଇ ପୀଡିତ ହୋଇ ହସ୍ପିଟାଲକୁ ଆସିଥିଲେ ।

ଦୀର୍ଘ ୩ ମାସ ଧରି ଶିଶୁ କନ୍ୟାଟି ଶ୍ୱାସ, କାଶ ଓ କଫ ଜନିତ ରୋଗରେ ପୀଡିତ ହୋଇଥିବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଥିଲା । ବିଭିନ୍ନ ହସ୍ପିଟାଲ ବୁଲି ମଧ୍ୟ କୌଣସି ପ୍ରକାର ସୁଫଳ ନ ମିଳିବା ଯୋଗୁଁ ଝିଅଟିର ପିତା ନିରାଶ ହୋଇପଡିଥିଲେ ।

ଜୁଲାଇ ମାସ ୧୮ ତାରିଖରେ ଗୁରୁତର ଅବସ୍ଥାରେ ଆଇଏମ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁ ବିଭାଗ
(ପି.ଆଇ.ସି.ୟୁ) ରେ ହୋଲିକାକୁ ଭର୍ତି କରାଯାଇଥିଲା । ଶିଶୁଟିର ବିଭିନ୍ନ ପରୀକ୍ଷା ନିରୀକ୍ଷା, ସିଟି ସ୍କାନ ଓ ଫାଇବର ଅପଟିକ୍ ବ୍ରୋଙ୍କୋସ୍କୋପି ମାଧ୍ୟମରେ ୨ଙ୍ଘ୨ ସେ.ମି.ର ଏକ ଟ୍ୟୁମର ଶ୍ୱାସନଳୀ ମଧ୍ୟରେ ରହିଥିବାର ଜଣାପଡିଥିଲା ।

ପି.ଆଇ.ସି.ୟୁ ର ମୁଖ୍ୟ ଡାକ୍ତର ଦେବସ୍ମିତା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସାତ ଜଣିଆ ବିଶେଷଜ୍ଞ ଟିମ୍ ଏହି ଶିଶୁଟିର ଅତ୍ସୋପଚାର କରିଥେôଲ ।

କର୍ଣ୍ଣ, ନାସା ଓ ଗଳା ବିଭାଗର ଡାକ୍ତର ଆଲୋକ ଦାସ ଏବଂ ତାଙ୍କ ଟିମ୍ ଶିଶୁଟିର ଜୋଡୁଲାର ଫାସାଇଟିସ୍ ଟ୍ୟୁମରଟିକୁ ସଫଳତାର ସହିତ ଅତ୍ସୋପଚାର କରି ବାହାର କରିଥିଲେ ।

ଶିଶୁଟିକୁ ପ୍ରାଥମିକ ପଦ୍ଧତିରେ ପି.ଆଇ.ସି.ୟୁର ଭେଂଟିଲେଟରରେ ରଖାଯାଇଥିଲା । ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଓ ସ୍ୱାଭାବିକ ଭାବେ ଜୀବନ ଯାପନ କରୁଛି ।

ଶିଶୁଟିର ସଫଳ ଚିକିତ୍ସା ପ୍ରଦାନ କରିବାରେ ଶିଶୁ ବିଭାଗର ମୁଖ୍ୟ ଡାକ୍ତର ମମତାଦେବୀ ମହାନ୍ତି, ପି.ଆଇ.ସି.ୟୁ ର ମୁଖ୍ୟ ଡାକ୍ତର ଦେବସ୍ମିତା ରଥ, ଡାକ୍ତର ଦିଲିପ ଦାସ, ଡାକ୍ତର ଆଲୋକ ଦାସ, ଡାକ୍ତର ସତ୍ୟବ୍ରତ ଆଚାର୍ଯ୍ୟ, ଡାକ୍ତର ମନୋସ୍ୱିନୀ ମଲ୍ଲିକ, ଡାକ୍ତର ସାଗର ପରିଡା, ଡାକ୍ତର ଅପର୍ଣ୍ଣା ଆରାଧନା, ଡାକ୍ତର ସୁମନ ସୁଧା ମହାରଣା, ଡାକ୍ତର ସ୍ମିତା ଶତପଥୀ, ଡାକ୍ତର ଶ୍ରୁତିି ପ୍ରଧାନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

 

Tags: operationsum
ShareTweetShareSend
Sanchar Live

Sanchar Live

Next Post
ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

ଆସିଲା ଇଣ୍ଡିଆ ରାଙ୍କିଂ ୨୦୨୪ ତାଲିକା, ସୋଆ ଦେଶର ୧୪ତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.