Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

ସୁଦାନରେ ହସ୍ପିଟାଲ ଉପରେ ଆକ୍ରମଣ, ୭୦ ଜଣଙ୍କ ମୃତ୍ୟୁ

Sanchar Live by Sanchar Live
January 26, 2025
in ବିଦେଶ
0
ସୁଦାନରେ ହସ୍ପିଟାଲ ଉପରେ ଆକ୍ରମଣ, ୭୦ ଜଣଙ୍କ ମୃତ୍ୟୁ
0
SHARES
16
VIEWS
FacebookTwitter

ସଂଚାର ବ୍ୟୁରୋ: ସୁଦାନର ଦାରଫର ଅଞ୍ଚଳରେ ଥିବା ଏକ ହସ୍ପିଟାଲ ଉପରେ ବଡ଼ ଧରଣର ଡ୍ରୋନ ହମଲା। ଆକ୍ରମଣରେ ପ୍ରାଣ ହରାଇଛନ୍ତି ୭୦ରୁ ଅଧିକ ଲୋକ। ଅନେକ ହୋଇଛନ୍ତି ଆହତ। ଦାରଫର ସ୍ଥିତ ସାଉଦି ହସ୍ପିଟାଲରେ ହୋଇଛି ବୋମାମାଡ଼। ହମଲାରେ ହସ୍ପିଟାଲର ବ୍ଯାପକ କ୍ଷତି ଘଟିଛି। ତେବେ ଆକ୍ରମଣର କାରଣ ଓ କିଏ ଆକ୍ରମଣ କରିଛି ତାହା ସ୍ପଷ୍ଟ ହୋଇନାହିଁ। ଗତ ୨୦୨୩ ଏପ୍ରିଲରୁ ସୁଦାନ ସେନା ଓ ଅର୍ଦ୍ଧସାମରିକ ରାପିଡ ସପୋର୍ଟ ଫୋର୍ସ ମଧ୍ଯରେ ସଂଘର୍ଷ ଜାରି ରହିଛି। ଦାରଫର ଅନେକ ପଶ୍ଚିମାଞ୍ଚଳକୁ କବଜାକୁ ନେଇସାରିଲାଣି ରାପିଡ ସପୋର୍ଟ ଫୋର୍ସ। ଉତ୍ତର ଦାରଫରର ରାଜଧାନୀ ଏଲ-ଫାସେରକୁ ମଧ୍ଯ ବିଦ୍ରୋହୀମାନେ କବଜାକୁ ନେଇସାରିଛନ୍ତି। ଆକ୍ରମଣ ପରେ ହସ୍ପିଟାଲରୁ ୮୦ରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ସୁଦାନରେ ଜାରି ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ପ୍ରାଣ ହରାଇଲେଣି ୧୦ ହଜାରରୁ ଅଧିକ ଲୋକ। ବାସଚ୍ଯୁତ ହେଲେଣି ୧ କୋଟି ୨୦ ଲକ୍ଷରୁ ଅଧିକ ଲୋକ। ଲକ୍ଷ ଲକ୍ଷ ଲୋକ ଅନାହାରରେ ସଢୁଥିଲେ ବି ଥମିବାର ନାଁ ନେଉନି ଯୁଦ୍ଧ। ତେଣେ ସ୍ବାସ୍ଥ୍ୟ ପ୍ରତିଷ୍ଠାନଗୁଡିକ ଉପରେ ହମଲା ନକରିବାକୁ ଆହ୍ବାନ ଦେଇନ୍ତି ବିଶ୍ବସ୍ବାସ୍ଥ୍ଯ ସଂଗଠନର ମହାସଚିବ ଟେଡରସ ଅଧନମ ଘେବ୍ରେସିୟସ।

Tags: attackdrone attacksudan
ShareTweetShareSend
Sanchar Live

Sanchar Live

Next Post
ଉତ୍ତରାଖଣ୍ଡରେ ବିଧାୟକଙ୍କ ଅଫିସ ଉପରକୁ ଫାୟାରିଂ

ଉତ୍ତରାଖଣ୍ଡରେ ବିଧାୟକଙ୍କ ଅଫିସ ଉପରକୁ ଫାୟାରିଂ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.