Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାତିରେ ନିଦ ନହେଉଥିଲେ ଆପଣାନ୍ତୁ ଏହି ଉପାୟ

Sanchar Live by Sanchar Live
October 16, 2024
in ଜୀବନ ଶୈଳୀ
0
ରାତିରେ ନିଦ ନହେଉଥିଲେ ଆପଣାନ୍ତୁ ଏହି ଉପାୟ
0
SHARES
5
VIEWS
FacebookTwitter

ସଂଚାର ବ୍ୟୁରୋ: ଖରାପ ଲାଇଫଷ୍ଟାଇଲ, ଅସ୍ୱାସ୍ଥ୍ୟକର ଡାଏଟ ପ୍ଲାନ, ଷ୍ଟ୍ରେସ ଏବଂ ଅତ୍ୟଧିକ ମୋବାଇଲ ଚଲାଇବା ଯୋଗୁଁ ଲୋକମାନେ ରାତିରେ ଶୋଇବାରେ ଅସୁବିଧାର ସାମ୍ନା କରୁଛନ୍ତି । ଯଦି ଆପଣ ମଧ୍ୟ ରାତିରେ ଭଲ ଭାବେ ଶୋଇପାରୁ ନାହାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହି ଲକ୍ଷଣ ଶରୀରରେ କ୍ୟାଲସିୟମ ଅଭାବକୁ ମଧ୍ୟ ସୂଚାଇପାରେ । ଆପଣଙ୍କ ସ୍ୱାସ୍ଥ୍ୟକୁ ସୁସ୍ଥ ରଖିବା ପାଇଁ କ୍ୟାଲସିୟମ ଏକ ଗୁରୁତ୍ୱପୂର୍ଣ୍ଣ ଜିନିଷ । କିନ୍ତୁ ଏଥିରେ ଅଭାବ ଦେଖାଗଲେ ଆପଣ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହୋଇପାରନ୍ତି । ଅନେକ ଦିନ ଧରି ଯଦି କ୍ୟାଲସିୟମ ଅଭାବର ଲକ୍ଷଣକୁ ଅଣଦେଖା କରୁଛନ୍ତି ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ । କ୍ୟାଲସିଅମ ଅଭାବ ହେଲେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଯାଏ ଆସନ୍ତୁ ଜାଣିବା ।
ଅନିଦ୍ରା ସମସ୍ୟା :
ଶରୀରରେ କ୍ୟାଲସିୟମ ଅଭାବ ହେଲେ ଆପଣଙ୍କୁ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ଯଦି ଆପଣ ରାତିରେ ଶୋଇପାରୁ ନାହାଁନ୍ତି ତେବେ ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ଥିବ ନିଶ୍ଚିତ । କ୍ୟାଲସିୟମ ଅଭାବ ଆପଣଙ୍କ ନିଦରେ ଖରାପ ପ୍ରଭାବ ପକାଇପାରେ ।
ମାଂସପେଶୀରେ ଯନ୍ତ୍ରଣା :
ମାଂସପେଶୀରେ ଯନ୍ତ୍ରଣା ଅନୁଭବ ହେଲେ ଜାଣି ନିଅନ୍ତୁ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଅଛି । ଯଦି ଆପଣ ନିଜ ହାତ, ଗୋଡ, ଆଣ୍ଠୁ କିମ୍ବା ଜଙ୍ଘରେ ଯନ୍ତ୍ରଣା ଅନୁଭବ କରୁଛନ୍ତି, ତେବେ ଆପଣ ସତର୍କ ହୋଇଯାଆନ୍ତୁ । ଏହି ଲକ୍ଷଣକୁ ଅଣଦେଖା ନକରି ତୁରନ୍ତ ଜଣେ ଭଲ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ଏହା ବ୍ୟତୀତ ହାତ ଏବଂ ପାଦ ଥରୁଥିଲେ ସାବଧାନ ହୋଇଯାଆନ୍ତୁ କାହିଁକି ନା ଏହା କ୍ୟାଲସିୟମ ଅଭାବର ସଙ୍କେତ ହୋଇପାରେ ।
ମୁଡ୍ ସୁଇଙ୍ଗ୍ :
ହଠାତ୍ ଖୁସି ଅନୁଭବ କରିବା ଏବଂ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଃଖ କରୁଥିଲେ ସତର୍କ ହୋଇଯାଆନ୍ତୁ କାହିଁକି ନା ମୁଡ୍ ସୁଇଙ୍ଗ୍ ମଧ୍ୟ କ୍ୟାଲସିୟମ୍ ଅଭାବକୁ ସୂଚାଇଥାଏ । ପେଟ ଯନ୍ତ୍ରଣା, ଶରୀରରେ ଯନ୍ତ୍ରଣା ଏବଂ ଥକାପଣ ଭଳି ଲକ୍ଷଣକୁ ଅଣଦେଖା କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ ।
ଯଦି ଆପଣ ମଧ୍ୟ ଏହିପରି ଲକ୍ଷଣଗୁଡିକର ସମ୍ମୁଖୀନ ହେଉଛନ୍ତି, ତେବେ ସମୟ ବିଳମ୍ବ ନକରି ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ବାରମ୍ବାର ଏହିପରି ଲକ୍ଷଣକୁ ଅଣଦେଖା କରି ଆପଣ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।

Tags: life stylelifestylesleep
ShareTweetShareSend
Sanchar Live

Sanchar Live

Next Post
ମୟୂରଭଞ୍ଜ ଗଣଦୁଷ୍କର୍ମ ଘଟଣା: NHRCରେ ରୁଜୁ ହେଲା ମାମଲା

ମୟୂରଭଞ୍ଜ ଗଣଦୁଷ୍କର୍ମ ଘଟଣା: NHRCରେ ରୁଜୁ ହେଲା ମାମଲା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.