Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ରିଲିଜ ହେଲା ‘ସିକନ୍ଦର’ର ଦମଦାର ଟ୍ରେଲର, ୧୪ ଘଣ୍ଟାରେ ଭାଙ୍ଗିଲା ସମସ୍ତ ରେକର୍ଡ

Sanchar Live by Sanchar Live
March 24, 2025
in ମନୋରଞ୍ଜନ
0
ରିଲିଜ ହେଲା ‘ସିକନ୍ଦର’ର ଦମଦାର ଟ୍ରେଲର, ୧୪ ଘଣ୍ଟାରେ ଭାଙ୍ଗିଲା ସମସ୍ତ ରେକର୍ଡ
0
SHARES
13
VIEWS
FacebookTwitter

ସିକନ୍ଦର ଫିଲ୍ମକୁ ନେଇ ଅନେକ ଦିନ ହେବ ଚର୍ଚ୍ଚା ହୋଇଆସୁଅଛି । ଯାହାର ଟ୍ରେଲର ବର୍ତ୍ତମାନ ରିଲିଜ ହୋଇଛି । ଟ୍ରେଲର ଦେଖିବା ପରେ ଦର୍ଶକମାନଙ୍କର ଫିଲ୍ମ ପାଇଁ ଉତ୍ସାହ ବଢିବାରେ ଲାଗିଛି । ଏହାର ଦମଦାର ଟ୍ରେଲର ମାତ୍ର ୧୪ ଘଣ୍ଟାରେ ସମସ୍ତ ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁପାରିବ ବୋଲି ଏହାର ଟ୍ରେଲରରୁ ପ୍ରମାଣ ହୋଇସାରିଛି । ସଲମାନ ଖାନଙ୍କ ଆକ୍ସନ ଥ୍ରୀଲର ମୁଭିକୁ ତାଙ୍କ ଫ୍ୟାନ୍ସମାନେ ଅନେକ ଦିନ ଧରି ଅପେକ୍ଷା କରି ରହିଛନ୍ତି ।

ଯେଉଁଥିରେ ସଲମାନଙ୍କ ଜବରଦସ୍ତ ଆକ୍ସନକୁ ନେଇ ବେଶ ଆଶାବାଦୀ ଅଛନ୍ତି ଦର୍ଶକ । ଏହି ମୁଭିର ଟ୍ରେଲରରୁ ସଲମାନଙ୍କ ପ୍ରଶଂସକ ମୁଭି ହିଟ ଏବଂ ବ୍ଲକବଷ୍ଟର ହେବାର ଦାବି କରାଯାଉଛି । ୩ ମିନିଟ୍ ୩୯ ସେକେଣ୍ଡର ଏହି ଟ୍ରେଲରରେ ସଲମାନଙ୍କ ଅଭିନୟର ଯାଦୁ ଦେଖିବାକୁ ପାଇଛନ୍ତି ସଲମାନଙ୍କ ଫ୍ୟାନ୍ସ । ୧୪ ଘଣ୍ଟାରେ ରେକର୍ଡ ଭାଙ୍ଗି ଅସମ୍ଭବକୁ ସମ୍ଭବ କରିବାରେ ସଫଳ ହୋଇଛନ୍ତି ସଲମାନ । ୧୪ ଘଣ୍ଟା ମଧ୍ୟରେ ୩.୫ କୋଟି ଭ୍ୟୁ ଯାଇଥିବାର ଜଣାପଡିଛି ।

ମୁମ୍ବାଇରେ ଆୟୋଜିତ ଇଭେଣ୍ଟରେ ସଲମାନ ଏବଂ ରଶ୍ମିକା ମନ୍ଦନାଙ୍କ ସମେତ ପୁରା ଟିମ୍ ନଜରରେ ଆସିଥିଲେ । ଖୁବ ଧୂମଧାମରେ ରବିବାର ଦିନ ମୁଭିର ଟ୍ରେଲରଟିକୁ ରିଲିଜ କରାଯାଇଥିଲା । ସିକନ୍ଦର ମୁଭିର ଟ୍ରେଲରକୁ ଖୁବ ପସନ୍ଦ କରିଛନ୍ତି ଦର୍ଶକ । ଯାହାର ଝଲକ ସୋସିଆଲ ମିଡିଆରୁ ଦେଖିବାକୁ ମିଳୁଛି । ପ୍ରଶଂସକମାନେ ସଲମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ କମେଣ୍ଟରେ ଫିଲ୍ମକୁ ନେଇ ଭଲ ମତାମତ ଦେଇଛନ୍ତି । ଫିଲ୍ମ ଦେଖିବା ପାଇଁ ଅଧର୍ଯ୍ୟ ହୋଇପଡିଛନ୍ତି ଦର୍ଶକ ।

ସଲମାନଙ୍କ ପ୍ରଶଂସକମାନେ ଟ୍ରେଲରକୁ ଦେଖିବା ପରେ ସଲମାନଙ୍କ ଦିୱାନା ହୋଇଯାଇଛନ୍ତି । ସଲମାନଙ୍କ ପ୍ରଶଂସାରେ ଅନେକ ପ୍ରତିକ୍ରିୟା ଦେଇଛନ୍ତି ଫ୍ୟାନ୍ସ । ଏହି ୩ମିନିଟର ଟ୍ରେଲରରେ ସଲମାନଙ୍କର ଏକ ବଡ ସିଗ୍ନେଚର ଅବତାର ଦେଖିବାକୁ ମିଳିଛି । ତାଙ୍କୁ ‘ରାଜକୋଟର ରାଜା’ ଭାବରେ ପରିଚୟ ଦିଆଯାଇଛି । ଅନ୍ୟପଟେ ଗୁଣ୍ଡାମାନଙ୍କୁ ପିଟୁଥିବାର ନଜର ଆସିଛନ୍ତି ଆକ୍ଟ୍ରେସ ରଶ୍ମିକା ମନ୍ଦନା । ତେବେ ୩୦ ମାର୍ଚ୍ଚରେ ଫିଲ୍ମହଲରେ ସିକନ୍ଦର ମୁଭିଟି ରିଲିଜ ହେବାକୁ ଯାଉଛି । ଯାହା ପାଇଁ ଦର୍ଶକ ବେଶ୍ ଉତ୍କଣ୍ଠାର ସହିତ ଅପେକ୍ଷା କରି ରହିଛନ୍ତି ।

Tags: bollywoodsalman khanSikandar
ShareTweetShareSend
Sanchar Live

Sanchar Live

Next Post
ବିଧାନସଭାରେ ବାଜିଲା ଝାଞ୍ଜ, ପୁଣି ବିରୋଧୀଙ୍କ ପ୍ରତିବାଦ…

ବିଧାନସଭାରେ ବାଜିଲା ଝାଞ୍ଜ, ପୁଣି ବିରୋଧୀଙ୍କ ପ୍ରତିବାଦ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.