Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଫେବ୍ରୁଆରୀ ୨ରେ ସରସ୍ବତୀ ପୂଜା : ଶ୍ରୀମନ୍ଦିର ନୀତି ପ୍ରଶାସକ

Sanchar Live by Sanchar Live
January 30, 2025
in ଓଡିଶା
0
ଫେବ୍ରୁଆରୀ ୨ରେ ସରସ୍ବତୀ ପୂଜା : ଶ୍ରୀମନ୍ଦିର ନୀତି ପ୍ରଶାସକ
0
SHARES
5
VIEWS
FacebookTwitter

ସରସ୍ବତୀ ପୂଜା ତାରିଖ ଦ୍ବନ୍ଦ୍ବ ଦୂର କଲେ ଶ୍ରୀମନ୍ଦିର ପ୍ରଶାସନ। ଫେବ୍ରୁଆରୀ ୨ ତାରିଖରେ ପାଳିତ ହେବ ସରସ୍ବତୀ ପୂଜା । ଏନେଇ ସୂଚନା ଦେଲେ ଶ୍ରୀମନ୍ଦିର ନୀତି ପ୍ରଶାସକ । ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ କହିଛନ୍ତି ନୀତି ପ୍ରଶାସକ।

ଅନ୍ୟପଟେ ଆସନ୍ତା ଫେବୃୟାରୀ ୨ କି ୩ ରେ ପବିତ୍ର ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବ ତାକୁ ନେଇ ଦ୍ବନ୍ଦ୍ୱ ଦେଖାଦେଇଥିଲା । ଭିନ୍ନ ଭିନ୍ନ ପାଞ୍ଜିରେ ରହିଛି ଭିନ୍ନ ଭିନ୍ନ ଆକଳନ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ୱୀକୃତି ପ୍ରାପ୍ତ ରାଧାରମଣ ପାଞ୍ଜିରେ ଉଭୟ ୨ ଓ ୩ ରେ ଶ୍ରୀମନ୍ଦିରରେ ବସନ୍ତ ଉତ୍ସବ ଓ ରଥ କାଠ ଅନୁକୂଳ ନେଇ ଉଲ୍ଲେଖ ରହିଛି ।

ଶାସ୍ତ୍ର ଅନୁଯାୟୀ ଷଷ୍ଠୀ ଯୁକ୍ତ ପଞ୍ଚମୀ ତିଥିରେ ହିଁ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ହେବା କଥା । ତେବେ ରିକ୍ତା ତିଥି ଚତୁର୍ଥୀ ଯୁକ୍ତ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା ଓ ରଥ କାଠ ଅନୁକୂଳ ଗ୍ରହଣୀୟ ନୁହେଁ । ଅନ୍ୟ ପଟରେ ଚାରି ପୀଠର ଶଙ୍କରାଚାର୍ଯ୍ୟଙ୍କ ଅନୁମୋଦନ ଓ ପରାମର୍ଶ ଅନୁଯାୟୀ କୁମ୍ଭମେଳା ସାହିସ୍ନାନ ଫେବୃୟାରୀ ୩ ତାରିଖରେ ହେଉଛି । ଶ୍ରୀମନ୍ଦିର ପ୍ରଶାସନ ଓ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ତ୍ରୁଟି ପାଇଁ ଏଭଳି ଦ୍ବନ୍ଦ୍ୱ ଉପୁଜୁଥିବା ପାଞ୍ଜି ସମୀକ୍ଷକ କହିଛନ୍ତି କିନ୍ତୁ ନୀତି ପ୍ରଶାସକ ସ୍ପଷ୍ଟ କରିଛନ୍ତି ୨ ତାରିଖରେ ହିଁ ସରସ୍ବତୀ ପୂଜା ହେବ ।

Tags: Pujarurisaraswati puja
ShareTweetShareSend
Sanchar Live

Sanchar Live

Next Post
ବିରାଟଙ୍କ ଝଲକ ପାଇଁ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି

ବିରାଟଙ୍କ ଝଲକ ପାଇଁ ଷ୍ଟାଡିୟମରେ ଦଳାଚକଟା ପରିସ୍ଥିତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରେମିକ ସହ ମିଶି ସ୍ବାମୀଙ୍କୁ ମାରିଦେଲା ସ୍ତ୍ରୀ
  • ଔଷଧ କିଣି ଘରକୁ ଫେରିବାବେଳେ ଭାସିଗଲେ ଯୁବକ
  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.