ସଂଚାର ବ୍ୟୁରୋ: ସମ୍ବଲପୁରରେ ଧୁମଧାମରେ ମହମ୍ମଦ ଜୟନ୍ତୀ ପାଳନ କରୁଛନ୍ତି ମୁସଲମାନ ଭାଇ ଭଉଣୀ l ମହମ୍ମଦ ଜୟନ୍ତୀ ପାଇଁ ଚାରିଆଡେ ଉତ୍ସାହର ମହୋଲ ଦେଖିବାକୁ ମିଳିଛି। ପ୍ରଶାସନର ଗାଇଡ ଲାଇନକୁ ମାନି ନିଜ ନିଜ ଅଞ୍ଚଳରେ ସମସ୍ତେ ଏହି ପର୍ବକୁ ପାଳନ କରୁଛନ୍ତି l ବିଶୃଙ୍ଖଳାକୁ ଏଡ଼ାଇବାକୁ ସହର ସାରା ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏନେଇ ଅଧିକ ସୂଚନା ଦେଇଛନ୍ତି ଆମ ସମ୍ବଲପୁର ପ୍ରତିନିଧି ସମୀର ଷଡ଼ଙ୍ଗୀ