ସଂଚାର ବ୍ୟୁରୋ: ସମ୍ବଲପୁର ଠେଲକୋଲି ଥାନା ଡେର୍ବା ଗାଁରେ ଅଭାବନୀୟ ଘଟଣା। ପୁଅକୁ କାଠ ଫାଳିଆରେ ପିଟି ପିଟି ମାରିଦେଲା ବାପା। ପଡୋଶୀ ଘର ଛେଳିକୁ ପୁଅ ମାରିଦେବାରୁ ଏପରି ନୃଶଂସ କାଣ୍ଡ ଭିଆଇଛି ବାପା। ନିଜ ୨୭ ବର୍ଷର ପୁଅକୁ ପିଟି ପିଟି ମାରିଦେଇଛି ବାପା। ହତ୍ୟା କରିବା ପରେ ବାପାକୁ ଥାନାରେ ଅଟକ ରଖିଛି ପୋଲିସ।