ସଂଚାର ବ୍ୟୁରୋ: ପୁଣି ସାଲିଆସାହିରୁ ଠାବ ହେଲା ଚୋରା ଦେଶୀ ମଦ ଭାଟି । ସଲିଆସାହି ନୀଳଚକ୍ର ନଗରରେ ଚାଲିଥିଲା ଦେଶୀ ମଦଭାଟି । ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଶହ ଶହ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ସହ ହଜାର ହାଜର ଲିଟର ପୋଚ ନଷ୍ଟ କରାଯାଇଛି । ଦଶହରା ପୂର୍ବରୁ ଏଭଳି ଚଢ଼ାଉ କରିଛି ଭୁବନେଶ୍ୱର ଅବକାରୀ ଟିମ ।।
© 2024 Sanchar News