Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ଗୁରୁବାରରେ ଜପ କରନ୍ତୁ ବାବାଙ୍କ ଏହିସବୁ ମନ୍ତ୍ର, ମିଳିବ ସାଇଙ୍କ କୃପା

Sanchar Live by Sanchar Live
November 7, 2024
in ଜୀବନ ଶୈଳୀ
0
ଗୁରୁବାରରେ ଜପ କରନ୍ତୁ ବାବାଙ୍କ ଏହିସବୁ ମନ୍ତ୍ର, ମିଳିବ ସାଇଙ୍କ କୃପା
0
SHARES
4
VIEWS
FacebookTwitter

ସଂଚାର ବ୍ୟୁରୋ: ସାଇ ମନ୍ଦିରରେ ପ୍ରତିଦିନ ଭକ୍ତଙ୍କ ଭିଡ ଥାଏ । କିନ୍ତୁ ଗୁରୁବାର ହେଉଛି ଏମିତି ଏକ ଦିନ, ଯାହା ଭଗବାନ ବିଷ୍ଣୁଙ୍କ ସହ ସାଇବାବାଙ୍କର ବି ବହୁତ ପସନ୍ଦ । କୁହାଯାଏ ସାଇମନ୍ଦିରରେ ବାବାଙ୍କ ସାମ୍ନାରେ ହାତ ଯୋଡ଼ି ହୃଦୟର ସମସ୍ତ ବ୍ୟଥା ଜଣାଇବା ଦ୍ୱାରା ବାବା ଆପଣଙ୍କ କଷ୍ଟ ଲାଘବ କରିବା ସହ ଆପଣଙ୍କ ସମସ୍ତ ମନୋବାଞ୍ଚା ପୂରଣ କରିଥାନ୍ତି । ଗୁରୁବାର ଦିନ ସାଇ ମନ୍ଦିରରେ ବାବାଙ୍କ ଦର୍ଶନ କରିବା ବହୁତ ଫଳଦାୟୀ ଅଟେ । ଯଦି କେହି ସାଇଙ୍କ କୃପା ପାଇବାକୁ ଚାହୁଁଥାନ୍ତି ତ କିଛି ମନ୍ତ୍ର ଦ୍ୱାରା ବାବାଙ୍କୁ ପ୍ରସନ୍ନ କରିପାରିବେ । ବାବାଙ୍କ ଏହି ମନ୍ତ୍ରକୁ ଜପ କଲେ ଖୁବ୍ ଶୀଘ୍ର ମିଳିଥାଏ ସାଇବାବାଙ୍କ କୃପା ମିଳିଥାଏ । ଜପ କରନ୍ତୁ ଏହି ସାଇ ମନ୍ତ୍ର
• ଓଁ ସାଇ ରାମ୍
• ଓଁ ସାଇ ଗୁରୁବାୟ ନମଃ
• ଓଁ ସାଇ ନମୋ ନମଃ
• ଓଁ ସାଇ ଦେବାୟ ନମଃ
• ଓଁ ଶିରିଡି ଦେବାୟ ନମଃ
• ଓଁ ସମାଧି ଦେବାୟ ନମଃ
• ଓଁ ସର୍ବଦେବାୟ ରୂପାୟ ନମଃ
• ଓଁ ଶିରିଡି ବାସାୟ ବିଦମହେ ସଚ୍ଚିଦାନନ୍ଦାୟ ଧୀମହି ସାଇଁ ପ୍ରଚୋଦୟାତ୍
• ଓଁ ମାଲିକାୟ ନମଃ
• ଜୟ ଜୟ ସାଇରାମ


ଏସବୁ ମନ୍ତ୍ର ବ୍ୟତୀତ ଆପଣ ଗୁରୁବାର ଦିନ ଛୋଟ ପିଲା,ବୃଦ୍ଧ ବ୍ୟକ୍ତି ବିଶେଷଙ୍କୁ,ତଥା ବୁଲା ଜୀବଜନ୍ତୁ ମାନଙ୍କୁ କିଛି ଖାଦ୍ୟ ଭୋଗ ଆକାରରେ ପ୍ରଦାନ କରନ୍ତୁ । ଏହା ଦ୍ବାରା ଆପଣଙ୍କୁ ବାବାଙ୍କ ଅସୀମ କୃପା ଲାଭ ହୋଇଥାଏ ।

Tags: saibabasiridi sai
ShareTweetShareSend
Sanchar Live

Sanchar Live

Next Post
ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ

ଶିମିଳିପାଳ ଅଭୟାରଣ୍ୟକୁ ଆସିବ ଆଉ ଏକ ବାଘୁଣୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.