Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଲେ କୋରିଓଗ୍ରାଫର୍ ରେମୋ ଡି’ସୁଜା

Sanchar Live by Sanchar Live
January 26, 2025
in ମନୋରଞ୍ଜନ
0
ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଲେ କୋରିଓଗ୍ରାଫର୍ ରେମୋ ଡି’ସୁଜା
0
SHARES
108
VIEWS
FacebookTwitter

ମହାକୁମ୍ଭ ୨୦୨୫ରେ ଦେଶ ଦୁନିଆରୁ ଲକ୍ଷ ଲକ୍ଷ ଭକ୍ତ ଆସୁଛନ୍ତି । ବଲିଉଡ୍ କୋରିଓଗ୍ରାଫର ରେମୋ ଡି’ସୁଜା ମଧ୍ୟ ଶନିବାର ମହାକୁମ୍ଭରେ ପହଞ୍ଚି ଆସ୍ଥାର ବୁଡ଼ ପକାଇଛନ୍ତି । ସେ ନିଜ ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଥିଲେ । କଳା କପଡ଼ାରେ ମୁହଁକୁ ଢାଙ୍କି ରଖିଥିଲେ । ପ୍ରଥମ ନଜରରେ ତାଙ୍କୁ ଚିହ୍ନବା କଷ୍ଟକର ଥିଲେ ବି ଜଣେ ମହିଳା କିନ୍ତୁ ଚିହ୍ନି ନେଇଥିଲେ । ସେ ସଙ୍ଗମ ପାର୍ଶ୍ଵ ସିଡି ଦେଇ ଯିବା ବେଳେ ମହିଳା ଜଣକ ତାଙ୍କୁ ଚିହ୍ନିଥିଲେ । ସେ ରେମୋଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ, ହେଲେ ରେମୋ ଅଟକି ନ ଥିଲେ ।

କୋରିଓଗ୍ରାଫର ନିଜର ଫଟୋ ଓ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏଥିରେ ସେ କଳା ପୋଷାକ ପିନ୍ଧି ହାତରେ ବ୍ୟାଗ୍ ଧରି ଚାଲୁଥିବାର ଦେଖାଯାଉଛି । ସାଥୀରେ ଅଛନ୍ତି ପତ୍ନୀ ଲିଜେଲ । ରେମୋ ସିଙ୍ଗମରେ ବୁଡ଼ ପକାଇବା ସହ ଧ୍ୟାନରେ ଲୀନ ଥିବା ଦେଖାଯାଇଛି । ସେ ଡଙ୍ଗାରେ ବସି ବୁଲିଥିଲେ । ପକ୍ଷୀମାନଙ୍କୁ ଦାନା ଖୁଆଇଥିଲେ । ପତ୍ନୀଙ୍କ ସହ ମହାକୁମ୍ଭରେ ପହଞ୍ଚିଥିବା ରେମୋ ସ୍ୱାମୀ କୈଳାଶାନନ୍ଦ ଗିରି ମହାରାଜଙ୍କ ପ୍ରବଚନ ଶୁଣିଥିଲେ ଏବଂ ଆଶୀର୍ବାଦ ନେଇଥିଲେ ।

ରେମୋଙ୍କ ଭିଡିଓ ଦେଖିଲେ ଲାଗୁଛି, ସେ ମହାକୁମ୍ଭରେ କିଛି ବି ଭିଆଇପି ଟ୍ରିଟମେଣ୍ଟ ନେଇନାହାନ୍ତି । ସେ ସାଧାରଣ ଶ୍ରଦ୍ଧାଳୁଙ୍କ ଭଳି ମହାକୁମ୍ଭ ଯାଇ ଆସ୍ଥାର ବୁଡ଼ ପକାଇଛନ୍ତି । ରେମୋଙ୍କ ସରଳତାକୁ ଦେଖି ଫ୍ୟାନମାନେ ତାଙ୍କ ଦିୱାନା ହୋଇଯାଇଛନ୍ତି । କମେଣ୍ଟ ସେକ୍ସନରେ ସେମାନେ ରେମୋଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି ।

କହି ରଖୁଛୁ, ରେମୋଙ୍କ ପୂର୍ବରୁ ବଲିଉଡ୍ ଅଭିନେତା ଅନୁପମ ଖେର ଓ ସିଙ୍ଗର ଗୁରୁ ରନ୍ଧାୱା ମଧ୍ୟ ମହାକୁମ୍ଭରେ ବୁଡ଼ ପକାଇଥିଲେ ।

Tags: KumbhamelaRemo disoja
ShareTweetShareSend
Sanchar Live

Sanchar Live

Next Post
ଦୟା ନଦୀର ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ BMC ର ଚିଠି

ଦୟା ନଦୀର ପ୍ରଦୂଷଣ ରୋକିବାକୁ ଜଳ ସମ୍ପଦ ବିଭାଗକୁ BMC ର ଚିଠି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.