ସଂଚାର ବ୍ୟୁରୋ: ଦୀର୍ଘଦିନ ଧରି ଯାତ୍ରା କଳାକାର ଓ ମାଷ୍ଟର ଙ୍କ ଭିତରେ ଲାଗିଥିବା ବିବାଦକୁ ନେଇବି ମୁଁହ ଖୋଲିଛନ୍ତି ରାଣୀ ପଣ୍ଡା । କହିଲେ “ଅଙ୍ଗୁରୁ ନ ଖାଇ ପାରିଲେ ଖଟା ” । ଭଲ ଅଭିନୟ ଜଣା ନାହିଁ ହେଲେ ମାଷ୍ଟର କୁ କରୁଛନ୍ତି ଟାର୍ଗେଟ। ଭଲ ବହି ଲେଖା ଯାଉଛି ହେଲେ ଅଭିନୟ ପାରୁନାହାନ୍ତି। କଳାକାର ଭଲ ମଣିଷ ନୁହଁନ୍ତି, ସେମାନେ ଭଲ ରାଇଟର ଡାଇରେକ୍ଟୋରିକୁ ଚିହ୍ନିବେ କେମିତି। କିଛି ଦିନ ତଳେ ଯାତ୍ରା ମହାବଳା ସଂଜୟ ଭୋଲ୍ ମାଷ୍ଟର ମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦ ଭିତରକୁ ପଶି ଯାଇଥିଲେ I ତେବେ ସଞ୍ଜୟଙ୍କ ନା ନନେଇ ସଞ୍ଜୟଙ୍କୁ ବିରୁଦ୍ଧରେ ଗର୍ଜିଲେ ରାଣୀ l