Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଜାଣନ୍ତୁ କଣ ହେଲା ନିଷ୍ପତ୍ତି

Sanchar Live by Sanchar Live
August 30, 2024
in ଓଡିଶା
0
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ, ଜାଣନ୍ତୁ କଣ ହେଲା ନିଷ୍ପତ୍ତି
0
SHARES
13
VIEWS
FacebookTwitter

ସଂଚାର ବ୍ୟୁରୋ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଶେଷ  । ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇଛି ।ନାଟମଣ୍ଡପକୁ ବାତାନୁକୂଳ କରିବାକୁ ନିଷ୍ପତ୍ତି ନିଆଯାଇଛି  ।  ବୟସ୍କ ଲୋକେ କିପରି ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯିବ । ସେବାୟତଙ୍କ କଲ୍ୟାଣ ଉପରେ ଆଲୋଚନା ହୋଇଛି  । ସ୍କଲାରସିପ, ସ୍ବାସ୍ଥ୍ୟ ବୀମା, ସ୍ପୋର୍ଟସରେ ଦିଆଯିବ ପ୍ରୋତ୍ସାହନ ।
ମହାପ୍ରଭୁଙ୍କ ଆୟ ବଢିଥିବା ଜଣାପଡିଛି  । ସେହିପରି ମହାପ୍ରଭୁଙ୍କ ଜମିର ସର୍ଭେ କରାଯିବ ।

ଆଡ଼ପ ପହଣ୍ଡି ବିଭ୍ରାଟର ପୁନରାବୃତ୍ତି ନ ହେବାକୁ ଗୁରୁତ୍ଵରୋପ କରାଯାଇଛି । ତଦନ୍ତ କମିଟି କେତେକ କାରଣ ଦର୍ଶାଇଛନ୍ତି ।ଭିଡିଓ ଦେଖି ଭଲ ଭାବେ ଆଉ ଥରେ ତଦନ୍ତ କରିବାକୁ କୁହାଯାଇଛି । କିଏ ଦାୟୀ, ତାହା ଜଣାଇବାକୁ କମିଟିକୁ କୁହାଯାଇଛି । ଅଭିଜ୍ଞ ସେବାୟତଙ୍କୁ ପହଣ୍ଡି ଦାୟିତ୍ଵ ଦେବାକୁ କୁହାଯାଇଛି । ପହଣ୍ଡି କୋଅର୍ଡିନେସନ କମିଟି ତିଆରି କରିବାକୁ କୁହାଯାଇଛି । ଜିଲ୍ଲାପାଳ, ଏସପିଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି । ପହଣ୍ଡିରେ କିଏ ରହିବ, କେତେ ଜଣ ରହିବେ, ତାହା ସ୍ଥିର ହେବ  । ସମ୍ଭବ ହେଲେ ଚାରମାଳର ଦୈର୍ଘ୍ୟ ବୃଦ୍ଧି କରାଯିବ । ସେବା ସମୟରେ ସେବାୟତମାନେ ମୋବାଇଲ ବ୍ୟବହାର କରିବେ ନାହିଁ । ପହଣ୍ଡି ବେଳେ ପ୍ରତ୍ଯେକ ଠାକୁରଙ୍କ ଦାୟିତ୍ଵରେ ଜଣେ ବରିଷ୍ଠ ଅଧିକାରୀ ରହିବେ । ଅନଧିକାର ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ବ୍ୟବସ୍ଥା ହେବ ।

Tags: purisrimandir parichalana commite
ShareTweetShareSend
Sanchar Live

Sanchar Live

Next Post
ଆସାମରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ

ସମ୍ପର୍କୀୟ ମାମୁଁ ସାଜିଲା ରାକ୍ଷସ, ନାବାଳିକା ଭାଣିଜୀକୁ ଦୁଷ୍କର୍ମ ପରେ କରିଥିଲା ହତ୍ୟା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.