ସଂଚାର ବ୍ୟୁରୋ: ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ଚନ୍ଦନପୁର ନିକଟରେ ଟ୍ରକକୁ ଧକ୍କା ଦେଲା ମୋ ବସ୍ l ବାଲି ବୋଝେଇ ଟ୍ରକକୁ ଧକ୍କା ଦେଇଥିଲା ମୋ ବସ୍ l ଦୁର୍ଘଟଣାରେ ମୋ ବସର ୧୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ମୋ ବସରେ ଆହତ ହୋଇଥିବା ଯାତ୍ରୀଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଉଛି l
ମୋ ବସରେ ପ୍ରାୟ ୩୦ଯାତ୍ରୀ ରହିଥିବା ସୂଚନା ମିଳିଛି l
© 2024 Sanchar News