Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ଏଣିକି ଜଗାକୁ ଜଗିବେ ଘରୋଇ ସୁରକ୍ଷା କର୍ମୀ,ଘରୋଇ ସଂସ୍ଥାକୁ ଚିଠି କଲା ଶ୍ରୀମନ୍ଦିର ପ୍ରଶାସନ

Sanchar Live by Sanchar Live
March 1, 2025
in ଓଡିଶା
0
ଏଣିକି ଜଗାକୁ ଜଗିବେ ଘରୋଇ ସୁରକ୍ଷା କର୍ମୀ,ଘରୋଇ ସଂସ୍ଥାକୁ ଚିଠି କଲା ଶ୍ରୀମନ୍ଦିର ପ୍ରଶାସନ
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ଶ୍ରୀମନ୍ଦିରରେ ଜେଟିପି କର୍ମଚାରୀ ନିୟୋଜନ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଘରୋଇ ସଂସ୍ଥାକୁ ଚିଠି କରାଯାଇଛି । ଏହାକୁ ନେଇ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମହା ପ୍ରଭୁଙ୍କ ସେବା ନେଇ ଦୀର୍ଘବର୍ଷ ହେବ ଜଗନ୍ନାଥ ଟେମ୍ପଲ ପୋଲିସ ବା ଜେଟିପି ନିୟୋଜିତ ହୋଇ ଆସୁଥିବା ବେଳେ ସେମାନଙ୍କର ନିଯୁକ୍ତି ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ନିଜେ କରି ଆସୁଥିଲା । ତେବେ ୭୫ଟି ଜେଟିପି ନିଯୁକ୍ତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଚିଠି କରାଯାଇଛି । ଚିଠିରେ ଭୁବନେଶ୍ଵର ସହିଦନଗରର ଏମ-ଏସ୍ ପ୍ରପର୍ଟି ସଲ୍ୟୁସନ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡକୁ ନିଯୁକ୍ତିରେ ସହଯୋଗ ପାଇଁ ନିବେଦନ କରାଯାଇଛି । ଏହି ଚିଠିର ନମ୍ବର ରହିଛି ୨୬୦୨/୨୭.୦୨.୨୦୨୫ । ଚିଠିରେ ୬୦ଜଣ ପୁରୁଷ ଓ ୧୫ଜଣ ମହିଳାଙ୍କୁ ଜେଟିପି ସ୍କ୍ୱାଡ୍ ଭାବେ ନିଯୁକ୍ତି ଦେବା ପାଇଁ ଚିଠିରେ ଦର୍ଶାଯାଇଛି । ଯାହା ବେଆଇନ ବୋଲି ବିଭିନ୍ନ ମହଲରେ ଅଭିଯୋଗ କରାଯାଇଛି । ଅନ୍ୟ ପକ୍ଷରେ ଶ୍ରୀମନ୍ଦିରରେ ସେବାୟତ ପରିବାରର ସଦସ୍ୟ ମାନଙ୍କୁ ଜେଟିପିରେ ନିଯୁକ୍ତି ପାଇଁ ବରିଷ୍ଠ ସେବାୟତ ଦାବି କରିଛନ୍ତି । ସେପଟେ ଜେଟିପି ନିଯୁକ୍ତିରେ ଘରୋଇ ସଂସ୍ଥାକୁ ଚିଠିକୁ ନେଇ ଦୁର୍ଣ୍ଣିତିର ଗନ୍ଧ ବାରି ହେଉଥିବା କହିଛନ୍ତି ବୁଦ୍ଧିଜୀବୀ ।.

Tags: jtpodishapuri
ShareTweetShareSend
Sanchar Live

Sanchar Live

Next Post
ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି

ବଦ୍ରିନାଥରେ ହିମସ୍ଖଳନ ଘଟଣାରେ ରେସ୍କ୍ୟୁ ଅପରେସନ ଜାରି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.