ସଂଚାର ବ୍ୟୁରୋ: ପୁରୀରେ ଥିବା କବାଡିଆ ଗୋଦାମରେ ଅଗ୍ନିକାଣ୍ଡ। ମଧୁବନ ତୃତୀୟ ଲେନ୍ ରେ ଥିବା କବାଡିଆ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଗୋଦାମରେ ଥିବା ବିଭିନ୍ନ ସାମଗ୍ରୀ ପୋଡି ଯାଇଥିବା ସୂଚନା ମିଳିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ପାଖରେ ଥିବା ଅଳିଆ ଗଦାରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।
© 2024 Sanchar News