Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ପୁରୀ ସମୁଦ୍ର କୂଳରେ ଅଜଣା କଣ୍ଟେନର

Sanchar Live by Sanchar Live
September 6, 2024
in ଓଡିଶା
0
ପୁରୀ ସମୁଦ୍ର କୂଳରେ ଅଜଣା କଣ୍ଟେନର
0
SHARES
0
VIEWS
FacebookTwitter

ସଂଚାର ବ୍ୟୁରୋ: ଗତକାଲି ପୁରୀ ସମୁଦ୍ରରେ ଭାସୁଥିବା ଅଜଣା କଣ୍ଟେନରଟି କୂଳରେ ଲାଗିଛି । ସମୁଦ୍ରର ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳକୁ ଚାଲି ଆଓିଛି  ।ଗତକାଲି ପୁରୀ ସମୁଦ୍ରରେ ଅଜଣା କଣ୍ଟେନର ଭାସମାନ ଅବସ୍ଥାରେ ଦୃଶ୍ୟମାନ ହୋଇଥିଲା । ଆଜି ଏହି କଣ୍ଟେନରଟି କୂଳରେ ଦେଖିବାକୁ ମିଳିଛି l ଅଜଣା କଣ୍ଟେନରକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଥିବା ବେଳେ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି l

ଗତକାଲି ସକାଳୁ ପେଣ୍ଠକଟା ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଉଥିବା ସମୟରେ ଏହି ଅଜଣା କଣ୍ଟେନର ଭାସୁଥିବାର ଦେଖିବାକୁ ପାଇଥିଲେ l  କୂଳକୁ ଆଣିବା ପାଇଁ ଚେଷ୍ଟା କରିବା ସତ୍ୱେ କଣ୍ଟେନରଟି ଅଧିକ ଓଜନ ଥିବାରୁ କୂଳକୁ ଆଣିପାରି ନଥିଲେ l ବିଳମ୍ବିତ ରାତିରେ ଉଚ୍ଚ ଲହଡି ମାଡ଼ରେ କଣ୍ଟେନରଟି କୂଳରେ ଲାଗିଥିବା କୁହାଯାଉଛି l ତେବେ ଏହି କଣ୍ଟେନର ଭିତରେ କ’ଣ ରହିଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁରୀ ଏସପି କହିଛନ୍ତି ।

Tags: contenarpuri
ShareTweetShareSend
Sanchar Live

Sanchar Live

Next Post
ଟିକେଟ ବଣ୍ଟାକୁ ନେଇ ହରିୟାଣା ବିଜେପିରେ ବିଦ୍ରୋହ

ଟିକେଟ ବଣ୍ଟାକୁ ନେଇ ହରିୟାଣା ବିଜେପିରେ ବିଦ୍ରୋହ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.