Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ନିଦ୍ରା ଅଭାବରୁ ହ୍ରାସପାଏ ପ୍ରୋଟିନ

Sanchar Live by Sanchar Live
April 13, 2025
in ଜୀବନ ଶୈଳୀ
0
ନିଦ୍ରା ଅଭାବରୁ ହ୍ରାସପାଏ ପ୍ରୋଟିନ
0
SHARES
3
VIEWS
FacebookTwitter

ଶୋଇବା ହେଉଛି ମାନସିକ ଏବଂ ଶାରୀରିକ କାର୍ଯ୍ୟକଳାପର ଏକ ଅବସ୍ଥା ଯେଉଁଥିରେ ଚେତନା ପରିବର୍ତ୍ତନ ହେବା ସହ ଏକ ନିର୍ଦ୍ଦିଷ୍ଟ ପରିମାଣରେ ସମ୍ବେଦନଶୀଳ କାର୍ଯ୍ୟକଳାପ ପ୍ରତିବନ୍ଧିତ ହୁଏ । ତେବେ ଏହି  କାର୍ଯ୍ୟବ୍ୟସ୍ତ ଜୀବନରେ ନିଦ୍ରା ହେଉଛି ଏକମାତ୍ର ଉପାୟ ଯାହା ଦ୍ୱାରା କ୍ଲାନ୍ତକୁ ଦୂରେଇଥାଏ । ହେଲେ ନିଦ୍ରା ଅଭାବ ଯୋଗୁ କାହିଁକି ଆମ ମସ୍ତିଷ୍କ କାମ କରେ ନାହିଁ? ମସ୍ତିଷ୍କ ଓ ନିଦର ସମ୍ପର୍କ କ’ଣ? ଗବେଷକଙ୍କ କହିବା ଅନୁସାରେ, ନିଦ ପୂରଣ ନ ହେବା ଦ୍ୱାରା ଆମ ମସ୍ତିଷ୍କକୁ ଖୁବ୍‌ କ୍ଷତି ପହଞ୍ଚେ । ଏହା ଦ୍ୱାରା ଅଲ୍‌ଝାଇମର୍ସ ଭଳି ସ୍ନାୟବିକ ରୋଗ ମଧ୍ୟ ହୋଇପାରେ । ଏକ ସଦ୍ୟ ଅଧ୍ୟୟନରୁ ଜଣାପଡ଼ିଛି, ଆମ ମସ୍ତିଷ୍କରେ ଏକ ସୁରକ୍ଷାତ୍ମକ ପ୍ରୋଟିନ୍‌ ଥାଏ । ନିଦ ପୂରଣ ନ ହେବା ଦ୍ୱାରା ତା’ର ସ୍ତର ହ୍ରାସ ପାଏ ।

ନିଦ୍ରା ଅଭାବ ଯୋଗୁ ମସ୍ତିଷ୍କର ମେମୋରି ହବ୍‌ ‘ହିପ୍ପୋକ୍ୟାମ୍ପସ୍‌’କୁ କ୍ଷତି ପହଞ୍ଚେ । ଏଥିଯୋଗୁ ସ୍ନାୟବିକ ରୋଗ ହୋଇଥାଏ । ନିଦ୍ରା ଅଭାବ ଦ୍ୱାରା ମସ୍ତିଷ୍କରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ବୁଝିବା ପାଇଁ ବୈଜ୍ଞାନିକମାନେ ମୂଷାଙ୍କ ଉପରେ ପରୀକ୍ଷା କରି ପ୍ରୋଟିନ୍‌ ଅଭାବ ଓ ଆର୍‌ଏନ୍‌ଏରେ ପରିବର୍ତ୍ତନର ଯାଞ୍ଚ୍‌ କଲେ । ସେମାନେ ମୂଷାଙ୍କୁ ଦୁଇଦିନ ଶୋଇବାକୁ ଦେଲେ ନାହିଁ । ଏହା ପରେ ମୂଷାଙ୍କ ଉପରେ ସ୍ମରଣଶକ୍ତି ପରୀକ୍ଷା କଲେ । ତା’ପରେ ମୂଷାଙ୍କ ହିପ୍ପୋକ୍ୟାମ୍ପିରେ ଉତ୍ପନ୍ନ ହେଉଥିବା ପ୍ରୋଟିନ୍‌କୁ ବାହାର କଲେ । ଏହାର ତଥ୍ୟକୁ ପର୍ଯ୍ୟାପ୍ତ ଶୋଇଥିବା ମୂଷାଙ୍କ ପ୍ରୋଟିନ୍‌ ସହ ତୁଳନା କରାଯିବା ପରେ  ଜଣାପଡ଼ିଲା କି  କମ୍‌ ଶୋଇଥିବା ମୂଷାଙ୍କଠାରେ ପ୍ଲିୟୋଟ୍ରୋଫିନ୍‌ ନାମକ ପ୍ରୋଟିନ୍‌ର ମାତ୍ରା କମିଯାଇଥିଲା । ଏହି ପ୍ରୋଟିନ୍‌ ମଣିଷର ହିପ୍ପୋକ୍ୟାମ୍ପସ୍‌ରେ ସୃଷ୍ଟି ହୁଏ । ଏହାର ଅଭାବ ଯୋଗୁ ହିପ୍ପୋକ୍ୟାମ୍ପସ୍‌ରେ ସୃଷ୍ଟି ହେଉଥିବା କୋଷିକା ନଷ୍ଟ ହେବାକୁ ଲାଗନ୍ତି । ଫଳରେ ମସ୍ତିଷ୍କ ଠିକ୍‌ରେ କାମ କରିପାରେ ନାହିଁ ଏବଂ  ସ୍ମରଣ ଶକ୍ତି ମଧ୍ୟ  ହ୍ରାସ ପାଇଥାଏ । ଏକ ଅଧୟନରୁ ଜଣାଯାଇଛି ଯେ ଗଭୀର ନିଦରେ ମସ୍ତିଷ୍କରୁ ଉତ୍ପନ୍ନ ତରଙ୍ଗ ଅତ୍ୟନ୍ତ ଧୀମା ଥାଏ । ଏହି ସମୟରେ ମସ୍ତିଷ୍କର ହିପ୍ପୋକ୍ୟାମ୍ପସ୍‌ ଓ ତର୍କ କରୁଥିବା ସେରେବ୍ରଲ୍‌ କୋର୍ଟେକ୍ସ ପରସ୍ପର ବାର୍ତ୍ତାଳାପ କରନ୍ତି । ଏହି ସମୟରେ ମସ୍ତିଷ୍କର ଭିନ୍ନ ଭିନ୍ନ ଅଂଶର ନ୍ୟୁରନ୍‌ ପରସ୍ପର ସହ ସୂଚନା ବିନିମୟ କରନ୍ତି ।

Tags: Helth tipslifestyleprotinsleep
ShareTweetShareSend
Sanchar Live

Sanchar Live

Next Post
ପବିତ୍ର ପଣା ସଂକ୍ରାନ୍ତି: ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ

ପବିତ୍ର ପଣା ସଂକ୍ରାନ୍ତି: ଆଜିଠାରୁ ଓଡ଼ିଆ ନୂଆ ବର୍ଷ ଆରମ୍ଭ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ୨୦ରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
  • ଆଜି ଚମ୍ପକ ଦ୍ୱାଦଶୀ ଅବସରରେ ମହାପ୍ରଭୁଙ୍କର ପାଳିତ ହେବ ଗୁଆଲି ଯାତ୍ରା
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବିବାହ ଉତ୍ସବ ସମ୍ପନ୍ନ
  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.