Monday, June 2, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home କ୍ରୀଡ଼ା

ଖୋଲୁଛି ଜ୍ୟୋତି-ପ୍ରିୟଙ୍କା ପେଡ଼ି

Sanchar Live by Sanchar Live
May 21, 2025
in କ୍ରୀଡ଼ା
0
ଖୋଲୁଛି ଜ୍ୟୋତି-ପ୍ରିୟଙ୍କା ପେଡ଼ି
0
SHARES
11
VIEWS
FacebookTwitter

ସଂଚାର ବ୍ୟୁରୋ: ଜ୍ୟୋତି ମାଲହୋତ୍ରା ଲିଙ୍କରେ ଆଜି ପଞ୍ଚମ ଦିନରେ ପ୍ରିୟଙ୍କା ସେନାପତିଙ୍କୁ ପଚରାଉଚରା ହେବ । ୪ ଦିନ ପଚରାଉଚରା ସରିଲାଣି । ଜୋରଦାର ହେଉଛି ଖୋଳତାଡ଼ । ଜ୍ୟୋତି ମାଲହୋତ୍ରା ପୁରୀ ଆସିବା ବେଳେ ତାଙ୍କୁ ବୁଲାବୁଲିରେ ସଂପୂର୍ଣ୍ଣ ସହାୟତା କରିଥିଲେ ପ୍ରିୟଙ୍କା । ଜ୍ୟୋତି ମାଲହୋତ୍ରାଙ୍କ ସହ କେଉଁ କେଉଁ ଜାଗା ବୁଲିଥିଲେ, କାହା ସଂସ୍ପର୍ଶରେ ଆସିଥିଲେ, ଜ୍ୟୋତି କାହା ସହ ପରିଚୟ କରାଇଥିଲେ, ଏନେଇ ତନାଘନା କରାଯାଉଛି ।  ସୋସିଆଲ ମିଡିଆ ପୋଷ୍ଟରୁ ଉଭୟଙ୍କ ମଧ୍ୟରେ ସଂପର୍କ ଅତି ଘନିଷ୍ଟ ଥିବା ସ୍ପଷ୍ଟ ଜଣାପଡୁଛି ।  ଜ୍ୟୋତିଙ୍କ ସହ ଲିଙ୍କ ନେଇ ଏନଆଇଏ, ଆଇବି, ରାଜ୍ୟ ଗୁଇନ୍ଦା ଓ ପୁରୀ ପୋଲିସ ତଦନ୍ତ ଚଳାଇଛନ୍ତି ।

ଜ୍ୟୋତିଙ୍କ ପୁରୀ ବୁଲିବା ଓ ଦିନ ତମାମ ବ୍ଲଗ୍ କରିବା ସମୟରେ ସହଯୋଗ କରିଥିଲେ ପ୍ରିୟଙ୍କା । ପରେ ଭିଡିଓକୁ ଅକ୍ଟୋବର ୪ ତାରିଖରେ ନିଜ ସୋସିଆଲ ଆକାଉଣ୍ଟରେ ଅପଲୋଡ କରିଥିଲେ ଜ୍ୟୋତି । ତେବେ ଜ୍ୟୋତି ଗିରଫ ହେବା ପରେ ମେ ୧୭ ତାରିଖରେ ପ୍ରିୟଙ୍କା ନିଜ ୟୁଟ୍ୟୁବରୁ ୨୫ଟି ଭିଡିଓ ଡିଲିଟ କରିଦେଇଛନ୍ତି । ଏହା ସହ ନିଜ ଇନଷ୍ଟା ଆକାଉଣ୍ଟକୁ ରେଷ୍ଟ୍ରିକ୍ଟ କରିଦେଇଛନ୍ତି । ଡିଲିଟ ହୋଇଥିବା ଭିଡିଓରେ କଣ କଣ୍ଟେଣ୍ଟ ଥିଲା? କାହିଁକି  ପ୍ରିୟଙ୍କା ଏହାକୁ ଡିଲିଟ କଲେ? ତାଙ୍କ ଲାପଟପ ଓ ମୋବାଇଲର ଫରେନସିକ ଯାଞ୍ଚ କରୁଛି ତଦନ୍ତକାରୀ ସଂସ୍ଥା । ଜ୍ୟୋତି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜାଣିଥିଲେ କି ପ୍ରିୟଙ୍କା ? ସଂଦେହ ବଢ଼ୁଛି ।

Tags: Pakistan linkpriyanka
ShareTweetShareSend
Sanchar Live

Sanchar Live

Next Post
ବାଲାଂଦେଶ ଯାଇଥାନ୍ତେ ଜ୍ୟୋତି

ବାଲାଂଦେଶ ଯାଇଥାନ୍ତେ ଜ୍ୟୋତି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ପ୍ରତିଦିନ କେତେ ପରିମାଣର ଅଖରୋଟ ଖାଇବା ଉଚିତ ? ଜାଣନ୍ତୁ…
  • ଆଗାମୀ ୫ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ଦ୍ବିଗୁଣିତ କରିବା ପାଇଁ ଆମ ସରକାର ପ୍ରୟାସଶୀଳ : ମୁଖ୍ୟମନ୍ତ୍ରୀ
  • ଉତ୍ତମ ମହାନ୍ତିଙ୍କ ଅସ୍ଥି ବିସର୍ଜନ କଲେ ବାବୁସାନ
  • କଳିଙ୍ଗ ଷ୍ଟୁଡିଓର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ରାଜଧାନୀରେ ସିଭିଲ ଡିଫେନ୍ସର ତାଲିମ ଶିବିର

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.