Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଅପରାଧ

ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ପ୍ରଦୀପ ପରିଡ଼ା

Sanchar Live by Sanchar Live
November 5, 2024
in ଅପରାଧ
0
ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ପ୍ରଦୀପ ପରିଡ଼ା
0
SHARES
7
VIEWS
FacebookTwitter

ସଂଚାର ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ପୋଲିସ କବଜାରେ ମୋଷ୍ଟ ୱାଣ୍ଟେଡ ଅପରାଧୀ । ଆନ୍ତଃରାଜ୍ଯ କ୍ରିମିନାଲ ପ୍ରଦୀପ ପରିଡ଼ାକୁ ଗିରଫ କରିଛି ପୋଲିସ୍ । ପ୍ରଦୀପ ବିରୋଧରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସମେତ ଓଡିଶାର ବିଭିନ୍ନ ଥାନା ୪ଟି ନରହତ୍ୟା ଓ ୨୦ରୁ ଉର୍ଦ୍ଧ୍ବ ଡକାୟତି, ଦାଦାବଟି ଓ ରାହାଜାନି ମାମଲା ରହିଛି । ପ୍ରଦୀପ ପରିଡାକୁ ଖଲ୍ଲିକୋଟ ଥାନା ପୋଲିସ କେଶପୁର ଅଞ୍ଚଳରୁ ଗିରଫ କରିଛି । ଖଲ୍ଲିକୋଟ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଛତ୍ରପୁର ଏସଡ଼ିପିଓ ଗୌରହରୀ ସାହୁ ଏହି ସୂଚନା ଦେଇଛନ୍ତି । ଗତ ଏପ୍ରିଲ ୨୬ ତାରିଖରେ ଗଞ୍ଜେଇ ବେପାରରେ ପଇସା ଭାଗବଣ୍ଟାକୁ କେନ୍ଦ୍ର କରି ପ୍ରଦୀପ ପରିଡା ଆସି ତୋଟା ଗାଁର ଗୋଲକ ବାରିକଙ୍କ ପୁଅ କାହ୍ନା ଘର ଆଗରେ ଦୁଇରାଉଣ୍ଡ ଗୁଳିଚାଳନା କରିବା ସହ ଆକ୍ରମଣ କରିଥିଲା । ଏନେଇ କାହ୍ନର ଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପ୍ରଦୀପ କେଶପୁର ଅଞ୍ଚଳରେ ଥିବା ଜାଣିବା ପରେ ପୋଲିସ୍ ଯୋଜନାବଦ୍ଧ ଭାବେ ତାକୁ କାବୁ କରିବାରେ ସକ୍ଷମ ହୋଇଛି । ପ୍ରଦୀପ ଠାରୁ ଏକ ୯ ଏମଏମ ପିସ୍ତଲ ଗୁଳି ଜବତ କରିଛି ପୋଲିସ୍ । ପ୍ରଦୀପ ବିରୋଧରେ ଗଞ୍ଜାମର ଧରାକୋଟ, କୋଦଳା, ଝାରସୁଗୁଡା, ବାଲୁଗାଁ, ବାଣପୁର, ଭୁବନେଶ୍ୱର, ଚମାଖଣ୍ଡି ଆଦି ଥାନାରେ ପ୍ରାୟ ୨୭ ଟି ମାମଲା ରହିଛି । ପ୍ରଦୀପର ଗିରଫଦାରୀ ନେଇ ଓଡିଶାର ବିଭିନ୍ନ ଥାନାକୁ ସୂଚନା ଦିଆଯାଇଛି ବୋଲି ଏସଡିପିଓ ଗୌରହରୀ ସାହୁ ଓ ଆଇଆଇସି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।

ShareTweetShareSend
Sanchar Live

Sanchar Live

Next Post
ତିନି ମାସର ଚାଉଳ ଆଗୁଆ ପ୍ରଦାନ କର : ମୁଖ୍ୟମନ୍ତ୍ରୀ

ତିନି ମାସର ଚାଉଳ ଆଗୁଆ ପ୍ରଦାନ କର : ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.