ହସ୍ପିଟାଲାରେ ଆହତ ପୋଲିସ କର୍ମଚାରୀଙ୍କୁ ଭେଟିବା ପରେ ରାଗିଗଲେ ପୋଲିସ ଡିଜି । କହିଲେ ମୁଁ ଆହତଙ୍କୁ ଭେଟିବାକୁ ଆସିନି । ମୁଁ ଅସାମାଜିକ ମାନଙ୍କ କାର୍ଯ୍ୟକଳାପ ଦେଖିବା ପାଇଁ ଆସିଥିଲି । ଯେଉଁ ମାନେ ପୋଲିସ ବର୍ଦ୍ଦିରେ ହାତ ଦେଇଛନ୍ତି କାହାରିକୁ ବି ଛଡ଼ା ଯିବ ନାହିଁ । ଖୋଜି ଖୋଜି ଜେଲରେ ଭର୍ତ୍ତି କରାଯିବ। ଅସାମାଜିକ କାର୍ଯ୍ୟ କଲେ କାହାରିକୁ ଛାଡ଼ିବୁ ନାହିଁ ।ପୋଲିସ ବର୍ଦିରେ ହାତ ଦେଲେ କାହାକୁ ବି ଛାଡ଼ିବୁ ନାହିଁ । ତାଙ୍କ ବିରୁଦ୍ଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।