ସଂଚାର ବ୍ୟୁରୋ: ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ l ଅଭିଯୁକ୍ତ ଜଣଙ୍କ ହେଲେ ଗୋଛାପଡା ଥାନା ଅଂଚଳର ୩୧ ବର୍ଷୀୟ ଅନନ୍ତ କୁଦେଇ l ଅଭଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ଗୋଛାପଡା ପୋଲିସ l ୧୬ ତାରିଖ ବୁଧବାର ସନ୍ଧ୍ୟାରେ ଶିଶୁଟିକୁ ବିସ୍କୁଟ ଲୋଭ ଦେଖାଇ ନିକଟସ୍ଥ ସେନେସୁନାଘାଟିକୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିବା ଶିଶୁର ମାଆ ଗୋଛାପଡା ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାରରେ ଥାନା ଅଧିକାରୀ ଚିରଞ୍ଜୀବୀ ବେହେରା ଅଭିଯୁକ୍ତକୁ ଧରି ଥାନାରେ ପଚାର ଉଚରା କରିବା ପରେ ଆଜି କୋର୍ଟ ଚାଲାଣ କରିଛନ୍ତି ।