Saturday, June 7, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ରାଜନୀତି

କେବେ ସରିବ ପିସିସି କଳି

Sanchar Live by Sanchar Live
August 10, 2024
in ରାଜନୀତି
0
କେବେ ସରିବ ପିସିସି କଳି
0
SHARES
29
VIEWS
FacebookTwitter

ସଂଚାର ବ୍ୟୁରୋ: ସରୁନି ପିସିସି କଳି । କାହାକୁ ପିସିସି ସଭାପତି କରାଯିବ ସେ ନେଇ କୌଣସି ନିଷ୍ପତ୍ତି ହୋଇପାରୁନାହିଁ । ତିନି ସପ୍ତାହରୁ ଅଧିକ ସମୟ ବିତିଗଲାଣି । ହେଲେ ପିସିସି ସଭାପତି କିଏ ହେବ ସେ ନେଇ ସସପେନ୍ସ ହଟୁନି । ଅନ୍ଯପଟେ ଅନେକ ବରିଷ୍ଠ ନେତା ଆଉ ପିସିସି ସଭାପତି ହେବାକୁ ସିଧା ମନା କରିଦେଇଛନ୍ତି । ଜଣକ ପରେ ଜଣେ ନେତା ଓହରିଯାଉଛନ୍ତି । କମିଟି ଭାଙ୍ଗିବା ପରେ ବି ଏଯାଏ ହାଇକମାଣ୍ଡ ନୂଆ ପିସିସି ସଭାପତି ନା ଘୋଷଣା କରିନାହାନ୍ତି l

ପିସିସି ସଭାପତି ରେସରେ ମୁଁ ନାହିଁ , କିଏ କହିଲେ ବି ହେବାର ନାହିଁ ବୋଲି ପୂର୍ବତନ ପିସିସି ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି l ବରିଷ୍ଠ ନୁହେଁ, ଯୁବ ଗୋଷ୍ଠୀଙ୍କୁ କଂଗ୍ରେସର ନେତୃତ୍ଵ ନେବାକୁ ଛଡ଼ାଯାଉ ବୋଲି ନିରଂଜନ ପ୍ରସ୍ତାବ ଦେଇଛନ୍ତି l ଅନ୍ୟପଟେ ଜୟଦେବ ଜେନା କହିଛନ୍ତି ଯେ ଦୁଇଥର ପିସିସି ସଭାପତି ହୋଇଛି l ଆଉ ହେବାକୁ ଇଛା ନାହିଁ l ହାଇକମାଣ୍ଡ ଯାହାକୁ ପିସିସି ସଭାପତି କରିବେ, ସେ ତାଙ୍କୁ ସହଯୋଗ କରିବେ ବୋଲି କହିଛନ୍ତି l

ସେହିପରି ଏଆଇସିସି ତୁରନ୍ତ ପିସିସି ସଭାପତି ନା ଘୋଷଣା କରନ୍ତୁ ବୋଲି ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି l ଜଣେ ଦକ୍ଷ ନେତାଙ୍କୁ ପିସିସି ସଭାପତି ଦାୟିତ୍ୱ ଦିଆଯାଉ l ଯେହେତୁ ବରିଷ୍ଠମାନେ ପିସିସି ସଭାପତି ହେବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି, ତାହା ଯୁବ ନେତାଙ୍କ ପାଇ ସୁବର୍ଣ୍ଣ ସୁଯୋଗ l ଏପରି କରି ଓଡିଶା କଂଗ୍ରେସ ସଂଗଠନକୁ ଚଳଚଞ୍ଚଳ କରିବାକୁ ଏଆଇସିସି ଫୋକସ କରୁ ବୋଲି ତାରା ପ୍ରସ୍ତାବ ଦେଇଛନ୍ତି l

Tags: odishapccpolitics
ShareTweetShareSend
Sanchar Live

Sanchar Live

Next Post
ଖୋଲୁଛି ରଙ୍ଗିଲା ରୋମିଓ ସତ୍ୟଜିତର ଗୁମର

ଠକେଇ ଟଙ୍କାରେ କାର ସହ ଜମି କିଣିଛି ରୋମିଓ ସତ୍ୟଜିତ

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ରଥଯାତ୍ରା: ପରିଚାଳନ ପାଇଁ ମନ୍ତ୍ରୀସ୍ତରୀୟ କମିଟି ଗଠନ କଲେ ରାଜ୍ୟ ସରକାର
  • ସରିଲା ରାଜ୍ୟ କ୍ୟାବିନେଟନ୍‌ର ଗୁରତ୍ବପୂର୍ଣ୍ଣ ବୈଠକ, ୪ ପ୍ରସ୍ତାବରେ ବାଜିଲା ମୋହର
  • ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ମୃତ ୨ ଗୁରୁତର
  • ସୋଆ କ୍ୟାମ୍ପସରେ NHRC ଅଧ୍ୟକ୍ଷ
  • ସୋଆ ଏସ୍‌ଏଚ୍‌ଏମ୍ ପକ୍ଷରୁ ରନ୍ଧନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ‘ୱି କ୍ୟାନ୍ କୁକ୍‌’ ଆଣ୍ଡ ‘ୱି କ୍ୟାନ୍ ବେକ୍‌’ ଉଦ୍‌ଯାପିତ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.