Friday, June 20, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ବିଦେଶ

କାନ୍ଦିଲେ ପାକିସ୍ତାନୀ ଟିଭି ଆଙ୍କର, ଦେଖନ୍ତୁ Live ଭିଡିଓ

Sanchar Live by Sanchar Live
May 7, 2025
in ବିଦେଶ
0
କାନ୍ଦିଲେ ପାକିସ୍ତାନୀ ଟିଭି ଆଙ୍କର, ଦେଖନ୍ତୁ Live ଭିଡିଓ
0
SHARES
203
VIEWS
FacebookTwitter

ରାତି ପାହିଲା ବେଳକୁ ପାକିସ୍ତାନ ଧୁଆଁ ମୟ । ମାତ୍ର ୨୫ ମିନିଟ୍‌ରେ ଛାରଖାର ହୋଇଗଲା ପାକିସ୍ତାନର ୯ଟି ଅଞ୍ଚଳ । ଗୋଟିଏ କି ଦୁଇଟି ନୁହେଁ ୨୫ ମିନିଟ୍‌ ଭିତରେ ଏକାଥରକେ ୨୬ ମିସାଇଲ ମାଡ଼ କଲା ଭାରତ । ଭାରତ ନିଜ ସୀମା ଭିତରେ ରହି ଏହି ମିସାଇଲ ମାଡ଼ କରିଥିବା ଜଣାପଡ଼ିଛି । ଏହି ମିସାଇଲ ଆଟାକ୍‌ ପରେ ଏବେ ପାକିସ୍ତାନ ଗଣମାଧ୍ୟମରେ ପଡ଼ିଛି କାନ୍ଦ ବୋବାଳି । ଯାହାର ଭିଡିଓ ଏବେ ଖୁବ୍‌ ଭାଇରାଲ ହେଉଛି । ଯେଉଁ ଗଣମାଧ୍ୟମ ପହଲଗାମ ଘଟଣା ପରେ ପାକିସ୍ତାନର ପାଓ୍ୱାରକୁ ନେଇ ଗର୍ବ କରୁଥିଲା ସେହି ଗଣମାଧ୍ୟମରେ ଏବେ କାନ୍ଦ ବୋବାଳି ପଡ଼ିଛି ।

ଭାଇରାଲ ହେଉଥିବା ଭିଡିଓରେ ଜଣେ ଗଣମାଧ୍ୟମ ଉପସ୍ଥାପିକା ବା ଆଙ୍କର ଏହି ଖବର ପରିବେଶଣ କରୁଥିବା ବେଳେ କାନ୍ଦି କାନ୍ଦି ଖବର ପଢ଼ୁଛନ୍ତି । ସେଥିରେ ସେ କହୁଛନ୍ତି ‘ଯାହା ହେଲେ ଠିକ୍ ହେଲାନି । ଏମିତି ହେବାର ନଥିଲା । ଏଥିରେ ଅନେକ ଜୀବନ ଚାଲିଯାଇଛି । ଯେଉଁମାନଙ୍କର ମୃତ୍ୟୁ ହୋଇଛି ସେମାନଙ୍କର ଆଲ୍ଲାଙ୍କ ସହ ଭେଟ ହେବ । ସେମାନେ ନିଶ୍ଚିତ ଆଲ୍ଲାଙ୍କୁ କହିବେ, ଏଠି ଆମେ କେମିତି ରହୁଛୁ । ଆମ ସହ କିଭଳି ପରିସ୍ଥିତି ଉପୁଜିଛି ।’ ତାଙ୍କର ଏହି ଭିଡିଓକୁ ନେଇ ଏବେ ଟ୍ରୋଲ କରୁଛନ୍ତି ୟୁଜର…

ଅନ୍ୟପଟେ ଏହି Operation Sindoor ପହଲଗାମ ଆତଙ୍କୀ ହମ୍‌ଲାର ଜବାବ ବୋଲି କହିଛି ଭାରତ । ୱିଙ୍ଗ କମାଣ୍ଡର ବ୍ୟୋମିକା, କର୍ଣ୍ଣେଲ ସୋଫିଆ କ୍ୟୁରେସୀ ଏହି ସୂଚନା ଦେଇଛନ୍ତି । ସେମାନେ କହିଛନ୍ତି, ସବୁ ତଥ୍ୟ ପ୍ରମାଣ ମିଳିବା ପରେ ଆକ୍ରମଣ ହୋଇଛି । କେବଳ ଆତଙ୍କୀ ଆଡ୍ଡାକୁ ସଠିକ୍ ଭାବେ ଟାର୍ଗେଟ୍‌ କରାଯାଇଛି । କୌଣସି ବେସାମରିକ ଅଞ୍ଚଳ ଉପରେ ଆକ୍ରମଣ ହୋଇନି । ଯେଉଁ ୯ଟି ଆଡ୍ଡା ସ୍ଥଳ ଉପରେ ଆକ୍ରମଣ ହୋଇଛି, ସେନେଇ ମଧ୍ୟ ସ୍ପଷ୍ଟ କଲେ ।

ଖାଲି ସେତିକି ନୁହେଁ, ଭିଜୁଆଲ ଦେଖାଇ କେଉଁ ସ୍ଥାନରେ ଆକ୍ରମଣ ଜଣାଇଲେ । ପାକିସ୍ତାନ ଭୂଖଣ୍ଡରେ ହୋଇଥିବା ଆକ୍ରମଣ କଥା ବି ସ୍ପଷ୍ଟ କଲେ । ଏମାନେ ପୂର୍ବରୁ ଭାରତରେ କେଉଁ ଆକ୍ରମଣରେ ସଂଶ୍ଲିଷ୍ଟ ଥିଲେ ତାହା ବି ଜଣାଇଲେ । ସଠିକ ସ୍ଥାନ ଓ ସମୟର ପୂରା ପ୍ରମାଣ ରଖିଲେ ଦେଶବାସୀଙ୍କ ଆଗରେ । ସୀମାଠୁ ୧୦୦ କିମି ଦୂର JeM କ୍ୟାମ୍ପ୍‌ ଛାରଖାର ହୋଇଛି କହିଲେ ।

Bro….wtf is wrong with Pakistani Media 😂🤣😅 pic.twitter.com/bff5zZIMmV

— Incognito (@Incognito_qfs) May 7, 2025

Tags: crypakistantv anchorviral video
ShareTweetShareSend
Sanchar Live

Sanchar Live

Next Post
ଅପରେସନ ସିନ୍ଦୂର ଦ୍ୱାରା ଦୋହଲିଗଲା ପାକିସ୍ତାନର ସେୟାର ବଜାର

ଅପରେସନ ସିନ୍ଦୂର ଦ୍ୱାରା ଦୋହଲିଗଲା ପାକିସ୍ତାନର ସେୟାର ବଜାର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ
  • ତେଲ ପକାଇବାକୁ ଯାଉଛନ୍ତି କି? ଜାଣନ୍ତୁ ଆପଣଙ୍କ ସହରରେ କଣ ରହିଛି ଦାମ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.