ଭୁବନେଶ୍ୱର : ରାଜ୍ୟରେ ବର୍ତ୍ତମାନ ଶୀତ ଗାୟବ ହୋଇଯାଇଛି । କାଳିଠୁ ରାଜ୍ୟ ସାରା ଟାଇଁ ଟାଇଁ ଖରା ହେବ । ସପ୍ତାହେ ଯାଏଁ ଖରାରୁ ତ୍ରାହି ନାହିଁ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ୱାନୁମାନ କରିଛି । ଦିନଓ ରାତିରେ ତାପମାତ୍ରା ଅଧିକ ରହିବି । ୪ରୁ ୫ ଦିନ ଯାଏଁ ତାପମାତ୍ରା ଅଧିକ ରହିବ । ସ୍ୱାଭାବିକ ଠାରୁ ୨ରୁ ୪ ଡିଗ୍ରୀ ଯାଏଁ ପାରଦ ଚଢିଛି । ରାଜ୍ୟର ଅଧିକାଂଶ ସହରରେ ତାପମାତ୍ରା ବଢିଛି । ତାପମାତ୍ରା ବୃଦ୍ଧି ସହ ଅସ୍ତବ୍ୟସ୍ତ କରିବ ଘନ କୁହୁଡି । ଘନ କୁହୁଡି ଆସନ୍ତା ୪୮ ଘଣ୍ଟା ଯାଏଁ ଅସ୍ତବ୍ୟସ୍ତ କରିବ ।