Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

୬୭ଲକ୍ଷରୁ ଅଧିକ ଇ-କେୱାଇସି ଯାଞ୍ଚ ହୋଇନି

Sanchar Live by Sanchar Live
December 4, 2024
in ଓଡିଶା
0
୬୭ଲକ୍ଷରୁ ଅଧିକ ଇ-କେୱାଇସି ଯାଞ୍ଚ ହୋଇନି
0
SHARES
12
VIEWS
FacebookTwitter

ଭୁବନେଶ୍ୱର : ଏବେ ବି ରାଜ୍ୟର ୬୭ଲକ୍ଷରୁ ଅଧିକ ରାସନ କାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ହୋଇନି । ଏହି ତାଲିକାରେ ସବୁଠାରୁ ଆଗରେ ଗଞ୍ଜାମ ଜିଲ୍ଲା ରହିଛି । ଇ-କେୱାଇସି ଯାଞ୍ଚ ସଂକ୍ରାନ୍ତରେ ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମଗ୍ର ରାଜ୍ୟରେ ବର୍ତ୍ତମାନ ଆଧାର ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ରାଜ୍ୟରେ ଥିବା ମୋଟ୍ ୩,୩୬,୩୫,୯୧୮ ଜଣ ରାସନକାର୍ଡ ହିତାଧକାରୀଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨,୬୯,୨୩,୮୩୦ଜଣ ହିତାଧିକାରୀଙ୍କ ଇ-କେୱାଇସି ଯାଞ୍ଚ କାର୍ଯ୍ୟ ସରିଲାଣି । ଆଉ ୬୭,୨୧,୨୯୯ ରାସକାର୍ଡଧାରୀଙ୍କ ଇ-କେୱାଇସି ଯାଞ୍ଚ ବାକି ଅଛି । ଏହି ତାଲିକାରେ ଗଞ୍ଜାମ ଜିଲ୍ଲାରେ ୫ଲକ୍ଷରୁ ଅଧିକ କାର୍ଡଧାରୀ ଥିବାବେଳେ କଳାହାଣ୍ଡି, ମୟୁରଭଞ୍ଜ, ନବରଙ୍ଗପୁରରେ ୪ଲକ୍ଷରୁ ଅଧିକ କରି, ବାଲେଶ୍ୱର, କେନ୍ଦୁଝର, କୋରାପୁଟ ଓ ସୁନ୍ଦରଗଡରେ ୩ଲକ୍ଷରୁ ଅଧିକ କରି, ବରଗଡ, ବଲାଙ୍ଗିର, କଟକ, ଯାଜପୁର, କେନ୍ଦ୍ରାପଡା, ଖୋରଧା, ପୁରୀ ଓ ରାୟଗଡାରେ ୨ଲକ୍ଷରୁ ଅଧିକ କରି ଏବଂ ଅନୁଗୁଳ, ଢେଙ୍କାନାଳ, ଗଜପତି, ଜଗତ୍ସିଂେହପୁର, କନ୍ଧମାଳ, ମାଲକାନଗିରି, ନୂଆପଡା ଓ ସମ୍ବଲପୁରରେ ୧ଲକ୍ଷ କରି ଲୋକ ଏହି ତାଲିକାରେ ରହିଛନ୍ତି । ସବୁଠାରୁ କମ୍ ୩୩,୧୩୮ ଜଣ କାର୍ଡଧାରୀ ଦେବଗଡ ଜିଲ୍ଲାରେ ଯାଞ୍ଚ ପ୍ରକ୍ରିୟାରେ ବର୍ତ୍ତମାନ ସୁଦ୍ଧା ସାମିଲ ହୋଇନାହାନ୍ତି ।
ମନ୍ତ୍ରୀ କହିଛନ୍ତି ଯେ ଆଧାର ଇ-କେୱାଇସି ଯାଞ୍ଚ ସମୟରେ ଚିହ୍ନଟ ହେଉଥିବା ମୃତ ହିତାଧିକାରୀଙ୍କୁ ବାଦ୍ ଦିଆଯାଇ ଆଗକୁ ପୁଣି ଯେତେ ସ୍ଥାନ ଖାଲି ହେବ, ସେହି ସ୍ଥାନରେ ଯୋଗ୍ୟ ଆବେଦନକାରୀଙ୍କୁ ନୂତନ ରାସନକାର୍ଡ ଯୋଗାଇ ଦିଆଯିବ ।

Tags: adharekyc
ShareTweetShareSend
Sanchar Live

Sanchar Live

Next Post
ଆପଣ ଜାଣନ୍ତି କି ? କାହିଁକି ଅଧିକ ସୁନ୍ଦର ଲାଗନ୍ତି ଜାପାନୀ ମହିଳା

ଆପଣ ଜାଣନ୍ତି କି ? କାହିଁକି ଅଧିକ ସୁନ୍ଦର ଲାଗନ୍ତି ଜାପାନୀ ମହିଳା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.