Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ରାଜନୀତିରୁ ସନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ଫେରିବାକୁ ଖୋଜୁଛନ୍ତି କି ଗଳାବାଟ ?

Sanchar Live by Sanchar Live
December 27, 2024
in ଓଡିଶା
0
ରାଜନୀତିରୁ ସନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ଫେରିବାକୁ ଖୋଜୁଛନ୍ତି କି ଗଳାବାଟ ?
0
SHARES
43
VIEWS
FacebookTwitter

ଭୁବନେଶ୍ବର: ସୋସିଆଲ ମିଡିଆ ‘ଏକ୍ସ’ରେ ନାହିଁ କାର୍ତ୍ତିକ ପାଣ୍ଡିଆନଙ୍କ ଆକାଉଣ୍ଟ। ଏ ନେଇ ନିଜେ କାର୍ତ୍ତିକ ପାଣ୍ଡିଆନ ତାଙ୍କ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ‘ଏକ୍ସ’ରେ ଆକାଉଣ୍ଟ ନ ଥିବା ନେଇ ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯାହାକୁ ନେଇ ଏବେ ରାଜନୀତିକ ମହାଲରେ ଆରମ୍ଭ ହୋଇଛି ଚର୍ଚ୍ଚା।

କୁହାଯାଉଛି କି, ରାଜନୀତିକୁ ପୁଣି ଫେରିବେ କି ପାଣ୍ଡିଆନ ? ରାଜନୀତିରୁ ସନ୍ୟାସ ନେଇଥିବା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ପୁଣି ଫେରିବାକୁ ଖୋଜୁଛନ୍ତି କି ଗଳାବାଟ ? ଏନେଇ ଏବେ ଆରମ୍ଭ ହୋଇଛି ରାଜନୈତିକ ଚର୍ଚ୍ଚା । କାରଣ ଅନ୍ଦର ମହଲରେ ଏବେ ବି ସକ୍ରିୟ ଅଛନ୍ତି ପାଣ୍ଡିଆନ । କ୍ୟାମେରା ଆଢ଼ୁଆଳରେ ରହୁଥିଲେ ବି ନବୀନଙ୍କ ପାଖେ ପାଖେ ରହୁଛନ୍ତି । ଆଉ ଦଳର ସବୁ ନିଷ୍ପତ୍ତିରେ ବି ରହୁଛି ତାଙ୍କର ଭାଗିଦାରି । ଏକଥା କେହି କହୁନଥିଲେ ବି, ନେତାଙ୍କ ଆଚରଣ ଓ ସୋସିଆଲ ମିଡିଆ ସବୁ କିଛି କହିଦେଉଛି । ଆଉ ଏହାର ସବୁଠାରୁ ବଡ଼ ଉଦାହରଣ ହେଲା ସୋସିଆଲ ମିଡିଆରେ ଏବେ ପାଣ୍ଡିଆନ ଫ୍ୟାନ୍‌ସ ଖୁବ୍‌ ଆକ୍ଟିଭ ରହିଛନ୍ତି । କୁହାଯାଉଛି କି, ମଝିରେ ମଝିରେ ଏଭଳି ପୋଷ୍ଟ କରି ଗଣମାଧ୍ୟମରେ ଚର୍ଚ୍ଚାରେ ରହିବ ପାଇଁ ଚେଷ୍ଟା କରୁଛନ୍ତି କି ପାଣ୍ଡିଆନ? କାରଣ ଯଦି ପାଣ୍ଡିଆନ ସେହି x ଆକାଉଣ୍ଟ ଚଳାଉନାହାନ୍ତି ତାହେଲେ ଚଳାଉଛି କିଏ? ସେହି ଆକାଉଣ୍ଟରେ ନିୟମିତ ଭାବେ ବିଜେପିକୁ ଟାର୍ଗେଟ କରିବ ଭଳି ପୋଷ୍ଟ ହେଉଛି ଏବଂ ପାଣ୍ଡିଆନଙ୍କ ଶାହା ବିଜେଡିର ଗୁଣଗାନା ମଧ୍ୟ କରାଯାଉଛି।

Tags: kartik pandianodisha politics
ShareTweetShareSend
Sanchar Live

Sanchar Live

Next Post
କୋହଲିଙ୍କ ପାଇଁ ଇରଫାନ- ମାଞ୍ଜରେକର କଥା କଟାକଟି

କୋହଲିଙ୍କ ପାଇଁ ଇରଫାନ- ମାଞ୍ଜରେକର କଥା କଟାକଟି

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ବି ବିପଦ ସଂଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା
  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.