Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଜୀବନ ଶୈଳୀ

ରାତିରେ ନିଦ ହେଉନି କି, ତେବେ କରନ୍ତୁ ଏହି ଉପାୟ ବିନା ମେଡିସିନରେ ଭଲ କାମ ଦେବ

Sanchar Live by Sanchar Live
December 5, 2024
in ଜୀବନ ଶୈଳୀ
0
ରାତିରେ ନିଦ ହେଉନି କି, ତେବେ କରନ୍ତୁ ଏହି ଉପାୟ ବିନା ମେଡିସିନରେ ଭଲ କାମ ଦେବ
0
SHARES
55
VIEWS
FacebookTwitter

ସଂଚାର ବ୍ୟୁରୋ: ଅନେକ ଲୋକ ଅଛନ୍ତି ଯେଉଁମାନଙ୍କୁ ରାତିରେ ନିଦ ହୁଏ ନାହିଁ । ସେଥିପାଇଁ ସେମାନେ ଯେତେବି ପ୍ରକାର ଚେଷ୍ଟା କରନ୍ତି ତଥାପି ସଫଳ ହୁଅନ୍ତିନାହିଁ । ଯଦି ଆପଣ ରାତିରେ ନିଦ ନ ହେବା ସମସ୍ୟାରେ ପୀଡିତ ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଏଥିପାଇଁ ଆପଣ ରାତିରେ ମେଡିସିନ୍ ନ ଖାଇ ବି କିଛି ଉପାୟକୁ ଆପଣାଇପାରିବେ । ତାହେଲେ ଆସନ୍ତୁ ଜାଣିବା କଣ ସେହି ନିୟମ ।

ପ୍ରତିଦିନ ଏପରି ଦିନଚର୍ଯ୍ୟା ପାଳନ କରିବା ଦ୍ୱାରା ଆପଣଙ୍କ ମସ୍ତିଷ୍କକୁ ଏହା ଅନୁଭବ ହେବ କି ଶୋଇବାର ସମୟ ଆସିଗଲା । ଏଥିପାଇଁ ପ୍ରତିଦିନ ଏକ ଧାର୍ଯ୍ୟ କ୍ରମରେ ବିଭିନ୍ନ ଗତିବିଧି ପାଳନ କରିବା ଜରୁରୀ ।
ମାନସିକ ଚାପ ଓ ଚିନ୍ତା କାରଣରୁ ଆପଣଙ୍କୁ ନିଦ ହେଉ ନ ଥିଲେ ଆପଣଙ୍କ ଲାଗି ପ୍ରାଣାୟମ ବିଶେଷ ଉପଯୋଗୀ ହେବ । ବିଛଣାରେ ଶୋଇ ଆପଣଙ୍କ ଜିଭକୁ ଆରାମ ଦିଅନ୍ତୁ ଓ ଏହାକୁ ଆପଣଙ୍କ ପାଟିର ତଳ ଭାଗରେ ସ୍ପର୍ଶ କରାନ୍ତୁ । ଏବେ ୪ ସେକେଣ୍ଡ ଲାଗି ଧୀରେ ଧୀରେ ନିଃଶ୍ୱାସ ନିଅନ୍ତୁ । ଏହାପରେ ୭ ସେକେଣ୍ଡ ଲାଗି ନିଃଶ୍ୱାସକୁ ଅଟକାନ୍ତୁ । ଶେଷରେ ୮ ସେକେଣ୍ଡ ଲାଗି ଧୀରେ ଧୀରେ ନିଃଶ୍ୱାସ ଛାଡନ୍ତୁ । ଏହାକୁ ସେ ପର୍ଯ୍ୟନ୍ତ କରନ୍ତୁ ଯେ ପର୍ଯ୍ୟନ୍ତ ଆପଣଙ୍କୁ ନିଦ ନ ଆସିଛି ।
ଶୋଇବାର ଏକ ଘଣ୍ଟା ପୂର୍ବରୁ ଟିଭି, ମୋବାଇଲ୍ କିମ୍ବା କମ୍ପ୍ୟୁଟର ଦେଖନ୍ତୁ ନାହିଁ ।
ଅତି କମ୍ରେ ଶୋଇବାର ଏକ ଘଣ୍ଟା ପୂର୍ବରୁ ଟିଭି, ମୋବାଇଲ୍ କିମ୍ବା କମ୍ପ୍ୟୁଟର ଦେଖନ୍ତୁ ନାହିଁ । କାରଣ ଏହାର ସ୍କ୍ରିନରୁ ଆସୁଥିବା ନୀଳ ଆଲୋକ ଆପଣଙ୍କ ଶରୀରରେ ମେଲାଟୋନିନ ହରମୋନ୍ ଉତ୍ପାଦନ କମ୍ କରିଦିଏ । ଏହି ହରମୋନ୍ ନିଦ ଆସିବାରେ ସହାୟକ ହୋଇଥାଏ ।
ମସ୍ତିଷ୍କକୁ କୌଣସି ଚିନ୍ତାରୁ ମୁକ୍ତ ରଖିବା ଓ ଶରୀରକୁ ଆରାମ ଦେବା ପାଇଁ କିଛି ଲେଖିବା ଠାରୁ ଭଲ ଉପାୟ ଆଉ କିଛି ନାହଁୁ । ଆପଣ ରାତିରେ ଶୋଇବା ପୂର୍ବରୁ ଯଦି ନିଜ ଡାଏରୀରରେ ସବୁ କିଛି ଲେଖି ରଖିବେ ତେବେ ଆପଣଙ୍କ ମନରୁ ଅଧିକାଂଶ ଚିନ୍ତା ଦୂରେଇଯିବ ଓ ଭଲ ନିଦ ବି ହେବ ।
ରାତିରେ ହାଲ୍କା ଖାଦ୍ୟ ଖାଆନ୍ତୁ ଓ ଶୋଇବାର ୩ ଘଣ୍ଟା ପୂର୍ବରୁ ଖାଦ୍ୟ ଖାଆନ୍ତୁ । ରାତିରେ ଏପରି ଖାଦ୍ୟ ଖାଆନ୍ତୁ ନାହିଁ ଯେଉଁଥିରେ ଚିନି, ପ୍ରସେସଡ୍ କାର୍ବୋହାଇଡ୍ରେଡ୍, ଫ୍ୟାଟ୍ ଓ କ୍ୟାଫିନବାଲା ଖାଦ୍ୟପଦାର୍ଥ ସାମିଲ ରହିଛି । ଶୋଇବା ପୂର୍ବରୁ କ୍ଷୀର ଓ କଦଳୀ ଖାଇବା ଦ୍ୱାରା ଆପଣଙ୍କୁ ଶୀଘ୍ର ନିଦ ଆସିବାରେ ସହାୟକ ହୋଇଥାଏ କାରଣ ଏଥିରେ ଟ୍ରିପ୍ଟୋଫେନ୍ ରହିଥାଏ ଯାହା ନିଦ ହେବାରେ ସହାୟକ ହୋଇଥାଏ ।

Tags: lifestylesleep
ShareTweetShareSend
Sanchar Live

Sanchar Live

Next Post
ନଜର ପକାନ୍ତୁ ଆଜିର ରାଶିଫଳ ଉପରେ…

ନଜର ପକାନ୍ତୁ ଆଜିର ରାଶିଫଳ ଉପରେ...

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଆଜି ଶ୍ରୀମନ୍ଦିରେ ଅନୁଷ୍ଠିତ ହେବ ଅଣସର ଖଳିଲାଗି ଏକାଦଶୀ ନୀତି
  • ଆଜି ହେଉଛି ଅନ୍ତର୍ଜାତୀୟ ଯୋଗ ଦିବସ
  • ଆଜି ଏହି ରାଶିର ଲୋକେ ପରିବାର ସହିତ ଖୁସିର ସମୟ କାଟିବେ
  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.