Friday, June 6, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ମନୋରଞ୍ଜନ

ପ୍ରତିକ୍ରିୟା ରଖିଲେ ସୋନାଲି, ୧୨ ବର୍ଷ ହେଲାଣି କେଉଁଠି ଥିଲ?

Sanchar Live by Sanchar Live
April 16, 2025
in ମନୋରଞ୍ଜନ
0
ପ୍ରତିକ୍ରିୟା ରଖିଲେ ସୋନାଲି, ୧୨ ବର୍ଷ ହେଲାଣି କେଉଁଠି ଥିଲ?

Oplus_131072

0
SHARES
206
VIEWS
FacebookTwitter

ବିବାଦ ଭିତରକୁ ଟାଣି ହୋଇଛନ୍ତି ତୁଳସୀ ଗଣନାଟ୍ୟ ଅଭିନେତ୍ରୀ ସୋନାଲି ପଣ୍ଡା । ସୋନାଲିଙ୍କ ସ୍ବାମୀ ତୁଳସୀ ଗଣନାଟ୍ୟ ମାଲିକଙ୍କ ନାଁରେ ଆଣିଛନ୍ତି ସାଙ୍ଘାତିକ ଅଭିଯୋଗ । ସେ ଅଭିଯୋଗ କରିଛନ୍ତି, ତୁଳସୀ ଗଣନାଟ୍ୟ ମାଲିକ ସୋନାଲି ପଣ୍ଡାଙ୍କୁ ମାନସିକ ନିର୍ଯାତନା ଦେଉଛନ୍ତି । ମୋ ଠୁ ମୋ ପୁଅ ଠୁ ତାଙ୍କୁ ଦୂରେଇ ରଖିଛନ୍ତି । ମୁଁ ତୁଳସୀ ଗଣନାଟ୍ୟରେ କାମ କରୁଥିବା ସମୟରେ ମୋତେ ବିଭିନ୍ନ ଧମକ ଚମକ୍ ଦିଅନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ବାମୀଙ୍କ ଗୁମର ଖୋଲିଛନ୍ତି ସୋନାଲି ପଣ୍ଡା । ସୋନାଲି କହିଛନ୍ତି, ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ । ତୁଳସୀ ଗଣନାଟ୍ୟ ମାଲିକ ମୋତେ ଝିଅ କରିଛନ୍ତି । ମୋର ଅସୁବିଧା ସମୟରେ ମୋତେ ସାହାଯ୍ୟ କରିଛନ୍ତି । ମୋ ସ୍ବାମୀ ବହୁ ଝିଅ ମାନଙ୍କ ସହ କଥା ହୁଅନ୍ତି । ଏମିତିକି ସେ ଆଉ ଏକ ବିବାହ ମଧ୍ୟ କରିଛନ୍ତି । ମୁଁ କୌଣସି ମାନସିକ ନିର୍ଯାତନାର ଶିକାର ହୋଇନି । ମୋ ସୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି । ମୋର ମୋ ସ୍ବାମୀଙ୍କ ସହିତ କୌଣସି ସମ୍ପର୍କ ନାହିଁ । ସେ ଦୀର୍ଘ ୧୨ ବର୍ଷ ହେଲାଣି କେଉଁଠି ଥିଲେ ବୋଲି ସୋନାଲି ପ୍ରଶ୍ନ ଉଠାଇଛନ୍ତି ।

ସେପଟେ ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ସେ ତୁଳସୀ ଗଣନାଟ୍ୟରେ କାମ କରୁନଥିଲେ । ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି । ଘଟଣା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି ସେ କହିଛନ୍ତି ।

Tags: nandu babuSonali pandatulshiganantya
ShareTweetShareSend
Sanchar Live

Sanchar Live

Next Post
ଜବାବ ଦାଖଲ ଲାଗି ସମୟ ନେଲେ ତପି ମିଶ୍ର

ଜବାବ ଦାଖଲ ଲାଗି ସମୟ ନେଲେ ତପି ମିଶ୍ର

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • କୋଟିଆ ପାଇଁ ତିଆରି ହେବ ସ୍ୱତନ୍ତ୍ର ରୋଡ଼ ମ୍ୟାପ
  • ଅଗଷ୍ଟ ୩ରେ ହେବ ନିଟ୍-ପିଜି ପରୀକ୍ଷା
  • ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌ଙ୍କ ପରଲୋକ
  • ବର୍ଷା ପୂର୍ବରୁ ଡ୍ରେନ ସମସ୍ୟାର ସମାଧାନ: ମନ୍ତ୍ରୀ
  • ମେଗା ନିଯୁକ୍ତି ମେଳାରେ ୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିବେ ମୁଖ୍ୟମନ୍ତ୍ରୀ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.