Saturday, June 21, 2025
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
SUBSCRIBE
Epaper
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
No Result
View All Result
sanchar.live
SUBSCRIBE
No Result
View All Result
  • ePaper
  • ଓଡିଶା
  • ଭାରତ
  • ବିଦେଶ
  • ଜୀବନ ଶୈଳୀ
  • ରାଜନୀତି
  • ମନୋରଞ୍ଜନ
  • କ୍ରୀଡ଼ା
  • ଅପରାଧ
Home ଓଡିଶା

ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିଲା ବିଜୁଳି ଦର

Sanchar Live by Sanchar Live
March 24, 2025
in ଓଡିଶା
0
ସାଧାରଣ ଗ୍ରାହକଙ୍କ ପାଇଁ ଅପରିବର୍ତ୍ତିତ ରହିଲା ବିଜୁଳି ଦର
0
SHARES
11
VIEWS
FacebookTwitter

ଏଥର ବଢ଼ିବନି ବିଜୁଳି ଦର। ତାରିଫ ଅର୍ଡର ଅପରିବର୍ତ୍ତିତ ରହିଲା ବୋଲି ଘୋଷଣା କରିଛି ଓଡିଶା ବିଦ୍ୟୁତ ନିୟାମକ ଆୟୋଗ। ମାସିକ ୫୦ ୟୁନିଟ ମଧ୍ୟରେ ବିଜୁଳି ବ୍ୟବହାର କଲେ ୟୁନିଟ ପିଛା ୨ ଟଙ୍କା ୯୦ ପଇସା ୫୦ ୟୁନିଟରୁ ୨୦୦ ୟୁନିଟ ମଧ୍ୟରେ ୪ ଟଙ୍କା ୭୦ ପଇସା, ୨୦୦ ୟୁନିଟରୁ ୪୦୦ ୟୁନିଟ ମଧ୍ୟରେ ୫ ଟଙ୍କା ୭୦ ପଇସା ଓ ୪୦୦ ୟୁନିଟ ପରେ ୟୁନିଟ ପିଛା ମାସିକ ୬ ଟଙ୍କା ୧୦ ପଇସା ଧାର୍ଯ୍ୟ କରାଯାଇଛି। ଏପ୍ରିଲ ଏକ ତାରିଖରୁ ଏହି ଦର ଲାଗୁ କରାଯିବ। ସେପଟେ ଟାଟା ପାୱାରର ବିଦ୍ୟୁତ କିଣା ଅର୍ଥ ୟୁନିଟ ପିଛା ୩୨୦ ଟଙ୍କା ୯୫ ପଇସାରୁ ବୃଦ୍ଧି ପାଇ ୩୨୬ ଟଙ୍କା ୯୧ ପଇସାରେ ପହଞ୍ଚିଛି।

କୌଣସି ଉପଭୋକ୍ତା ଇ ବିଲ ପାଇଁ ଅପ୍ସନ ନେଲେ ତାଙ୍କୁ ବିଲ ପିଛା ୧୦ ଟଙ୍କା ରିହାତି ମିଳିବ। ପ୍ରିପେଡ଼ ମିଟର ସଂଯୋଗ ନେଇଥିବା ଉପଭୋକ୍ତାଙ୍କୁ ପ୍ରିପେଡ ଆମାଉଣ୍ଟ ଉପରେ ୪ ପ୍ରତିଶତ ରିହାତି ମିଳିବ। ସେହିପରି ଘରୋଇ ଓ ସିଙ୍ଗଲ ଫେଜ ଗ୍ରାହକଙ୍କ ପାଇଁ ଡିଜିଟାଲ ପେମେଂଟରେ ୪ ପ୍ରତିଶତ ରିହାତି ଜାରି ରହିବ। ସ୍ମାର୍ଟ ମିଟର ନେଇଥିବା ଉପଭୋକ୍ତା ଯେଉଁମାନେ ୧୦ କିଲୋୱାଟରୁ ଅଧିକ ବିଜୁଳି ବ୍ୟବହାର କରୁଛନ୍ତି ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ। ସୋଲାର ଆୱାର ସମୟରେ ଏହି ରିହାତି ମିଳିବ। କିନ୍ତୁ ଇରିଗେସନ, ପମପିଙ୍ଗ ଓ କୃଷି କ୍ଷେତ୍ର ପାଇଁ ପିକ ସମୟରେ ଗ୍ରାହକ ମାନେ ୟୁନିଟ ପିଛା ୩୦ ପଇସା ଟିଓଡି ସରଚାର୍ଜ ଦେବାକୁ ପଡିବ। ସକାଳ ଆଠଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ସୋଲାର ଆୱାର ଭାବେ ଗଣାଯିବ। ୪ ଟାରୁ ସନ୍ଧ୍ୟା ୬ ଟା ଯାଏ ନର୍ମାଲ ଆୱାର ଓ ୬ ଟା ରୁ ରାତି ୧୨ ଟା ପିକ ଆୱାର ଗଣାଯିବ। ରାତି ୧୨ ଟା ରୁ ସକାଳ ୮ ଟା ଯାଏ ନର୍ମାଲ ଆୱାର ରୂପେ ଗଣାଯିବ। ଶିଳ୍ପ ଉପଭୋକ୍ତା ମାନେ ଯେଉଁମାନେ ଇଏଚଟି ଲେବଲର ସେମାନେ ୟୁନିଟ ପିଛା ୨୦ ପଇସା ରିହାତି ପାଇବେ।

୮୦ ପ୍ରତିଶତରୁ ଅଧିକ ଲୋଡ଼ ଫ୍ୟାକ୍ଟର ରେ ବ୍ୟବହୃତ ୟୁନିଟ ପିଛା ଏହି ରିହାତି ଲାଗୁ ହେବ। ୨ କିଲୋ ୱାଟ ମଧ୍ୟରେ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ପାଇଁ ସ୍ମାର୍ଟ ମିଟର ରେଣ୍ଟ ଛାଡ଼ କରାଯିବ। ସେହିପରି ଏଟିସି ଲସ ୧୮.୭୯ ପ୍ରତିଶତରୁ ୧୭.୩୩ ପ୍ରତିଶତକୁ କମିଛି। ରାଜ୍ୟର ବିଜୁଳି ଆଵଶ୍ୟକତା ପାଇଁ ଗ୍ରୀଡ଼କୋ ୪୧ ହଜାର ୩୨୧ ଏମୟୁ ଥିବାବେଳେ ଗ୍ରୀଡ଼କୋ ପାଖରେ ୪୮ ହଜାର ୩୧୮ ଏମୟୁ ଶକ୍ତି ଉପଲବ୍ଧ ରହିଛି। ସେହିପରି ବିଦ୍ୟୁତ ବିତରକ କମ୍ପାନୀ ଉପଭୋକ୍ତାଙ୍କୁ ୩୩ ହଜାର ୩୮୯ ଏମୟୁ ବିଜୁଳି ବିକ୍ରି କରୁଥିବା ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Tags: electric billodishaoerc
ShareTweetShareSend
Sanchar Live

Sanchar Live

Next Post
କାଳବୈଶାଖୀ ପାଇଁ ୨୦ କୋଟି, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା

କାଳବୈଶାଖୀ ପାଇଁ ୨୦ କୋଟି, ମୟୂରଭଞ୍ଜ ଜିଲ୍ଲାରେ କ୍ଷୟକ୍ଷତି ପାଇଁ ସହାୟତା ଘୋଷଣା

Leave a Reply Cancel reply

Your email address will not be published. Required fields are marked *

I agree to the Terms & Conditions and Privacy Policy.

Recent Posts

  • ଅଧକପାଳିରୁ ରକ୍ଷା ପାଇବାକୁ ଚାହୁଁଛନ୍ତି କି ? ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ
  • ସ୍କ୍ରାପ୍ କଳାକୃତି ପ୍ରତିଯୋଗିତାରେ ବେଦାନ୍ତ ଲାଞ୍ଜିଗଡ଼ ଚାମ୍ପିଅନ୍ ବର୍ଜ୍ୟରୁ ସମ୍ପଦ ସୃଷ୍ଟି ଉପରେ ଗୁରୁତ୍ବ
  • ଭୁବନେଶ୍ୱର ବିମାନବନ୍ଦରରେ ପହଂଚିଲେ ପ୍ରଧାନମନ୍ତ୍ରୀ
  • ସୁରକ୍ଷା କର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିପାତ
  • ଏୟାର ଇଣ୍ଡିଆର ୮ଟି ଉଡ଼ାଣ ବାତିଲ

Recent Comments

No comments to show.

Archives

  • June 2025
  • May 2025
  • April 2025
  • March 2025
  • February 2025
  • January 2025
  • December 2024
  • November 2024
  • October 2024
  • September 2024
  • August 2024

Categories

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି

Browse by Category

  • Uncategorized
  • ଅପରାଧ
  • ଓଡିଶା
  • କ୍ରୀଡ଼ା
  • ଜୀବନ ଶୈଳୀ
  • ବିଦେଶ
  • ଭାରତ
  • ମନୋରଞ୍ଜନ
  • ରାଜନୀତି
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page

© 2024 Sanchar News

No Result
View All Result
  • About us
  • Contact us
  • Home
  • Home 2
  • Home 3
  • Home 4
  • Home 5
  • Home 6
  • Sample Page
SUBSCRIBE

© 2024 Sanchar News

This website uses cookies. By continuing to use this website you are giving consent to cookies being used. Visit our Privacy and Cookie Policy.